Latest Odisha News

BREAKING NEWS

Yearly Archives

2023

କେବେ ମୁକ୍ତି ପାଇବେ କତାରରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଭାରତୀୟ? ନୌସେନାଙ୍କ ପରିବାରକୁ ଭେଟିଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: କତାର ଭାରତୀୟ ନୌସେନାର ୮ ପୂର୍ବତନ ସୈନିକଙ୍କୁ ମୃତ୍ୟୁଦଣ୍ଡ ଦେଇଛି। ଏହି ଖବର ଏବେ ସମଗ୍ର ବିଶ୍ୱରେ ଆଲୋଚନାର ବିଷୟ ବସ୍ତୁ ପାଲଟିଛି। ଉକ୍ତ ଆଠ ଜଣ ପୂର୍ବତନ ସୈନିକଙ୍କ ପରିବାର ଲୋକଙ୍କୁ ଆଜି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଭେଟିଛନ୍ତି। ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଟ୍ୱିଟର…

ଗାଧୋଉ ଥିବାବେଳେ ପୋଖରୀରେ ବୁଡ଼ି ୨ ଭାଇ ମୃତ

ନୟାଗଡ଼: ଇଟାମାଟି ଥାନା ଅଭିମାନପୁର ଗାଁରେ ଅଭାବନୀୟ ଘଟଣା। ଗାଧୋଉ ଥିବାବେଳେ ପୋଖରୀରେ ବୁଡ଼ି ମୃତ ୨ ସମ୍ପର୍କୀୟ ଭାଇ ମୃତ। ମୃତ ଦୁଇ ନାବାଳକ ଥିବା ବେଳେ ଜଣଙ୍କର ବୟସ ୧୧ ବର୍ଷ ଓ ଅନ୍ୟ ଜଣଙ୍କର ବୟସ ୧୨ ବର୍ଷ ଥିବା ସୂଚନା ରହିଛି। ମୃତ ଦୁଇ ନାବାଳକ ଦାଦା ପୁଅ ଓ ବଡ଼ବାପା ପୁଅ ଭାଇ।…

ମାନିଲେ ମହୁଆ: ହୀରାନନ୍ଦାନୀଙ୍କଠାରୁ ନେଇଥିଲେ ସ୍କାର୍ଫ, ଲିପଷ୍ଟିକ ଉପହାର

ନୂଆଦିଲ୍ଲୀ: କେସ୍ ଫର କୋରି ମାମଲାରେ ଫସିଲେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ର । ଇତିମଧ୍ୟରେ ମହୁଆଙ୍କ କାରନାମାର ବଡ ଖୁଲାସା ହୋଇଛି । ଏହି ଖୁଲାସା ନିଜେ କରିଛନ୍ତି ମହୁଆ । ବିଜେପି ସାଂସଦ ନିଶିକାନ୍ତ ଦୁବେ ଅଭିଯୋଗକୁ ସେ ଖାରଜ କରିଛନ୍ତି, ତେବେ ଏକଥା ମାନିଛନ୍ତି ଯେ ସେ ନିଜ…

ବିଶ୍ୱକପରେ ରୋହିତଙ୍କ ଆଉ ଏକ କୀର୍ତିମାନ

ଲକ୍ଷ୍ନୌ: ଚଳିତ ବିଶ୍ୱକପରେ ଇଂଲଣ୍ଡକୁ ହରାଇ ଭାରତ କ୍ରମାଗତ ଷଷ୍ଠ ବିଜୟ ହାସଲ କରିଛି । ଇଂଲଣ୍ଡର ନକଆଉଟ ପ୍ରବେଶ ଆଶା ପ୍ରାୟତଃ ଧ୍ୱଂସ ହୋଇଯାଇଛି । ୧୯୯୨ ଓ ୧୯୯୯ ବିଶ୍ୱକପରେ ଚାମ୍ପିୟନ ଇଂଲଣ୍ଡ ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରି ନ ଥିଲା । ଇଂଲଣ୍ଡ କ୍ରମାଗତ ୫ଥର ଚଳିତ ବିଶ୍ୱକପରେ…

ପୁରୀରେ ମହାପ୍ରଭୂଙ୍କୁ ଦର୍ଶନ କଲେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ : କହିଲେ ଓଡିଶାର ବିକାଶ ସର୍ବୋଚ୍ଚ ପ୍ରାଥମିକତା

ପୁରୀ: ପୁରୀରେ ମହାପ୍ରଭୂଙ୍କୁ ଦର୍ଶନ କଲେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। ଆସନ୍ତାକାଲି ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ  । ତେଣୁ ତା  ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରିଛନ୍ତି। ମହାପ୍ରଭୂଙ୍କୁ ଦର୍ଶନ କରିବା ପରେ ରାଜ୍ୟପାଳ ନିଜର ମନ୍ତବ୍ୟ ରଖିଛନ୍ତି  । ସେ…

