Latest Odisha News

BREAKING NEWS

Yearly Archives

2023

ଅଭୁଲା ଗୀତ : ଜାଗ ବରଦା ଗୋ

ଗାୟନ : ସନ୍ଧ୍ୟା ମୁଖାର୍ଜୀ ସଙ୍ଗୀତ :ନଚିକେତା ଘୋଷ ଗୀତ : ସତ୍ୟ ନାରାୟଣ ପଣ୍ଡା ଚଳଚ୍ଚିତ୍ର : ମହାଲକ୍ଷ୍ମୀ ପୂଜା, ୧୯୫୯ ଜାଗ ବରଦା ଗୋ ଜାଗ ବରଦା ଗୋ ଜାଗ ଅଭୟା ଗୋ ଘେନ ପୂଜାଫୁଲ ହାର ଜୁହାର ମା’ ଗୋ ଏହି ଭଙ୍ଗାମାଟି ଘରେ କି ଦେଇପାରିବି ଆଜ ଅଭାଗିନୀ…

ଆପଣଙ୍କ ହ୍ବାଟସଆପକୁ ପୂର୍ବ ଅପେକ୍ଷା ଆହୁରି କରନ୍ତୁ ସୁରକ୍ଷିତ, ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ: ମେଟା ଗତ କିଛି ସମୟ ହେବ ଏହାର ମେସେଜିଂ ପ୍ଲାଟଫର୍ମ ହ୍ବାଟସଆପର ସୁରକ୍ଷା ଏବଂ ଗୋପନୀୟତାକୁ କ୍ରମାଗତ ଭାବରେ ବୃଦ୍ଧି କରିଆସୁଛି । ଗତ କିଛି ମାସ ମଧ୍ୟରେ, କମ୍ପାନୀ ସୁରକ୍ଷାକୁ ଉନ୍ନତ କରିବା ପାଇଁ ନୂଆ ଫିଚର୍ସ ଘୋଷଣା କରିଥିଲା । ତଥାପି, ଅନେକ ୟୁଜର୍ସ ଏହି ଫିଚର୍ସ ବିଷୟରେ…

ଭାରତୀୟ ନୌସେନାର ଯୁଦ୍ଧ ଜାହାଜରେ ନିୟୋଜିତ ମହିଳାଙ୍କ ପାଇଁ ତିଆରି ହେବ ନୂତନ ପୋଷାକ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତୀୟ ନୌସେନାର ଯୁଦ୍ଧ ଜାହାଜରେ ନିୟୋଜିତ ମହିଳାଙ୍କ ପାଇଁ ଏକ ନୂଆ ପୋଷାକ ତିଆରି ପାଇଁ ପ୍ରସ୍ତୁତି ଚାଲିଛି। ଏହି ପୋଷାକଗୁଡିକ ଅଧିକ ଆରାମଦାୟକ ହେବ ଏବଂ ମହିଳାମାନଙ୍କର ଶାରୀରିକ ଆବଶ୍ୟକତା ପୂରଣ କରିବ। ଭାରତୀୟ ନୌସେନା ଯୁଦ୍ଧ ଜାହାଜରେ ସେବା କରୁଥିବା…

ଆସ ବୁଲିଯିବା ଓଡିଶା: ପ୍ରକୃତି ରାଣୀର ସୁନ୍ଦରତାର କାହାଣୀ କୁହେ ଅପାସୋରା ପତୋରା ଡ୍ୟାମ୍

ନୂଆପଡା:  ଆସିଛି ପିକନିକ ଋତୁ , ଏଥିପାଇଁ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ରେ ଲୋକଙ୍କ ଭିଡ଼ ଜମୁଛି ।ପ୍ରାକୃତିକ ସୋନ୍ଦର୍ଯ୍ୟ ର ଭରପୁର ର ମଜା ନେବା ସହ ବଣଭୋଜି ର ଆନନ୍ଦ ଉଠାଉ ଛନ୍ତି ପର୍ଯ୍ୟଟକ ।ଅପୂର୍ବ ଆମ ଓଡ଼ିଶା । ଏହାର ପ୍ରତ୍ୟେକ କୋଣ ଅନୁକୋଣରେ ଭରି ରହିଛି ଅନୁପମ ପ୍ରାକୃତିକ…

