Latest Odisha News

BREAKING NEWS

Yearly Archives

2023

“ଅମୃତକଳସ ଯାତ୍ରା’ ପାଇଁ ଓଡ଼ିଆ କଳାକାରଙ୍କ ଚିତ୍ରିତ କଳସକୁ ଚୟନ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର:ଅମୃତକଳସ ଯାତ୍ରାର ଶୁଭାରମ୍ଭ ପାଇଁ ବିଶିଷ୍ଟ ଓଡ଼ିଆ କଳାକାର ଡକ୍ଟର ସୂର୍ଯ୍ୟସ୍ନତା ମହାନ୍ତିଙ୍କ ହାତରେ ଚିତ୍ରିତ କରାଯାଇଥିବା କଳସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୟନ କରିଛନ୍ତି । ଅମର ଶହିଦମାନଙ୍କ ତ୍ୟାଗ ପ୍ରତି ସମ୍ମାନ ପାଇଁ ମେରି ମାଟି ମେରା ଦେଶ-ଅମୃତକଳସ ଯାତ୍ରା’…

କିଟ୍ ଟିବିଆଇକୁ ବିଶ୍ୱ ମାନ୍ୟତା: ଜୈବ-ସର୍ଜନା ପାଇଁ ପାଇଲା ଇନ୍‌କ୍ୟୁବେଟର ଅଫ୍ ଦି ଇୟର ପୁରସ୍କାର

ଭୁବନେଶ୍ୱର: କିଟ୍‌ର ଇନୋଭେଟିଭ୍ ହବ୍ କିଟ୍ ଟିବିଆଇକୁ ଇନ୍‌କ୍ୟୁବେଟର ଅଫ୍ ଦି ଇୟର ୨୦୨୩ ପୁରସ୍କାର ପ୍ରଦାନ କରାଯାଇଛି । ଟେକ୍ନୋଲୋଜି ଇନ୍‌କ୍ୟୁବେସନ୍ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପୁରସ୍କାର ମିଳିଛି । ବ୍ୟାଙ୍କକଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏସିଆନ୍…

ଦୀପାବଳିରେ ଧମାଲ କରିବ ଟାଇଗର-୩, ଆସନ୍ତା ୫ରୁ ଆରମ୍ଭ ହେବ ଆଡଭାନ୍ସ ବୁକିଂ

ମୁମ୍ବାଇ: ବଲିଉଡ଼ର ଭାଇଜାନ ସଲମାନ ଖାନ ତାଙ୍କର ଆଗାମୀ ଫିଲ୍ମ ଟାଇଗର-୩କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଦୀପାବଳିରେ ଧମାଲ କରିବାକୁ ଆସୁଛି ତାଙ୍କ ଫିଲ୍ମ ଟାଇଗର-୩ । ଦୀପାବଳିରେ ଏହି ଫିଲ୍ମ ରିଲିଜ୍ ହେବ । ଏହାର ଆଡଭାନ୍ସ ବୁକିଂ ଆସନ୍ତା ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ଫିଲ୍ମରେ…

ପାଣି ଭିତରେ ଡ଼ମ୍ବଲ ଉଠାଇ ବ୍ୟାୟାମ କଲେ ଯୁବତୀ

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡ଼ିଆରେ ଆମକୁ ଭିନ୍ନ ଭିନ୍ନ ଭିଡ଼ିଓ ଦେଖିବାକୁ ମିଳୁଛି । ଯାହାକୁ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ପାଣି ଭିତରେ ଷ୍ଟଣ୍ଟ୍ କରିବା ଭିଡ଼ିଓ ଆପଣ ନିଶ୍ଚୟ ଦେଖିଥିବେ । ଆଉ ପାଣି ଭିତରେ ବ୍ୟାୟାମ କରିବା ଦେଖିଛନ୍ତି ? ଏବେ ସେମିତି ଏକ ଭିଡ଼ିଓ ଭାଇରାଲ…

ଶୀତର ପହିଲି ପରସ: ବିଦେଶୀ ପକ୍ଷୀଙ୍କ କିଚିରି-ମିଚିରି ଶବ୍ଦରେ ମୁଖରିତ ମଙ୍ଗଳାଯୋଡି

ଭୁବନେଶ୍ବର: ଓଡିଶାକୁ ଛୁଇଁଲାଣି ପହିଲି ଶୀତ । ଆଉ ଶୀତ ଆସିଲେ ମନେପଡେ ଚିଲିକା କଥା । କାରଣ ଏହି ସମୟରେ ମରାଳ ମାଳିନୀ ନୀଲାମ୍ଵୁ ଚିଲିକାରେ ଏବେ ରଙ୍ଗ ବେରଙ୍ଗର ଦେଶୀ ଓ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥାଏ । ଆଉ ଅତିଥି ବିହଙ୍ଗଙ୍କ କିଚିରି ମିଚିରି ରାବରେ ମୁଖରିତ ହୁଏ ସମଗ୍ର ଅଞ୍ଚଳ ।…

