Latest Odisha News

BREAKING NEWS

Yearly Archives

2023

ଭାରତ-ପାକ ମ୍ୟାଚ ଉପଭୋଗ କରିବେ ଅମିତାଭ, ରଜନୀକାନ୍ତ, ସଚିନ

ଅହମ୍ମଦାବାଦ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ଭାରତ ୧୪ ଅକ୍ଟୋବରରେ ପାକିସ୍ତାନକୁ ଭେଟିବ । ରଜନୀକାନ୍ତ, ଅମିତାଭ ବଚ୍ଚନ ଓ ସଚିନ ତେନ୍ଦୁଲକରଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏହାକୁ ଉପଭୋଗ କରିବା ପାଇଁ ଷ୍ଟାଡିୟମକୁ ଆସିବେ ବୋଲି ଜଣାପଡିଛି । ଲୋକପ୍ରିୟ ଗାୟକ ଅରଜିତ ସିଂ ମ୍ୟାଚ…

ପାକିସ୍ତାନରେ ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କୀକୁ ଗୁଳି କରି ହତ୍ୟା:ପଠାନକୋର୍ଟ ଆକ୍ରମଣର ଥିଲା ମାଷ୍ଟରମାଇଣ୍ଡ

ଇସଲାମବାଦ:ପାକିସ୍ତାନରେ ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କୀ ସାହିଦ ଲତିଫକୁ ଗୁଳି କରି ହତ୍ୟା । ସାହିଦ ପଠାନକୋଟ ଆକ୍ରମଣ ମାଷ୍ଟରମାଇଣ୍ଡ ଥିଲା ।  ପାକିସ୍ତାନର ସିଆଲକୋଟରେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ଗୁଳିକରି ହତ୍ୟା କରାଯାଇଛି । ଏନଆଇଏ ସାହିଦ ବିରୋଧରେ ମାମଲା କରିଥିଲା । ସାହିଦ…

ରାଜସ୍ଥାନ ବିକାନେରର ସବୁଠୁ ବଡ ରୁଟି : କିଏ ପ୍ରସ୍ତୁତ କରନ୍ତି , ଏହାର ମୂଲ୍ୟ କେତେ ଆସନ୍ତୁ ଜାଣିବା…

ରାଜସ୍ଥାନ: ଆମେ ଆମ ଜୀବନରେ ବିଭିନ୍ନ ପ୍ରକାରର ରୁଟି ଦେଖିଥାଉ  । କେଉଁଠାରେ ରୁଟି ଟିକେ ମୋଟା ଥାଏ ତ ଆଉ କେଉଁଠାରେ ପତଲା  । କେଉଁଠି ରୁଟିର ସାଇଜ୍ ଟିକିଏ ଛୋଟ ଥାଏ ତ ଆଉ କେଉଁଠି ବଡ ଆକାରର ରହିଥାଏ  । କିନ୍ତୁ ଆଜି ଆମେ ରାଜସ୍ଥାନରର ବିକାନେରରେ ବନାଯାଉଥିବା ସବୁଠାରୁ ବଡ ରୁଟି…

୫୪ ବର୍ଷର ଲମ୍ବା ଯାତ୍ରା, ଦେଇଛନ୍ତି ୭୫ରୁ ଅଧିକ ଫ୍ଲପ୍ ଫିଲ୍ମ..ତଥାପି ସେ ଶତାବ୍ଦୀର ମହାନାୟକ

ମୁମ୍ବାଇ: ୫୪ ବର୍ଷର ଲମ୍ବା ଯାତ୍ରା । ଅନେକ ପଡିଛନ୍ତି, ଝୁଣ୍ଟିଛନ୍ତି, ଲହୁଲୁହାଣ ବି ହୋଇଛନ୍ତି । ହେଲେ ପାଦ ଥକିନି । ଆଉ ସେଥିପାଇଁ ଆଜି ସେ ବାଦଶାହ.. ମହାନାୟକ..। ହଁ, ଆମେ କହୁଛୁ ବଲିଉଡର ଶହେନଶାହ ବିଗ ବି ଅମିତାଭ ବଚ୍ଚନଙ୍କ କଥା । ଆଜି ୮୧ ବର୍ଷରେ ପାଦ ଥାପିଛନ୍ତି ଅମିତାଭ ।…

ଆଫଗାନିସ୍ତାନରେ ଭୂକମ୍ପ ଝଟକା : ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ

କାବୁଲ: ଆଫଗାନିସ୍ତାନରେ ଆଜି ସକାଳେ ଏକ ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି  । ଆଫଗାନିସ୍ତାନର ଉତ୍ତର-ପଶ୍ଚିମ ଭାଗରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ୬.୩ ରେକର୍ଡ ହୋଇଛି  ।  ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୧୦ କିଲୋମିଟର ଗଭୀରରେ ଥିଲା ।  ଭୂମିକମ୍ପ ଯୋଗୁଁ…

କେବଳ ଆମ ସ୍ବାସ୍ଥ୍ୟ ପାଇଁ ନୁହେଁ , ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି କରେ କଦଳୀ….

