Latest Odisha News

BREAKING NEWS

Yearly Archives

2023

କବିତା : ଦେବୀ

ବନ୍ଦନା ପଣ୍ଡା  ଧରା ପରେ ଏ କାହା ପାଦର ଅମୃତମୟୀ ସ୍ପର୍ଶ ପବନରେ ପ୍ରବାହିତ ସୁଗନ୍ଧର ମଧୁ , ଆକାଶରୁ ଝରିପଡେ ଅବାରିତ ଅମୃତ ଆଶିଷ କାଶତାଣ୍ଡୀର କୋମଳ ଆବାହନ ଗଙ୍ଗଶିଉଳୀର ପାଦପଦ୍ମ ଆଲିଙ୍ଗନ ସତେ ଅବା କେଉଁ ଚିତ୍ରକରର ସ୍ୱର୍ଗୀୟ ଜୀବନ୍ତ ସ୍ୱପ୍ନ ଚିରନ୍ତନ !!! ଶରତର ଉଆସରେ ଦେବୀ…

ଭାଷା ଭାଗବତ : ଋତୁ ଚର୍ଚା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଖରା, ବରଷା ଆଉ ଶୀତ କଲେ ହେଁ ପୃଥିବୀର ହିତ ମନୁଷ୍ଯ ହୋଇ ବିଚଳିତ ଋତୁଂକୁ କରଇ ଚର୍ଚିତ ସତେ ଯେମିତି ଚର୍ଚା କଲେ ଋତୁର ଚରିତ୍ର ବଦଳେ ଏହା ତ ହୋଇନି ସଂଭବ କିଆଁ କରୁନୁ ଅନୁଭବ ? ପ୍ରକୃତି ନିଜ ମାର୍ଗ ଧରି ଆସେ ଓ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : କାର୍ତ୍ତିକ ମାସର ପର୍ବପର୍ବାଣୀ (୨)

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପରମ୍ପରାରେ କାର୍ତ୍ତିକ ମାସର ମହତ୍ତ୍ଵ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ କାର୍ତ୍ତିକ ବ୍ରତ କଥା ସମ୍ପୂର୍ଣ୍ଣ ଜାଣିଲେ। ଏବେ ଜାଣିବା ସେହି କାର୍ତ୍ତିକ ମାସରେ…

‘ଟିଏମସି ସାଂସଦ ମହୁଆ ମୈତ୍ର ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ନିଅନ୍ତି’

ନୂଆଦିଲ୍ଲୀ: ଟିଏମସି ସାଂସଦ ମହୁଆ ମୈତ୍ର ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ଆକାରରେ ନଗଦ ଟଙ୍କା ଓ ଉପହାର ନେଇଥିବା ଅଭିଯୋଗ ହୋଇଛି। ବିଜେପି ସାଂସଦ ନିଶିକାନ୍ତ ଦୁବେ ଏହି ଅଭିଯୋଗ ଆଣିଛନ୍ତି। ସେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ…

୮୭ ବର୍ଷ ବୟସରେ ଦେଶର ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଗିଲଙ୍କ ପରଲୋକ

ନୂଆଦିଲ୍ଲୀ : ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ତଥା ମନମୋହନ ସିଂହ ସରକାରର ମନ୍ତ୍ରୀ ମନୋହର ସିଂହ ଗିଲଙ୍କ ରବିବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଏକ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୧୧ତମ ମୁଖ୍ୟ…

ଗୟଳ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ପାଇଲେ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି

ମୁମ୍ବାଇ: ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାର ତାଲସର ଗାଁରେ ଚଳିତ ବର୍ଷ ଏପ୍ରିଲରେ ଏକ ଗୟଳ ଦ୍ୱାରା ଜଣେ ୭୬ ବର୍ଷୀୟ ବୃଦ୍ଧ ମୃତ୍ୟର ଶିକାର ହୋଇଥିଲେ। ମୃତକ ତୁକାରାମ ବଡାଡେ ଜଣେ ସ୍ଥାନୀୟ ପୂଜାରୀ ଓ ଚାଷୀ ଥିଲେ। ଗାଁ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ଯାଇଥିବା ବେଳେ ତାଙ୍କୁ ଗୟଳ ଆକ୍ରମଣ…

