Latest Odisha News

BREAKING NEWS

Yearly Archives

2023

ଆଜିଠୁ ପୁରୀରୁ ରାଉରକେଲା ଗଡ଼ିବ ଦ୍ବିତୀୟ ବନ୍ଦେ ଭାରତ ଏକ୍ପପ୍ରେସ

ପୁରୀ/ରାଉରକେଲା: ରାଜ୍ୟରେ ଗଡ଼ିବ୨ୟ ବନ୍ଦେ ଭାରତ । ଆଜିଠୁ ପୁରୀରୁ ରାଉରକେଲା ଯିବ ବନ୍ଦେ ଭାରତ ଏକ୍ସପ୍ରେସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହାକୁ ଭର୍ଚୁଆଲ ମୋଡରେ ଉଦଘାଟନ କରିବେ । ଏହି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଶନିବାରକୁ ଛାଡ଼ି ସପ୍ତାହର ୬ ଦିନ ଚାଲିବ । ୮…

ରାଜ୍ୟ ଗ୍ରନ୍ଥାଗାରକୁ ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ୱାରା ଏକ ହଜାର ବିରଳ ପୁସ୍ତକ ପ୍ରଦାନ

ଭୁବନେଶ୍ୱର : ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ତଥା ଜନସେବା କ୍ଷେତ୍ରରେ ସୁଖ୍ୟାତି ଅର୍ଜନ କରିଥିବା ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରାୟ ଏକ ହଜାର ବିରଳ ଓ ଦୁର୍ଲଭ ପ୍ରାଚୀନ ଓଡ଼ିଆ ପୁସ୍ତକ ଓ ପତ୍ର…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଦ୍ୱାରପାଳ ପୂଜା

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ।  ଓଁ ନମୋ ଭାଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ଦ୍ୱାରପାଳ ପୂଜା ବିଷୟରେ। ଏବେ ଆଲୋଚନା କରିବା, କାରଣ ଗରୁଡ଼ ପୂଜା, ସୂର୍ଯ୍ୟପୂଜା ପରେ ପରେ ଏହି ପୂଜା ହୋଇଥାଏ।…

ମନରେଗା ଯୋଜନାରେ ବଡ଼ ଦୁର୍ନୀତି: କାର, କୋଠା ଥାଇ ବିଜେଡି ନେତା ଉଠାଇଛନ୍ତି ଲାଭ

ଯାଜପୁର: ଦଶରଥପୁରର ସ୍ଥାନୀୟ ବିଜେଡି ନେତା ପ୍ରଦୀପ କୁମାର ମହାନ୍ତି ଯାଜପୁର ଜିଲ୍ଲାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ପ୍ରଦୀପ ମହାନ୍ତିଙ୍କର ନିଜସ୍ୱ ବିଳାସପୂର୍ଣ୍ଣ ଗାଡ଼ି ଓ ଦୁଇ ମହଲା…

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ୱର: ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ, ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ସେଞ୍ଚୁରିଅନ୍ ୟୁନିଭରସିଟି ପ୍ରବେଶିକା ପରୀକ୍ଷା (ସିୟୁଇଇ) ୨୦୨୪ ପାଇଁ ଆବେଦନ ଆରମ୍ଭ ହୋଇଛି । ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୧୪ ଟି ବିଦ୍ୟାଳୟର ୬୩ ଟି ପାଠ୍ୟକ୍ରମ ପାଇଁ ଆବେଦନ ଆରମ୍ଭ ହୋଇଛି ବୋଲି…

ଏତେ ସହଜ ନୁହେଁ… ସାମିଙ୍କ ବୋଲିଂଙ୍କୁ ପ୍ରଶଂସା କଲେ ବ୍ୟାଟର ସୂର୍ଯ୍ୟକୁମାର ଯାଦବ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପେଶ ବୋଲର ମହମ୍ମଦ ସାମି ଅଷ୍ଟ୍ରେଲିଆ ବିପକ୍ଷରେ ୫ ଓ୍ୱିକେଟ୍ ଅକ୍ତିଆର କରିଥିବାରୁ ତାଙ୍କୁ ପ୍ରଶଂସା କରିଛନ୍ତି ବ୍ୟାଟର ସୂର୍ଯ୍ଯକୁମାର ଯାଦବ। ମୋହାଲିରେ ଶୁକ୍ରବାର ଖେଳାଯାଇଥିବା ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚର ଭାରତ ୫ ଓ୍ୱିକେଟ୍ ହରାଇ ବିଜୟ ହାସଲ…

ମାଆର କଷ୍ଟ ଲାଘବ ପାଇଁ ପୁଅ ଖୋଲିଲା କୁଅ

ମୁମ୍ବାଇ: ବର୍ଷ ବର୍ଷ ଧରି ମାଆ ସାମ୍ନା କରି ଆସୁୁଥିବା ଜଳକଷ୍ଟକୁ ଲାଘବ ପାଇଁ ଦୃଢ ନିଷ୍ପତ୍ତି ନେଲା ୧୪ବର୍ଷର ପୁଅ । ନିଜ ଉଦ୍ୟମରେ ଖୋଳିଲା କୁଅ,ଯାହା ନିଜ ମାଆର କଷ୍ଟକୁ କମ୍ କରିବାରେ ସହାୟକ ହେଲା । ତାହାସହିତ ନାବାଳକର ଏହି ଉଦ୍ୟମ ଅନ୍ୟମାନଙ୍କ ଆଖି ମଧ୍ୟ ଖୋଲିଦେଲା । ଏଭଳି ଏକ ଘଟଣା…

ଗଣଦୁଷ୍କର୍ମ ପରେ ନାବାଳିକା ପିଇଲା ବିଷ, ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ

ବାଲେଶ୍ୱର: ଜିଲ୍ଲାର ଏକ ହୋଟେଲରେ ପ୍ରେମିକ ସମେତ ତିନି ଜଣ ଯୁବକଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହେବା ପରେ ଜଣେ ନାବାଳିକା ବିଷ ପିଇ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ପୀଡ଼ିତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…

ଲାଞ୍ଚ ମାମଲାରେ ଆରଆଇଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ଦେଲେ କୋର୍ଟ

କୋରାପୁଟ: ଲାଞ୍ଚ ମାମଲାରେ କୋରାପୁଟ ଜିଲ୍ଲା ଭିଜିଲାନ୍ସ କୋର୍ଟ ଜଣେ ପୂର୍ବତନ ଉନ୍ନୟନ କିରାଣୀଙ୍କୁ 3 ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ସିଡିପିଓଙ୍କ କାର୍ଯ୍ୟାଳୟର ପୂର୍ବତନ କିରାଣୀ ପ୍ରକାଶ କୁମାର ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି। ତଦନ୍ତ…