ଟାଇଗର-୩ର ଧମାକାଦାର ଟ୍ରେଲର ରିଲିଜ୍ ତାରିଖ ଘୋଷଣା, ସିନେପ୍ରେମୀଙ୍କ ମଧ୍ୟରେ ବଢୁଛି ଉତ୍କଣ୍ଠା
ମୁମ୍ବାଇ: ବହୁପ୍ରତୀକ୍ଷିତ ଫିଲ୍ମ ଟାଇଗର-୩ର ଧମାକାଦାର ଟ୍ରେଲର ରିଲିଜ୍ ତାରିଖ ଘୋଷଣା ହୋଇଛି। ସଲମାନ ଖାନଙ୍କ ଏହି ଫିଲ୍ମକୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଆସନ୍ତା ୧୬ରେ ଫିଲ୍ମର ଟ୍ରେଲର ରିଲିଜ୍ ହେବା ନେଇ ୟସ୍ ରାଜ୍ ଫିଲ୍ମ ପକ୍ଷରୁ ସୂଚନା ଦିଆଯାଇଛି। ସୋସିଆଲ ମିଡିଆ…