ବିଶ୍ୱକପ ପରେ ପଦ ଛାଡିବେ ଡ୍ରାଭିଡ, ନୂତନ ଚୁକ୍ତି ନେଇ ହେଇନି କୌଣସି ଆଲୋଚନା
ମୁମ୍ବାଇ: ଭାରତ ଦିନିକିଆ ବିଶ୍ୱକପ କ୍ରିକେଟର ଫାଇନାଲରେ ପ୍ରବେଶ କରି ତୃତୀୟ ଥର ପାଇଁ ଚାମ୍ପିୟନ ହେବା ଲକ୍ଷ୍ୟରେ ରହିଛି । ତେବେ ଟିମ ଇଣ୍ଡିଆର ଏହି ପ୍ରଦର୍ଶନ ପାଇଁ କୋଚ ରାହୁଲ ଡ୍ରାଭିଡଙ୍କୁ ଏବେ ସମସ୍ତ ଶ୍ରେୟ ଯାଉଛି । ପ୍ରଥମେ ତାଙ୍କ କୋଚିଂ ଶୈଳୀକୁ ନାପସନ୍ଦ କରାଯାଉଥିଲା ।…