ମନୀଷ ସିସୋଦିଆଙ୍କୁ ଝଟକା: ଜାମିନ ଆବେଦନ ଖାରଜ କଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ମନୀଷ ସିସୋଦିଆଙ୍କୁ ସୁପ୍ରିମକୋର୍ଟ ଝଟକା । ମିଳିଲାନି ଜାମିନ । ଜାମିନ ଆବେଦନୁ ଖାରଜ କରି ଦେଇଛନ୍ତି ସୁପ୍ରିମ କୋର୍ଟ। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସଂପୃକ୍ତ ଦିଲ୍ଲୀର ପୂର୍ବତନ ଉପ ସିଏମ ମନୀଷ ସିସୋଦିଆଙ୍କ ମାମଲାର ବିଚାର କରି କୋର୍ଟ ତାଙ୍କୁ ଜାମିନ ଆବେଦନ…

ଦେଶର ପ୍ରଥମ ରେଳଷ୍ଟେସନ୍ : ଯେଉଁଠି ନାହାଁନ୍ତି ଗୋଟିଏ ହେଲେ ରେଳ କର୍ମଚାରୀ, ଚଳାଉଛନ୍ତି ଗ୍ରାମବାସୀ

ନୂଆଦିଲ୍ଲୀ : ଭାରତର ମେରୁଦଣ୍ଡ ହେଉଛି ରେଳବାଇ  ।  କମ୍ ଖର୍ଚ୍ଚରେ ଯାତାୟତ ପାଇଁ ଏହା ବେଶ୍ ସହଜ ହୋଇଥାଏ  । ଭାରତରେ ଅନେକ ବିଚିତ୍ର ରେଳଷ୍ଟେସନ୍ ରହିଛି  । ଯାହା ନିଜର ଖାସିୟତ୍ ପାଇଁ ଜଣାଶୁଣା  । ଏପରି ଏକ ରେଳଷ୍ଟେସନ ରହିଛି ରାଜସ୍ଥାନେ । ଏହା ହେଉଛି ଭାରତର ଏକମାତ୍ର ରେଳଷ୍ଟସନ…

ଗୁଗୁଲରେ ବଦଳିଲା ଦେଶର ନାଁ: ‘ଭାରତ’ ସର୍ଚ୍ଚ କଲେ ଆସୁଛି ତ୍ରିରଙ୍ଗା ସହ ଅଫିସିଆଲ ମ୍ୟାପ

ନୂଆଦିଲ୍ଲୀ:ଗୁଗୁଲରେ ବଦଳିଲା ଦେଶର ନାଁ । ଏଣିକି ଗୁଗୁଲରେ ଦେଶର ନାଁ ଇଣ୍ଡିଆ ପରିବର୍ତ୍ତେ ଭାରତ ସର୍ଚ୍ଚ କଲେ ମିଳିଯିବ ଦେଶର ଠିକଣା । ଖାଲି ଦେଶର ଠିକଣା ନୁହେଁ, ସେଥିରେ ତ୍ରିରଙ୍ଗା ଚିହ୍ନ ବି ଥିବ । ଇଂରାଜୀରେ ହେଉ ବା ହିନ୍ଦୀରେ ଭାରତ ସର୍ଚ୍ଚ କଲେ ଗୁଗୁଲ ଖୋଜି ଦେଖାଇଦେବ ଆମ ଦେଶର…

ଭାରସାମ୍ୟ ହରାଇ ବିଲ ମଧ୍ୟକୁ ପଶିଲା ବସ୍ : ୧୪ ଆହତ, ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା କୁଶାମାଲ ଗାଁରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ଏକ ସରକାରୀ ବସ୍ ବିଲ ଭିତରକୁ ପଶିଯାଇଛି । ଫଳରେ ଏହି ଦୁର୍ଘଟଣାରେ ୧୪ ଜଣ ଯାତ୍ରୀ ଆହତ ହୋଇଛନ୍ତି  । ସମସ୍ତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି…

ତାଳଚେର କଙ୍କିଳୀ ଗାଁ ପଞ୍ଚାୟତ ଗସ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ : ଗାଁର ଉନ୍ନତି ନେଇ କଲେ ଆଲୋଚନା

ତାଳଚେର :  ତାଳଚେର ଗସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଳଚେର କଙ୍କିଳୀ ଗାଁରେ ୭୩ ତମ ଶାରଦୀୟ ଦୁର୍ଗାପୂଜା ମହୋତ୍ସବ ତିନି ଦିନ ଧରି ଆୟୋଜିତ ହୋଇଯାଇଛି  । ଏଠାରେ  ଦେବୀ ମାଆ ୩ ଦିନ ପୂଜା ପାଇଥାନ୍ତି । ପାଇକ ଭାଇ ମାନେ ନିଜ ନିଜର କଳା ଓ ସଂସ୍କୃତି କୁ…