Latest Odisha News

BREAKING NEWS

Yearly Archives

2023

୧୯ ବର୍ଷ ପୁରୁଣା ଶାଢି ପୁଣି ପିନ୍ଧିଲେ ସୁସ୍ମିତା

ମୁମ୍ବାଇ: ୧୯ ବର୍ଷ ପୁରୁଣା ଶାଢି ପୁଣି ପିନ୍ଧିଲେ ବଲିଉଡ଼ ଅଭିନେତ୍ରୀ ସୁସ୍ମିତା ସେନ । ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ପରେ ଏବେ ଅଭିନେତ୍ରୀ ସୁସ୍ମିତା ସେନ୍ ତାଙ୍କ ପୁରୁଣା ଶାଢ଼ିକୁ ଆଉ ଥରେ ପିନ୍ଧିଛନ୍ତି । ସୁସ୍ମିତା ନଭେମ୍ବର ୧୧ରେ ଶିଳ୍ପା ସେଟ୍ଟୀଙ୍କ ଦୀପାବଳି ପାର୍ଟିରେ…

‘କବରଖାନା’ ରେ ବିବାହ କଲେ ଯୁବକଯୁବତୀ, ଅତିଥିଙ୍କ ଲୋମ ଟାଙ୍କୁରି ଉଠିଲା

ପ୍ୟାରିସ , ଦିନଥିଲା ଲୋକେ ଘରେ ବିବାହ ଉତ୍ସବର ଆୟୋଜନ କରୁଥିଲେ । ହେଲେ ଆଜିକାଲି ସମସ୍ତେ ମଣ୍ଡପ ନଚେତ ହୋଟେଲ ବା ‘ଡେଷ୍ଟିନେଶନ ୱେଡିଂ’ କରିବାକୁ ପସନ୍ଦ କରୁଛନ୍ତି । ହେଲେ କିଛି ଯୋଡ଼ି ନିଜ ବିବାହକୁ ସ୍ୱତନ୍ତ୍ର କରିବା ପାଇଁ ଏଭଳି ଏକ ସ୍ଥାନକୁ ବାଛି ନିଅନ୍ତି ଯାହାକୁ ଦେଖି ଭୟରେ…

ଟେଣ୍ଟ ହାଉସରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ବାରିପଦା: ଦୀପାବଳୀରେ ଅଘଟଣ । ବାରିପଦା କାଳୀମନ୍ଦିର ସାହିରେ ଥିବା ସ୍ଵର୍ଣ୍ଣଲକ୍ଷ୍ମୀ ଟେଣ୍ଟ ହାଉସରେ ଭୟାବହ ଅଗ୍ନିକାଣ୍ଡ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୨ ଟି ଗାଡି ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ । ଏଯାଏଁ କୌଣସି ମୃତାହତର ମିଳିନି ଖବର । ନିଆଁର ପ୍ରକୋପ ଏତେ ଥିଲା ଯେ,…

‘ଯବାନ’-‘ପଠାନ’କୁ ଟପିପାରିଲାନି ‘ଟାଇଗର-୩’

ମୁମ୍ବାଇ: ଦୀପାବଳି ଅବସରରେ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଟାଇଗର ୩’ ରିିଲିଜ୍ ହୋଇସାରିିଛି । ପୂର୍ବରୁ ଏହାର ପୋଷ୍ଟର, ଗୀତ ଏବଂ ଟ୍ରେଲର ସୋସିଆଲ ମିଡିଆରେ ବେଶ୍ ଆକୃଷ୍ଟ କରିଥିଲା । ଫିଲ୍ମଟି ପ୍ରଥମ ଦିନରେ କେତେ ଆୟ କରିବ ତାହା ଜାଣିବାର ଉତ୍ସୁକତା ସଭିଙ୍କ ଭିତରେ ରହିଥିଲା । ଆଡ୍‌ଭାନ୍ସ…

ଖୋର୍ଦ୍ଧାରେ ହାତୀ ଆତଙ୍କ, ଭୟଭୀତ ଲୋକେ

ଖୋର୍ଦ୍ଧା: ଥମୁନି ହାତୀ ଆତଙ୍କ । ଦିନକୁ ଦିନ ବଢ଼ୁଛି ହାତୀଙ୍କ ଦୌରାତ୍ମ୍ୟ । ଗତକାଲି (ଶନିବାର) ବିଳମ୍ବିତ ରାତିରେ ଖୋର୍ଦ୍ଧା ମେଡ଼ିକାଲ ଅଞ୍ଚଳରେ ହାତୀ ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ଆତଙ୍କିତ ହୋଇଛନ୍ତି ସ୍ଥାନୀୟ ଲୋକେ । ମିଳିଥିବା ସୂଚନା ଅନୁସାରେ, ଏହି ହାତୀ ଟି ୫୭ ନମ୍ବର…