ବାହାର ରାଜ୍ୟକୁ ଚାଲାଣ ବେଳେ ୨୪ ଦାଦନ ଶ୍ରମିକ ଉଦ୍ଧାର, ୨ ଦଲାଲ ଗିରଫ

ବଲାଙ୍ଗୀର: ବାହାର ରାଜ୍ୟକୁ ଚାଲାଣ ହେବା ବେଳେ କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ଦାଦନ ଶ୍ରମିକ ଉଦ୍ଧାର। ତେଲଙ୍ଗାନାକୁ ଚାଲାଣ ପାଇଁ କଣ୍ଟାବାଞ୍ଜି ରେଳ ଷ୍ଟେସନ ଯିବା ବେଳେ ବାହେରେନ ସିଲେଟ ରାସ୍ତାରେ ପୋଲିସ ଉଦ୍ଧାର କରିଛି। ଉଦ୍ଧାର ଶ୍ରମିକଙ୍କ ଭିତରେ ୧୦ଜଣ ପୁରୁଷ, ୯ ମହିଳା ଓ ୫ ଶିଶୁ…

ପ୍ରମୋଦ ଭଗତଙ୍କ ସମେତ ଅନ୍ୟ ପାରା ଆଥଲେଟଙ୍କ ସହ ସମୟ କାଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉରେ ଅନୁଷ୍ଠିତ ଏସିଆନ ପାରା ଗେମ୍ସରେ ଭାରତୀୟ ଆଥଲେଟ ୨୯ ସ୍ୱର୍ଣ୍ଣ ସମେତ ୧୧୧ ପଦକ ଜିତିଛନ୍ତି । ସ୍ୱଦେଶ ପ୍ରତ୍ୟାବର୍ତନ ପରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାର ପ୍ରମୋଦ ଭଗତଙ୍କ ସମେତ ଅନ୍ୟ ଆଥଲେଟମାନଙ୍କ ସହ ସମୟ କାଟିଥିଲେ । ମେଜର ଧ୍ୟାନଚାନ୍ଦ…

ଜନ୍ମଦିନରେ ଗ୍ରାଣ୍ଡ ପାର୍ଟି ଦେବେ ଶାହାରୁଖ

ମୁମ୍ବାଇ: ବଲିଉଡର କିଙ୍ଗ୍‌ଖାନ ଶାହାରୁଖ ଖାନ୍‌ଙ୍କ ଚଳିତ ବର୍ଷ ଶୁଭ ଥିଲା । କାରଣ ଏହି ବର୍ଷ ରିଲିଜ୍ ହୋଇଥିବା ପଠାନ ଓ ଯବାନ ବକ୍ସ ଅଫିସରେ ରେକର୍ଡ଼ କରିଛି । ଏହି ଦୁଇଟି ଫିଲ୍ମ ଆଶା ବାହାରେ ବ୍ୟବସାୟ କରିଛି । ଏହାକୁ ନେଇ ଶାହାରୁଖ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏସବୁ ଖୁସିରେ ସେ ତାଙ୍କ…

ଏମିତି ମନ୍ଦିର, ଯେଉଁଠି ବାଜେ ନାହିଁ ଶଙ୍ଖ

ମନ୍ଦିର ନାଁ ଶୁଣିବା ମାତ୍ରେ ମନକୁ ଘଣ୍ଟଘଣ୍ଟି ଏବଂ ଶଙ୍ଖ ବାଜିବାର ଶବ୍ଦ ଆସେ । କିନ୍ତୁ ଏମିତି ଏକ ମନ୍ଦିର ଅଛି, ଯେଉଁଠି ଶଙ୍ଖ ଆଦୌ ବାଜେ ନାହିଁ । ଏହି ମନ୍ଦିରରେ ବିନା କୌଣସି ଶବ୍ଦରେ ଆରତି କରାଯାଏ । ଶଙ୍ଖ ଧ୍ୱନି ନ ବାଜିବା ପଛରେ ଏକ ବଡ଼ ରହସ୍ୟ ରହିଛି । ଆପଣ ଏହାର ରହସ୍ୟ ଜାଣିଲେ…

ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ, ଘରେ ପଶି ନାବାଳକକୁ ଛୁରାମାଡ଼

ଖୋର୍ଦ୍ଧା: ବଢିଚାଲିଛି ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ। ରାଜ ରାସ୍ତାରେ ହେଉ କିମ୍ବା ଘରେ ଭିତରେ ହେଉ, ଅପରାଧୀମାନେ ଆତଙ୍କ ଖେଳାଇ ଚାଲିଛନ୍ତି। ଡକାୟତି, ଲୁଟ, ଆକ୍ରମଣ ଏବଂ ହତ୍ୟା କରିବା ଭଳି ଘଟଣା ଘଟଣାଇବାକୁ ପଛାଉନାହାଁନ୍ତି ଅପରାଧୀ। ଦିନକୁ ଦିନ ବଢିଚାଲିଛି ଅପରାଧ। ଏଭଳି ଏକ ଅପରାଧ ଘଟଣା…