Latest Odisha News

BREAKING NEWS

Yearly Archives

2023

ଦୀପାବଳିରେ କରନ୍ତୁ ନାହିଁ ଏହି ଦାନ, ରୁଷ୍ଟ ହେବେ ମହାଲକ୍ଷ୍ମୀ

ଭୁବନେଶ୍ଵର: ଆସୁଛି ଆଲୋକର ପର୍ବ ଦୀପାବଳି । ସେଥିପାଇଁ ଚାରିଆଡେ ଏବେ ଉତ୍ସବର ପରିବେଶ । ସାଧାରଣତଃ ଏହି ପର୍ବରେ ଲୋକମାନେ ନିଜ ପ୍ରିୟଜନ ମାନଙ୍କୁ କିଛି ଉପହାର ଦେଇ ଥାଆନ୍ତି । କିନ୍ତୁ ଭୁଲ ବସତଃ ଦୀପାବଳିରେ ଲୋକମାନେ ଏପରି କିଛି ଉପହାର ଦେଇଥାନ୍ତି ଯାହା ତାଙ୍କ ପାଇଁ ଅଶୁଭ ସାବ୍ୟସ୍ତ…

ଛତିଶଗଡରେ ଜନସଭାକୁ ସମ୍ବୋଧନ କଲେ ପିଏମ ମୋଦି, ବିରୋଧୀଙ୍କ ଉପରେ ବର୍ଷିଲେ

ରାୟପୁର: ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ସୁରଜପୁରରେ ଏକ ସାଧାରଣସଭାକୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ଯେ, ଗୋଟିଏ ପଟେ ବିଜେପିର ସଙ୍କଳ୍ପ ପତ୍ର ଏବଂ ଅନ୍ୟ ପଟେ କଂଗ୍ରେସର ମିଥ୍ୟା ବ୍ୟବସାୟ । କଂଗ୍ରେସ ଆପଣ…

‘ଲୋକଙ୍କ ସ୍ୱାସ୍ଥ୍ୟ ହତ୍ୟା’ର କାରଣ ପାଲଟିଛି ନଡ଼ା ଜାଳିବା: ଦିଲ୍ଲୀ ବାୟୁ ପ୍ରଦୂଷଣ ଉପରେ…

ନୂଆଦିଲ୍ଲୀ: ଭୟଙ୍କର ଭାବେ ବଢ଼ି ଚାଲିଛି ଦିଲ୍ଲୀ ବାୟୁ ପ୍ରଦୂଷଣ ମାତ୍ରା। ପଞ୍ଜାବ ଏବଂ ହରିୟାଣାରେ କୃଷକମାନେ ନଡ଼ା ଜାଳିବା ଯୋଗୁଁ ଏହା ବଢ଼ୁଥିବା କୁହାଯାଉଛି। ପଡୋଶୀ ରାଜ୍ୟ ପଞ୍ଜାବ ଏବଂ ହରିୟାଣାରେ ଫସଲ ଅବଶିଷ୍ଟାଂଶ ପୋଡିଯିବା ପ୍ରତ୍ୟେକ ବର୍ଷ ଶୀତ ଦିନେ ଦିଲ୍ଲୀର ବାୟୁ ପ୍ରଦୂଷଣରେ…

ରାଜ୍ୟସ୍ତରୀୟ ଶିଶୁ ଉତ୍ସବ ‘ମହକ’ ଆୟୋଜିତ

ଭୁବନେଶ୍ୱର : ରାଜ୍ୟର ମହିଳା ଓ ଶିଶୁ ବିକାଶ ବିଭାଗର ଅଂଶ ବିଶେଷ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ଉତ୍ସବ ‘ମହକ’ ଆୟୋଜିତ ହେଇଯାଇଛି। । ଏହି ଉତ୍ସବରେ ମିଶନ ଶକ୍ତି, ମହିଳା ଶିଶୁ ବିକାଶ ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ମୁଖ୍ୟ ଅତିଥି, ଅଭିନେତ୍ରୀ ଅନୁ…

କେବଳ ଦିଲ୍ଲୀ-ଏନସିଆରରେ ନୁହେଁ ବରଂ ବାଣ ଉପରେ ସମ୍ପୂର୍ଣ୍ଣ ଦେଶରେ ଲାଗିବ ବ୍ୟାନ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କେବଳ ଦିଲ୍ଲୀ ପାଇଁ ନୁହେଁ ବରଂ ସମ୍ପୂର୍ଣ୍ଣ ଦେଶ ପାଇଁ ଲାଗୁ ହୋଇଛି ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ। ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇବା ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଆମେ ପୂର୍ବ ଆଦେଶରେ ଯାହା କହିଥିଲୁ ତାହା କେବଳ ଦିଲ୍ଲୀରେ ସୀମିତ ନୁହେଁ।…

ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା ! ଅଭିଯୋଗ ଆଣିଲେ ପରିବାର ଲୋକ , ସ୍ବାମୀ ଅଟକ

