ଧରାବତରଣ କରିଛନ୍ତି ଜଗତଜନନୀ ମା ଦୁର୍ଗା, ଉତ୍ସବ ମୁଖର ପୁରୀ ସହର
ପୁରୀ: ଧରାଵତରଣ କରିଛନ୍ତି ଜଗତଜନନୀ ମା ଦୁର୍ଗା । ଭକ୍ତଙ୍କ ଗହଣରେ ଚାଲିଛି ମା ଙ୍କ ପୂଜାର୍ଚନା । ଚଣ୍ଡୀପାଠ ଓ ମନ୍ତ୍ରଧ୍ଵନି ମଧ୍ୟରେ ବିଭିନ୍ନ ପୀଠ ପରିସରରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ମାଙ୍କ ଆଗମନରେ ଉଲ୍ଲସିତ ହୋଇଛି ଭକ୍ତପ୍ରାଣ । ମହାଷ୍ଟମୀ ଉପବାସ କରି ମହିଳାମାନେ…