କଲେଜ ଛାତ୍ରୀଙ୍କ ପାଇଁ ଖୁସି ଖବର: ଏଣିକି ଛାତ୍ରୀଙ୍କୁ ମିଳିବ ଋତୁସ୍ରାବ ଛୁଟି, ଶ୍ରେଣୀ ଉପସ୍ଥାନକୁ ୨ ପ୍ରତିଶତ କୋହଳ

ଗୌହାଟି: କଲେଜ ଛାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ଛାତ୍ରୀମାନଙ୍କୁ ମିଳିବ ଋତୁସ୍ରାବକାଳୀନ ଛୁଟି। ଆସାମର ଗୌହାଟି ୟୁନିଭର୍ସିଟି ଏବଂ ଏହାର ସ୍ବୀକୃତିପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକର ଛାତ୍ରୀମାନଙ୍କ ପାଇଁ ଏପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଛାତ୍ରୀମାନଙ୍କୁ ଋତୁସ୍ରାବକାଳୀନ…

ଅନୁଗୁଳରେ ନବଜାତ ଶିଶୁ କନ୍ୟାକୁ ଖାଇଗଲା କୁକୁର

ଅନୁଗୁଳ: ପୁଣି ବୁଲାକୁକୁରଙ୍କ ଶିକାର ହେଲା ନବଜାତ ଶିଶୁ । ରାସ୍ତାକଡ଼ରେ ପଡ଼ିଥିବା ନବଜାତ ଶିଶୁ କନ୍ୟାକୁ ଝୁଣି ଝୁଣି ଖାଇଲେ ବୁଲା କୁକୁର । ଫଳରେ ଘଟଣାସ୍ଥଳରେ ହିଁ ଶିଶୁ କନ୍ୟା ଟି ର ମୃତ୍ୟୁ ହୋଇଛି । ଏଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି ଅନଗୁଳ ଜିଲ୍ଲା ଅନୁଗୁଳ ବ୍ଲକ ଅଞ୍ଚଳରେ ।…

ବାଣ ମାର୍କେଟରେ ଅଗ୍ନିକାଣ୍ଡ: ୯ ଗୁରୁତର, ୭ ଦୋକାନ ଜଳିପୋଡି ପାଉଁଶ

ମଥୁରା: ଦୀପାବଳି ଦିନେ ଅଘଟଣ। ବାଣ ମାର୍କେଟରେ ଲାଗିଲା ନିଆଁ। ରବିବାର ଉତ୍ତରପ୍ରଦେଶର ମଥୁରା ଜିଲ୍ଲାର ଗୋପାଳବାଗ ଅଞ୍ଚଳରେ ଥିବା ଏକ ବାଣ ମାର୍କେଟରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୯ଜଣ ଗୁରୁତର ହୋଇଥିବା ବେଳେ ୭ ଦୋକାନ ଜଳିପୋଡି ପାଉଁଶ ହୋଇଯାଇଛି। ବାଣ ବଜାରରେ…

ଅହମଦାବାଦ ରାସ୍ତା କଡ଼ରେ ଶୋଇଥିବା ଲୋକଙ୍କୁ ଟଙ୍କା ବାଣ୍ଟିଲେ ଆଫଗାନି କ୍ରିକେଟର

ଅହମଦାବାଦ: ଚଳିତ ବିଶ୍ୱକପରେ ଆଫଗାନିସ୍ତାନ କ୍ରିକେଟ୍ ଦଳ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିଛି। ତଥାପି ସେମି ରେସରୁ ଆଫଗାନିସ୍ତାନ ବାଦ୍ ପଡିବା ସତ୍ତ୍ୱେ ଟିମ୍ ପ୍ଲେୟରଙ୍କ ପ୍ରଦର୍ଶନକୁ ମିଳିଛି କୋଟି କୋଟି କ୍ରିକେଟ ପ୍ରେମୀଙ୍କ ପ୍ରଶଂସା। ଏହାରି ମଧ୍ୟରେ ସ୍ୱଦେଶ ଫେରିଯିବା ପୂର୍ବରୁ…

ବାଲି ବୋଝେଇ ହାଇଓ୍ୱା ସହ ବାଇକ ମୁହାଁମୁହିଁ ଧକ୍କା, ଯୁବକ ମୃତ, ଅନ୍ୟ ଜଣେ ଗୁରୁତର

ବଲାଙ୍ଗୀର: ଦଶାହ କର୍ମରେ ଯୋଗ ଦେବାକୁ ଯାଉଥିବା ବେଳେ ଅଘଟଣ । ବାଲି ବୋଝେଇ ହାଇୱା ସହିତ ମୁହାଁମୁହିଁ ଧକ୍କା ପରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଏହି ଦୁର୍ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଧୀନ ବାଗବାହାଲ ଛକର କେନାଲ ନିକଟରେ ।…