ବାଘେଲ ସରକାରଙ୍କ ଦୀପାବଳୀ ଭେଟି, କ୍ଷମତାକୁ ଆସିଲେ ମହିଳାଙ୍କୁ ମିଳିବ ୧୫ ହଜାର ଟଙ୍କା

ରାୟପୁର: ନିର୍ବାଚନୀ ରାଜନୀତି ଏବେ ବେଶ ସରଗରମ । ଛତିଶଗଡରେ ଜୋରଦାର ଚାଲିଛି ନିର୍ବାଚନୀ ପ୍ରଚାର । ନିଜ ଦଳକୁ ଜିତାଇବାପାଇଁ ଅନେକ ପ୍ରତିଶୃତି ବାଢୁଛନ୍ତି ରାଜନେତା । ଏହି ପ୍ରରିପେକ୍ଷିରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଦିପାବଳୀ ଦିନ ମହିଳାମାନଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ସେ…

ସେନା ଜ୍ୟାକେଟରେ ପ୍ରଧାନମନ୍ତ୍ରୀ: ହିମାଚଳ ପ୍ରଦେଶରେ ଯବାନଙ୍କ ସହ ପାଳିଲେ ଦୀପାବଳି

ଶିମଲା: ଆଜି ସାରା ଦେଶ ବର୍ଷ ପାଳୁଛି ଆଲୋକର ପର୍ବ ଦୀପାବଳି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ହିମାଚଳ ପ୍ରଦେଶର ଲେପଚାରେ ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି। ଏହି ସମୟରେ ସେ ଯବାନଙ୍କୁ ଉତ୍ସାହିତ ଏବଂ ପ୍ରେରଣା ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ…

ତମାଣ୍ଡୋର ଏକ ଗ୍ୟାରେଜରେ ଅଗ୍ନିକାଣ୍ଡ, ଜଳିଗଲା ୪ଟି ଯାତ୍ରୀବାହୀ ବସ

ଭୁବନେଶ୍ବର: ଦୀପାବଳୀ ସମୟରେ ରାଜଧାନୀରେ ଅଘଟଣ । ଏହି ସମୟରେ ରାଜଧାନୀକୁ କିପରି ସୁରକ୍ଷିତ ରଖାଯାଇପାରିବ ସେନେଇ ବିଭିନ୍ନ ପ୍ରକାର ପ୍ରଚେଷ୍ଟା କରାଯାଉଥିଲେ ମଧ୍ୟ ଆଜି ଏକ ଅଘଟଣ ଘଟିଛି ।  ତମାଣ୍ଡୋର ଏକ ଗ୍ୟାରେଜରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିପୋଡି ପାଉଁଶ ହୋଇଯାଇଛି ୪ଟି…

ମା ବୁଢୀ ଠାକୁରାଣୀ ମନ୍ଦିର ପୂଜକ ହତ୍ୟା ମାମଲା, ୭ ଗିରଫ

କୋରାପୁଟ: କୋରାପୁଟ ମା ବୁଢୀ ଠାକୁରାଣୀ ମନ୍ଦିର ପୂଜକ ରମେଶ ତ୍ରିପାଠୀ ହତ୍ୟା ମାମଲା । ୨ ଯୁବତୀଙ୍କ ସହ ମୋଟ ୭ଜଣଙ୍କୁ ଗିରଫ କରିଲା ପୋଲିସ । ଲୁଟ ଉଦ୍ଦେଶ୍ୟରେ ପୂଜକଙ୍କୁ ହତ୍ୟା କରାଯାଇଥିବା ସୂଚନା ଦେଇଛି ପୋଲିସ ।  ସୂଚନା ଅନୁସାରେ, ଅଭିଯୁକ୍ତମାନଙ୍କ ମଧ୍ୟରୁ ଦୁଇ ଜଣ ପୂଜକଙ୍କ…

ଦୀପାବଳି ପାଇଁ କ୍ୟାପିଟାଲ ହସ୍ପିଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା, ୧୫ ଡାକ୍ତରଙ୍କ ଛୁଟି ବାତିଲ

ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳିକୁ ନେଇ ଚାରିଆଡ଼େ ଉତ୍ସବର ମାହୋଲ। ତେବେ ଦୀପାବଳି ପାଇଁ କ୍ୟାପିଟାଲ ହସ୍ପିଟାଲରେ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା। ଯେକୌଣସି ପରିସ୍ଥିତି ମୁକାବିଲା ନେଇ କରାଯାଇଛି ପ୍ରସ୍ତୁତ। ବାଣଫୁଟା ଜନିତ ଦୁର୍ଘଟଣା ମୁକାବିଲା ପାଇଁ ହସ୍ପିଟାଲରେ ସ୍ୱତନ୍ତ୍ର ପ୍ରସ୍ତୁତ…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଫୁଟିଲା ବୋମା; ୮ ଆହତ, ୨ ଗୁରୁତର

ନୟାଗଡ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁରେ ବୋମାମାଡ । ବୋମା ମାଡ଼ରେ ୧୦ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା କୁମ୍ଭାରପଡ଼ା ଗାଁରେ । ଘଟଣାସ୍ଥଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି…