ଥରିଲା ଗୁଜରାଟ, ମ୍ୟାଚ ବେଳେ ଛନକା ପଶାଇଲା ଭୂକମ୍ପ ଝଟକା
ଅହମଦାବାଦ: ମ୍ୟାଚ ପୂର୍ବରୁ ଥରିଲା ଗୁଜରାଟ । ଗୁଜୁରାଟର ଅହମ୍ମଦାବାଦରେ ଥିବା ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦୀଙ୍କ ମଧ୍ୟରେ ମ୍ୟାଚ ଖେଳାଯିବ । ଏହା ପୂର୍ବରୁ ଗୁଜୁରାଟର କୁଚରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହା ତୀବ୍ରତା ୨.୬ ରେକର୍ଡ…