ମୁମ୍ବାଇ ଲୋକାଲ ଟ୍ରେନର ମହିଳା କୋଚରେ ଯୁବକଙ୍କ ଡ୍ରଗ୍ସ ସେବନ, ଭିଡିଓ ଭାଇରାଲ
ମୁମ୍ବାଇ: ପ୍ରାୟ ସବୁ ସମୟରେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହୁଛି ମୁମ୍ବାଇ ଓ ଦିଲ୍ଲୀର ଲୋକାଲ ଟ୍ରେନ । କେଉଁଠି ଟ୍ରେନ ଭିତରେ କିଏ ଗୋଧୋଇଲାଣି ତ ଆଉ କିଏ ଡ୍ୟାନ୍ସ କଲାଣି । ପୁଣି ଆଉ କେଉଁଠି ପ୍ରେମୀଯୁଗଳ ମାନେ ତାଙ୍କ ରୋମାନ୍ସ ଆରମ୍ଭ କରିଦେଲେଣି । ପୁଣି କିଏ ନିଜକୁ ଫେମସ…