ଭୁବନେଶ୍ବର : ଯୁଗ ବଦଳିଛି , ସମୟ ମଧ୍ୟ ବହୁତ ଆଗକୁ ଯାଇଛି  । ହେଲେ ଏବେ ବି ଲୋକଙ୍କର ମାନସିକତା ବଦଳିନାହିଁ । ଆଜି ବି ରହିଛି ଯୌତୁକ ପ୍ରଥା । ଯୌତୁକ ପାଇଁ ଅନେକ ଝିଅ ଜୀବନ ହରାଉଛନ୍ତି  । ଏମିତି କିଛି ଘଟଣା ଘଟିଛି ଭୁବନେଶ୍ବର ଏୟାର ଫିଲ୍ଡ ଥାନା ପୁନାମା ଗେଟ୍ ନିକଟରେ  ।…

ଚାମ୍ପିୟନ୍ସ ଟ୍ରଫି ପାଇଁ ଯୋଗ୍ୟତା ହାସଲ କଲା ଆଫଗାନିସ୍ତାନ

ଦୁବାଇ: ୨୦୨୩ ଆଫଗାନିସ୍ତାନ କ୍ରିକେଟ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବ । ଦିନିକିଆ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରି ଦଳ ଏବେ ସେମିଫାଇନାଲ ପ୍ରବେଶ ପାଇଁ ଉଦ୍ୟମ ଜାରୀ ରଖିଛି । ୨୦୨୫ ଚାମ୍ପିୟନ୍ସ ଟ୍ରଫି ପାଇଁ ଆଫଗାନିସ୍ତାନ ଯୋଗ୍ୟତା ହାସଲ କରିଛି । ଶ୍ରୀଲଙ୍କା ବିପକ୍ଷରେ ବାଂଲାଦେଶ…

ଜାତୀୟ ପତାକାକୁ ଅପମାନ ନେଇ ରାଗିଗଲେ ସୁନୀଲ ଗାଭାସ୍କର

ନୂଆଦିଲ୍ଲୀ: ଜାତୀୟ ପତାକାକୁ ଅପମାନ ନେଇ ଲିଟିଲ ମାଷ୍ଟର ଭାବେ ପରିଚିତ ଭାରତର ମହାନ କ୍ରିକେଟର ସୁନୀଲ ଗାଭାସ୍କର ରାଗିଯାଇଛନ୍ତି । ଦକ୍ଷିଣ ଆଫ୍ରିକା ଓ ଭାରତ ମ୍ୟାଚ ପରେ ଏହି ଘଟଣା ଘଟିଛି । ଏକ ଲାଇଭ ଶୋରେ ଭାରତର ପ୍ରଦର୍ଶନ ଓ ଶ୍ରେୟାଶ ଆୟାରଙ୍କ ବ୍ୟାଟିଂ ନେଇ ସେ ରବି ଶାସ୍ତ୍ରୀଙ୍କ ସହ…

ବିଧାନସଭାରେ ମହେଶ୍ଵରଙ୍କ ଶେଷ ଦର୍ଶନ, ଦିଆଗଲା ଗାର୍ଡ ଅଫ ଅନର, ସ୍ଵର୍ଗଦ୍ଵାରରେ ହେବ ଅନ୍ତିମ ସଂସ୍କାର

ଭୁବନେଶ୍ଵର: ବିଧାନସଭା ପରିସରରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ମରଶରୀର । ସମସ୍ତ ମନ୍ତ୍ରୀ ଓ ବିଧାୟକ ସେଠାରେ ମହେଶ୍ୱରଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ବିଧାନସଭାରେ ମହେଶ୍ବର ମହାନ୍ତିଙ୍କୁ ଗାର୍ଡ ଅପ୍ ଅନର୍ ଦିଆଗଲା। ପରେ ତାଙ୍କ ପାର୍ଥିବ ଶରୀରକୁ…

ବୀରମହାରାଜପୁର ଜଗନ୍ନାଥ ମନ୍ଦିରରୁ ଚୋରି : ତାଲା ଭାଙ୍ଗି ହୁଣ୍ଡି ଟେକି ନେଲେ ଦୁର୍ବୁତ୍ତ

ସୁବର୍ଣ୍ଣପୁର : ଦିନକୁ ଦିନ ବଢିଚାଲିଛି ଚୋରୀ , ଲୁଟପାଟ୍ ଭଳି ଅପରାଧିକ କାର୍ଯ୍ୟାକଳାପ । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଜଗନ୍ନାଥ ମନ୍ଦିରରେ  । ମନ୍ଦିରର ମୁଖ୍ୟ ଦ୍ବାରାର ତାଲା କାଟି  ଦୁଇ ହୁଣ୍ଡି ଚୋରି କରିନେଇଛନ୍ତି ଦୁର୍ବୁତ୍ତ । ଏ ନେଇ…