ଚରମ ଅବହେଳା, ଠକେଇ ଅଭିଯୁକ୍ତକୁ ମିଳିଲା ଜାମିନ କିନ୍ତୁ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଛାଡିଲା ଝାରପଡା ଜେଲ
ଭୁବନେଶ୍ୱର: ଜଣଙ୍କୁ ମିଳିଲା ଜାମିନ କିନ୍ତୁ ଆଉ ଜଣଙ୍କୁ ଛାଡିଲା ଝାରପଡା ଜେଲ। ଶାସନ ବ୍ୟବସ୍ଥାକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଥିବା ବେଳେ ଝାରପଡା ଜେଲର ଏଭଳି ଖାମଖିଆଲ ନୀତି ସାମ୍ନାକୁ ଆସିଛି। ଯାହାକୁ ନେଇ ଏବେ ଜେଲ ପ୍ରଶାସନ କାଠଗଡ଼ାରେ।
ଝାରପଡ଼ା ସ୍ୱତନ୍ତ୍ର ଜେଲ୍ କର୍ତ୍ତୃପକ୍ଷ ଏକ…