Latest Odisha News

BREAKING NEWS

Yearly Archives

2023

ଉଜ୍ଜ୍ୱଳା ଯୋଜନାକୁ ନେଇ ବଡ଼ ଘୋଷଣା, ହିତାଧିକାରୀଙ୍କ ସବସିଡି ୩୦୦ ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟ (ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଏବଂ ମିଜୋରାମ) ରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପୂର୍ବରୁ ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀଙ୍କୁ ସହାୟତା ଯୋଗାଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମୋଦୀ ସରକାର ବର୍ତ୍ତମାନ ଏହି ଯୋଜନା…

ଆସନ୍ତାକାଲି ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ: କାହିଁକି ଜାଣନ୍ତୁ

ପୁରୀ:ଆସନ୍ତାକାଲି ଗୁରୁବାର ଦିନ ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ । କାଳିଆ ଠାକୁରଙ୍କୁ ଦର୍ଶନ କରିବାରୁ ବଞ୍ଚିତ ହେବେ ସାଧାରଣ ଭକ୍ତ । କାରଣ କାଲି ହେବ ମହାପ୍ରଭୁଙ୍କ ବନକ ଲାଗି । ସେଥିପାଇଁ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ଏ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ବୁଧବାର ସୂଚନା…

ୱାର ୨ରେ ହ୍ରିତିକ, ଶାହାରୁଖ, ସଲମାନ !

ମୁମ୍ବାଇ: ୟଶରାଜ ପ୍ରଡକ୍ସନର ୱାର ୨ରେ ହ୍ରିତିକ ରୋଶନ, ଶାହାରୁଖ ଖାଁ ଓ ସଲମାନ ଖାଁ ଏକତ୍ର ଅଭିନୟ କରି ପାରନ୍ତି ବୋଲି ଇଣ୍ଡିଆ ଟୁଡେରେ ଖବର ପ୍ରକାଶ ପାଇଛି । ବ୍ରହ୍ମାସ୍ତ୍ରର ନିର୍ଦ୍ଦେଶକ ଅୟାନ ମୂର୍ଖାଜୀ ଏଥିରେ ନିର୍ଦ୍ଦେଶନା ଦେବେ । ୟଶରାଜ ସ୍ପାଇ ୟୁନିଭର୍ସ ତାର ପୂର୍ବ ଫିଲ୍ମଗୁଡିକ…

ରାସ୍ତା କାମ ପାଇଁ ଲାଗିଥିବା ଫଳକ ପଡି ଚାଲିଗଲା ପ୍ରଥମ ଶ୍ରେଣୀ ଛାତ୍ରଙ୍କ ଜୀବନ

ଭଦ୍ରକ: ରାସ୍ତା କାମ  ପାଇଁ ଲାଗିଥିବା ଫଳକ ଖସି ଜଣେ ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଉଚ୍ଚପଦା ଗାଁରେ । ମୃତକ ଜଣକ ହେଲେ  ଉଚ୍ଚପଦା ପ୍ରାଥମିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀର ଛାତ୍ର ଅସିତ ନାୟକ। ଏନେଇ ସ୍କୁଲ ପାଖରେ ଉତ୍ତେଜନା ଦେଖା ଦେଇଛି ।…

ବିଶ୍ୱ ଅନ୍ତରୀକ୍ଷ ସପ୍ତାହ: ପ୍ରଥମଥର ପାଇଁ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେଲା କାର୍ଯ୍ୟକ୍ରମ

ପୁରୀ: ଆଜିଠାରୁ ଆରମ୍ଭ ହୋଇଛି ବଶ୍ୱ ଅନ୍ତରୀକ୍ଷ ସପ୍ତାହ । ପ୍ରଥମଥର ପାଇଁ ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇସ୍ରୋ ଶ୍ରୀହରିକୋଟା ଅନ୍ତରୀକ୍ଷ ଗବେଷଣା କେନ୍ଦ୍ରର ଡେପୁଟି ନିର୍ଦ୍ଦେଶକ ପି.ସୁନୀଲ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ…

ଏବେ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ, ସ୍ଥିତି ଦେଖି ଖୋଲାଯିବ ହୀରାକୁଦ ଗେଟ

ସମ୍ବଲପୁର: ଏବେ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ । ଆଗାମୀ ଚାରି ପାଞ୍ଚ ଦିନ ଯାଏ ରାଜ୍ୟରେ ବର୍ଷା ନାହିଁ କି ଉପରମୁଣ୍ଡ ଛତିଶଗଡରେ ମଧ୍ୟ ବର୍ଷା ନାହିଁ । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୯.୪ ଫୁଟ ରହିଛି ବୋଲି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭାକ୍ତରଞ୍ଜନ…

ମ୍ୟାନେଜମେଣ୍ଟ ନିଷ୍ପତ୍ତି ପରେ ଭିସୁଟ ଆସୋସିଏଟ ପ୍ରଫେସରଙ୍କୁ ବାଧ୍ୟତାମୂଳକ ଅବସର

ବୁର୍ଲା:  ଭିସୁଟର ଜଣେ ଆସୋସିଏଟ ପ୍ରଫେସରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ବାଧ୍ୟତାମୂଳକ ଅବସର ପାଇଥିବା ଆସୋସିଏଟ ପ୍ରଫସର ଜଣକ ହେଲେ ସସ୍ମିତା କୁମାରୀ ପାଢୀ । ବିଶ୍ବବିଦ୍ୟାଳୟର ବୋର୍ଡ ଅଫ ମ୍ୟାନେଜମେଣ୍ଟ ତାଙ୍କୁ ଏପରି ବାଧ୍ୟତାମୂଳକ ଅବସର ଦେଇଛି । ପୂର୍ବରୁ ମଧ୍ୟ ସେ କୁଆଡେ ଥରେ…

ନୋବେଲ ପୁରସ୍କାର ୨୦୨୩: କ୍ୱାଣ୍ଟମ ଡଟସର ଆବିଷ୍କାର ଓ ସିନ୍ଥେସିସ ପାଇଁ ୩ ରସାୟନ ବିଜ୍ଞାନୀଙ୍କୁ ନୋବେଲ

ଷ୍ଟକହୋମ୍ : ରୟାଲ ସ୍ୱିଡିଶ ଏକାଡେମୀ ପକ୍ଷରୁ ୨୦୨୩ ପାଇଁ ରସାୟନ ବିଜ୍ଞାନ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ୩ ଜଣ ବୈଜ୍ଞାନିକଙ୍କ ନାଁ ମନୋନୀତ କରାଯାଇଛି । ମାଉଙ୍ଗି ଜି. ବାୱେଣ୍ଡି, ଲୁଇସ ଇ. ବ୍ରୁସ ଓ ଆଲେକ୍ସି ଆଇ. ଏକିମୋଭଙ୍କୁ ରସାୟନ ବିଜ୍ଞାନରେ ନୋବେଲ ପ୍ରଦାନ କରାଯିବ ।…

ଏଲିଶା ଟେଷ୍ଟିଙ୍ଗ ହିଁ ପ୍ରକୃତ ସ୍କ୍ରବ ଟାଇଫସ ରୋଗ ଚିହ୍ନଟ କରି ପାରିବ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ଵର: ରାଜ୍ୟରେ ସ୍କ୍ରବ୍‌ ଟାଇଫସ୍‌  ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ  ଥମିବାର ନା ନେଉନାହିଁ । ପ୍ରତିଦିନ ନୂଆ ରୋଗୀ ଚିହ୍ନଟ  ହେଉଛନ୍ତି । ଏପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜନ ସ୍ଵସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି…