ଗାଜାରୁ ଆସିଥିଲା ଛାତିଥରା ଦୃଶ୍ୟ…ଧ୍ୱଂସ ସ୍ତପ ଭିତରେ ମରି ଶୋଇଛି ମା’, ସ୍ତନ୍ୟପାନ କରି ଚାଲିଛି ମାସକର ଶିଶୁ
ନୂଆଦିଲ୍ଲୀ:ଇସ୍ରାଏଲ-ହମାସ ଯୁଦ୍ଧକ୍ଷେତ୍ରରୁ ଆସୁଛି ଭୟଙ୍କର ଦୃଶ୍ୟ । ଶୁଣିଲେ ଆଖି ଓଦା ହୋଇଯିବ । ଶ୍ୱାସରୁଦ୍ଧ ହୋଇଯିବ । ଯୁଦ୍ଧର ପରିଣତି କେତେ ଭୟଙ୍କର ହୋଇପାରେ ତାହା ଇସ୍ରାଏଲ-ପାଲେଷ୍ଟାଇନର ମାଟ ଆଉ ଆକାଶ ହିଁ କହିବ । କେହି କାହାକୁ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି । ଦୁଇ ଦେଶର…