Latest Odisha News

BREAKING NEWS

Yearly Archives

2023

ଏଥର ସୋର ଦେଖିବ ନୂଆ ମୁହଁ !

ଭୁବନେଶ୍ୱର: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ବାଲେଶ୍ଵର ଜିଲ୍ଲାର ନିର୍ବାଚନମଣ୍ଡଳୀଗୁଡିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି କ୍ରମରେ ସୋର ନିର୍ବାଚନ ମଣ୍ଡଳୀରେ ୨୦୨୪ ର ଚିତ୍ର କଣ ହେବ ତାକୁ ନେଇ ଭିନ୍ନ ଭିନ୍ନ ଆକଳନ ଆରମ୍ଭ ହୋଇଛି। ୨୦୧୯ ନିର୍ବାଚନରେ ବିଜେଡିର ପର୍ଶୁରାମ ଧଡ଼ା ୫୪…

ମାଆ ହେଲେ ସ୍ୱରା, ନବଜାତ ଶିଶୁକନ୍ୟାର ନାଁ ରଖିଲେ ରାବିୟା

ମୁମ୍ବାଇ: ମାଆ ହେଲେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସ୍ୱରା ଭାସ୍କର । ନିକଟରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହାକୁ ନେଇ ସ୍ୱରା , ତାଙ୍କ ସ୍ୱାମୀ ଫହଦ ଅହମ୍ମଦ ଓ ପରିବାର ଲୋକ ବହୁତ ଖୁସି ଅଛନ୍ତି । ସ୍ୱରା ନିଜ ନବଜାତ ଶିଶୁ କନ୍ୟାର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।…

ହୃଦଘାତର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ବିଜେପି ନେତା ଶାହନଓ୍ବାଜ ହୁସେନ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଶାହନଓ୍ୱାଜ ହୁସେନଙ୍କୁ ମଙ୍ଗଳବାର ହୃଦଘାତ ହୋଇଥିବାରୁ ତାଙ୍କୁ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିହାରର ଏହି 54 ବର୍ଷୀୟ ନେତା ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ମଧ୍ୟ କାମ କରିଛନ୍ତି। ଶାହନଓ୍ୱାଜ…

ଶର୍ମିଳାଙ୍କ ହାତ ଧରୁନାହାନ୍ତି ରାହୁଲ, ଆଉ ବିଳମ୍ବ ହେଲେ ଦୁରେଇଯିବେ !

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ତେଲେଙ୍ଗାନା ରାଜନୀତି ସେତିକି ସରଗରମ ହେଉଛି। ଦେଶର ପ୍ରମୁଖ ଚାରୋଟି ରାଜ୍ୟର ନିର୍ବାଚନ ଉପରେ ରାଜନୈତିକ ଦଳଗୁଡିକର ନଜର ରହିଥିବା ବେଳେ ତେଲେଙ୍ଗାନା ଦଖଲ ପାଇଁ କଂଗ୍ରେସ ଉଦ୍ୟମକୁ ଜୋରଦାର କରୁଛି। ଲଗାତର ଶାସନ କ୍ଷମତାରେ ଥିବା…

ଘୋଡ଼ାରେ ବସି ମଲ ଭିତରେ ସପିଂ କଲେ ଯୁବକ

ନୂଆଦିଲ୍ଲୀ: ସାଧାରଣତଃ ଅଧିକାଂଶ ଲୋକ ସପିଂ କରିବାକୁ ପସନ୍ଦ କରିଥାନ୍ତି । ଏଥିପାଇଁ ସେମାନେ ବଡ଼ ବଡ଼ ମଲକୁ ବି ଯାଇଥାଆନ୍ତି । ତେବେ ନିକଟରେ ଜଣେ ଯୁବକ ସପିଂ କରିବାକୁ ଘୋଡା ଚଢ଼ି ମଲ ଯାଇଛନ୍ତି । କେବଳ ସେତିକି ନୁହେଁ, ଘୋଡ଼ାରେ ବସି ମଲ ଭିତରେ ବୁଲି ବୁଲି ଜିନିଷପତ୍ର ବି କିଣୁଛନ୍ତି । ଏହାର…