ନୂଆଦିଲ୍ଲୀ : କଦଳୀ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି  । ଏହା ଆମ ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ  । ଏଥିରେ ଅନେକ ଓୗଷଧିୟ ଗୁଣ ରହିଛି  । ଏହା କେବଳ ଯେ ଆମ ସ୍ବାସ୍ଥ୍ୟ ଉପଯୋଗୀ ତାହା ନୁହେଁ , ଏହା ଆମ ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି କରିବାରେ ସହାୟକ ହୁଏ  । କଦଳୀକୁ ଆମେ ଫେସ୍…

କବିତା : ଶରତ ଆସିଛି ଧାଇଁ

ରାଜ କିଶୋର ନାୟକ  ନାନା ଜାତି ଫୁଲ ଆଦର କମିଲା କବିର ଲେଖନୀ ପାଇଁ କାଶତଣ୍ଡୀ ଫୁଲ ଫୁଟି ହସିଲାଣି ଶରତ ଆସିଛି ଧାଇଁ । (୦) କାଶତଣ୍ଡୀ ଫୁଲେ ମଣ୍ଡେଇ ହେଲାଣି ଫୁଲେଇ ନଈର ଧାର ଗୁଣୁଗୁଣୁ ଗୀତ ତୁଠରୁ ଶୁଭଇ ଅଳସୀ କନ୍ଯାର ସ୍ବର କାଶତଣ୍ଡୀ ବଣେ ଲୁଚକାଳି ଖେଳେ ନିଜକୁ ହଜାଇ…

ଅନୁଗୁଳ ପୋଲିସକୁ ବଡ ସଫଳତା: ଜୁଆ ଆଡ୍ଡା ଉପରେ ଚଢାଉ, ୬ ଜୁଆଡି ଗିରଫ

ଅନୁଗୁଳ: ଅନୁଗୁଳ ପୋଲିସକୁ ବଡ ସଫଳତା ମିଳିଛି  । ବିଇଡି କଲେଜ ପଛ ପାଖରେ ଥିବା ଏକ ବସ୍ତିରେ ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ କରିଛି  । ଏବଂ ୬ଜଣ ଜୁଆଡିଙ୍କୁ ଗିରଫ କରିଛି  । ସେମାନଙ୍କ ନିକଟରୁ ଟଙ୍କା , ମୋଟରସାଇକେଲ , ମୋବାଇଲ ସହ ଜୁଆ ସାମଗ୍ରୀ ଜବତ କରିଛି । ସୂଚନା ଅନୁସାରେ ବିଇଡି…

ଭାଷା ଭାଗବତ : ଜଟିଳତା-ପ୍ରୀତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯେତେ ମଥାକୁ ସେତେ କଥା ତହିଁରେ ନ ଥାଏ ସମତା ଯିଏ ଯେମିତି ବୁଝେ, ଜାଣେ ତାହା ହିଁ ସର୍ବଶୁଦ୍ଧ ମଣେ ଅନେକ ଶୁଦ୍ଧରୂପୀ ଶବ୍ଦ କୌଣସି ଭାଷାର ସଂପଦ ବୋଲାଇ ହେଲେ ଭିନ୍ନ ଭିନ୍ନ ଘଟେନି ଦ୍ରୁତ ଉନ୍ନୟନ ସଂଭ୍ରାଂତ ଅଥବା…

ଆପଣ ଫାଇଭ୍ ଷ୍ଟାର୍ ଏବଂ ସେଭେନ୍ ଷ୍ଟାର୍ ହୋଟେଲ ମଧ୍ୟରେ ପାର୍ଥକ୍ୟ ଜାଣନ୍ତି କି? ଦ୍ୱନ୍ଦ୍ୱରେ ପଡ଼ନ୍ତୁ ନାହିଁ ,…

ନୂଆଦିଲ୍ଲୀ : ଭ୍ରମଣ କରିବାକୁ ପ୍ରାୟ ଲୋକ ପସନ୍ଦ କରିଥାନ୍ତି  । ଭ୍ରମଣ କରିବା ସମୟରେ ଆମେ ହୋଟେଲରେ ରହିଥାଉ  । କେହି କେହି ରହିବାକୁ ୫ ଷ୍ଟାର୍ ହୋଟେଲ ପସନ୍ଦ କରନ୍ତି ତ ଆଉ କେହି କେହି ରହିବା ପାଇଁ ୭ ଷ୍ଟାର୍ ହୋଟେଲକୁ ବାଛିଥାନ୍ତି  । କିନ୍ତୁ କେବେ ଭାବିଛନ୍ତି କି ୫ ଷ୍ଟାର୍ ଏବଂ…