ବାଇକରେ ଲିଫ୍ଚ ଦେବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, କାମୁକ ଅଭିଯୁକ୍ତ ଗିରଫ

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ଜଣେ ବିବାହିତା ମହିଳାଙ୍କୁ ଲିଫ୍ଟ ଦେବାକୁ କହି ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ଜଣେ ଯୁବକକୁ ଗିରଫ କରିଛି। ରୂପ୍ସା ପୁଲିସ ସୀମା ଅନ୍ତର୍ଗତ ଏକ ଗାଁର 35 ବର୍ଷୀୟ ମହିଳା ଶୁକ୍ରବାର ସନ୍ଧ୍ୟାରେ ଡାକ୍ତରଖାନା ଯିବା ପାଇଁ ନିକଟସ୍ଥ ଷ୍ଟପେଜରେ ବସ୍ ଧରିବା…

ସୋରରେ ପୁଣିଥରେ ପର୍ଶୁରାମ ଧଡାଙ୍କୁ ବିଧାୟକ ନକରାଇବାକୁ ମନ୍ଦିରରେ ଶପଥ ନେଲେ ଦଳୀୟ କର୍ମୀ

ସୋର: ବାଲେଶ୍ୱର ଜିଲ୍ଲାରେ ଶାସକ ବିଜୁ ଜନତା ଦଳ ଏକ ବିଭାଜିତ ଘର ଭଳି ମନେ ହେଉଥିବା ବେଳେ ସୋରରେ ଦଳର ଦୁଇ ଗୋଷ୍ଠୀ ଅଲଗା ଅଲଗା ଜନସମ୍ପର୍କ ପଦଯାତ୍ରାର ନେତୃତ୍ୱ ନେଉଛନ୍ତି। ସୋର ବିଧାୟକ ପର୍ଶୁରାମ ଧଡାଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ କରି ଜିଲ୍ଲା ବିଜେଡି ଉପସଭାପତି ଅଶୋକ କୁମାର ନାୟକଙ୍କ…

ଭୁଲ ଇଞ୍ଜେକସନ୍ ଯୋଗୁଁ ୬ ବର୍ଷର ଶିଶୁ କନ୍ୟା ମୃତ୍ୟୁ ଘଟଣାରେ ମାମଲା ରୁଜୁ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପୁରୀ: ଭୁଲ୍ ଇଞ୍ଜେକସନ୍ ଦେବା ଯୋଗୁଁ ଜଣେ ୬ ବର୍ଷର ଶିଶୁ କନ୍ୟା ପ୍ରାଣ ହରାଇଥିବା ପୁରୀ ଜିଲ୍ଲାରେ ଚିକିତ୍ସା ଅବହେଳାର ଏକ ମାମଲା ସାମ୍ନାକୁ ଆସିଛି। ଘଟଣାଟି ୨୦୨୨ ମସିହା ଅକ୍ଟୋବର ମାସରେ ଘଟିଥିଲା, କିନ୍ତୁ ନାବାଳିକାଙ୍କ ବାପାଙ୍କ ଅଭିଯୋଗ ଉପରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ…

‘ମନ୍ତ୍ରୀ ପଦ ହରାଇବା ପରେ ଏବେର ସମ୍ବଲପୁର ବିଜେଡି ସଭାପତି ବିଜେପି ଟିକେଟ୍ ମାଗୁଥିଲେ’

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଦାବି କରିଛନ୍ତି ଯେ ରେଢାଖୋଲ ବିଜେଡି ବିଧାୟକ ତଥା ସମ୍ବଲପୁର ବିଜେଡି ସଭାପତି ରୋହିତ ପୂଜାରୀ ବିଜେପି ଟିକେଟରେ ସମାନ ଆସନରୁ ନିର୍ବାଚନ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିଥିଲେ। ସମ୍ବଲପୁରରେ ଆୟୋଜିତ…