ମା’ ହେବାର ଖୁସିକୁ ନିଆରା ଢଙ୍ଗରେ ସେଲିବ୍ରେଟ୍ କଲେ ମହିଳା, କରିଲେ ଦୁଃଖପୂର୍ଣ୍ଣ ଫଟୋଶୁଟ୍‌

ଫ୍ରାଙ୍କ୍‌ଫର୍ଟ : ବିବାହ ପରେ ପ୍ରତ୍ୟେକ ମହିଳା ମାଆ ହେବାର ସ୍ୱପ୍ନ ଦେଖିଥାନ୍ତି । ମା’ ହେବାର ଅନୁଭୂତି ଖାସ୍ ହୋଇଥାଏ । ସେଥିଲାଗି ନିଜର ଏହି ଖୁସିର ମୁହୂର୍ତ୍ତକୁ ସ୍ମରଣୀୟ କରି ରଖିବା ପାଇଁ ଆଜିକାଲି ଅନେକ ଫଟୋଶୁଟ୍ କରୁଛନ୍ତି । ତେବେ ନିକଟରେ ଫ୍ରାଙ୍କ୍‌ଫର୍ଟର ଜଣେ ମହିଳା ମା’ ହେବାର…

୪୦ ବର୍ଷୀୟ ବ୍ୟକ୍ତଙ୍କ ପେଟରୁ ବାହାରିଲା ଇୟରଫୋନ, ଲକେଟ …ଆହୁରି ଅନେକ କିଛି

ମୋଗା: ପଞ୍ଜାବର ମୋଗା ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସମ୍ମୁଖକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ପେଟରେ ଯନ୍ତ୍ରଣା ହେଉଥିବା ନେଇ ଡାକ୍ତରଖାନାରେ ଭର୍ତି ହୋଇଥିଲେ । ପ୍ରାରମ୍ଭିକ ଚିକିତ୍ସାରେ ସେ ସୁସ୍ଥ ନ ହେବାରୁ ତାଙ୍କର ସ୍କାନ କରାଯାଇଥିଲା । ସ୍କାନ ରିପୋର୍ଟ ଦେଖି ଡାକ୍ତର…

ଓଡ଼ିଶା ପୌର ବିଧି (ସଂଶୋଧନ) ବିଧେୟକ: ଦୁର୍ବଳ-ଅସୁରକ୍ଷିତ ବର୍ଗର ଜନସାଧାରଣଙ୍କ ସଶକ୍ତିକରଣ ପାଇଁ ପଦକ୍ଷେପ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଫାଇବ-ଟି ନୀତି ମୁତାବକ ରାଜ୍ୟରେ ଏକ ବଳିଷ୍ଠ ସହଭାଗିତା ଭିତ୍ତିକ ସହରୀ ପ୍ରଶାସନିକ ବ୍ୟବସ୍ଥା ପ୍ରଣୟନ କରିବା ପାଇଁ ନିରନ୍ତର ଉଦ୍ୟମ କରି ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ସହରର ଦୁର୍ବଳ ଏବଂ ଅସୁରକ୍ଷିତ ବର୍ଗର ଜନସାଧାରଣଙ୍କ ସଶକ୍ତିକରଣ…

ଜ୍ୟୋତି ୟାରାଜୀ ସ୍ୱର୍ଣ୍ଣ ଜିତିବା ଫେକ ଭିଡିଓ ଭାଇରାଲ: ଗମ୍ଭୀର, ଆଶା ଭୋଁସଲେ ଅଭିନନ୍ଦନ ଜଣାଇଥିଲେ

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉରେ ଏସିଆନ ଗେମ୍ସ ଅନୁଷ୍ଠିତ ହେଉଛି । ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଏ ପର୍ଯ୍ୟନ୍ତ ପ୍ରଶଂସନୀୟ ରହିଛି । ଇତି ମଧ୍ୟରେ ୧୦୦ ମିଟର ମହିଳା ହର୍ଡଲ୍ସରେ ଜ୍ୟୋତି ୟାରଜୀ ସ୍ୱର୍ଣ୍ଣ ଜିତିବା ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହୋଇଥିଲା । ସମ୍ପୂର୍ଣ୍ଣ ତଥ୍ୟ ଜାଣିବା…

ପାରିତ ହେଲା ଓଡିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଧେୟକ-୨୦୨୩, ଜାଣନ୍ତୁ ନୂଆ ନିୟମ

ଭୁବନେଶ୍ୱର: ଏକ ବ୍ୟକ୍ତିଗତ ଆପାର୍ଟମେଣ୍ଟର ମାଲିକାନା ପାଇଁ ବ୍ୟବସ୍ଥା କରିବା ଉଦ୍ଦେଶ୍ୟରେ ଓଡିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ, ୧୯୮୨ ପ୍ରଣୟନ କରାଯାଇଥିଲା। ଏହି ଅଧିନିୟମ ତା ୦୧.୦୫.୧୯୮୪ ରିଖ ରେ ଲାଗୁ ହେଲା ଏବଂ ତଦନୁସାରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ନିୟମ, ୧୯୯୨…