ରାସ୍ତାରେ ବୁଲିଲା ସିଂହ, ଘରେ ଲୁଚିଲେ ଲୋକେ
ରୋମ : ରାସ୍ତାରେ ବୁଲିଲା ସିଂହ । ଲୋକେ ଆତଙ୍କିତ ହୋଇ ଜୀବନ ବିକଳରେ ଘରେ ଲୁଚି ରହିଲେ । ଖବରପାଇ ପୋଲିସ, ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସିଂହଟିକୁ ଉଦ୍ଧାର କରି ନେଇଥିଲେ । ସିଂହଟି ରାସ୍ତାରେ ଘୂରି ବୁଲୁଥିବାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।…