ଦିନରେ ୩ ଥର ବଦଳେ ମା ଭବାନୀଙ୍କ ରୂପ, ମାଟି ତଳୁ ଶିବଲିଙ୍ଗ ସହ ହୋଇଛନ୍ତି ପ୍ରକଟ
ନୂଆଦିଲ୍ଲୀ: ଆରମ୍ଭ ହୋଇଛି ମାଆଙ୍କର ନବରାତ୍ରି ପୂଜା । ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ସବୁ ଦେବୀ ପୀଠ । ସମସ୍ତେ ମାଆ ଦୁର୍ଗାଙ୍କ ଭକ୍ତିରେ ବୁଡି ରହିଛନ୍ତି । ଯେଉଁ ଆଡେ ବି ଦେଖିବେ କେଉଁଠି ମାଆଙ୍କର ବିଶାଳ ମୂର୍ତ୍ତି ନିର୍ମାଣ କରାଯାଇଛି ତ କେଉଁଠି ଭଜନ ସମାରୋହର ଆୟୋଜନ କରାଯାଇଛି…