Latest Odisha News

BREAKING NEWS

Yearly Archives

2023

ସିସୋର ଚିଟଫଣ୍ଡ ଠକେଇ, ୯ ବର୍ଷ ପରେ ପ୍ରଭାତ ବିଶ୍ବାଳଙ୍କ ବିରୋଧରେ ସିବିଆଇର ଚାର୍ଜସିଟ୍

ଭୁବନେଶ୍ୱର: କୋଟି କୋଟି ଟଙ୍କାର ସିସୋର ଚିଟଫଣ୍ଡ ଦୁର୍ନୀତିର ତଦନ୍ତ ଦାୟିତ୍ୱ ନେବାର ୯ ବର୍ଷରୁ ଅଧିକ ସମୟ ବିତିବା ପରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳଙ୍କ ବିରୋଧରେ ସିବିଆଇ ଶନିବାର ଚାର୍ଜସିଟ୍ ଦାଖଲ କରିଛି। ମନି ଲଣ୍ଡରିଂ…

ଆଇଏସଏଲ: ଚେନ୍ନାୟିନ ଏଫସିକୁ ହରାଇଲା ଓଡିଶା ଏଫସି

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଇଣ୍ଡିଆନ ସୁପର ଲିଗ ଫୁଟବଲ ଏକ ମ୍ୟାଚରେ ଓଡିଶା ଏଫସି ୨-୦ ଗୋଲରେ ଚେନ୍ନାୟିନି ଏଫସିକୁ ପରାସ୍ତ କରିଛି । ଏଥିସହ ଓଡିଶା ଟିମ ସହଜରେ ୩ ପଂଏଟ ହାସଲ କରିଛି । ଶନିବାର ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଓଡିଶା ଘରୋଇ ପରିବେଶରେ ଚମତ୍କାର…

ପଶ୍ଚିମବଙ୍ଗରୁ କିଡନାପ ହୋଇଥିବା ପିଏଚଡି ଛାତ୍ର ବାଲେଶ୍ୱରରୁ ଉଦ୍ଧାର, ୫ ଗିରଫ

ବାଲେଶ୍ୱର: ପଶ୍ଚିମବଙ୍ଗର ଶାନ୍ତିନିକେତନରୁ ଅପହୃତ ହୋଇଥିବା ପିଏଚଡି ଛାତ୍ର ବାଲେଶ୍ୱରରୁ ଉଦ୍ଧାର। ୫ ଅପହରଣକାରୀଙ୍କୁ ଗିରଫ କରିଛି ପୋଲିସ। ମିଳିଥିବା ସୂଚନା ଅନୁଯାୟୀ, ମିଆଁମାରର ପଞ୍ଚାରା ଥାଇ ନାମକ ଏହି ଛାତ୍ର ଶାନ୍ତିନିକେତନରେ ଥିବା ବିଶ୍ୱଭାରତୀରେ ନିଜର ପିଏଚଡି ପାଠ ପଢିବାକୁ ଆସି…

ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ: ଆପ୍, ଛାତ୍ର କଂଗ୍ରେସ ଚିତ୍, ବାଜି ମାରିନେଲା ଏବିଭିପି

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଶନିବାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ୪ଟି ପଦବୀ ମଧ୍ୟରୁ ୩ଟିରେ ବିଜୟୀ ହୋଇଛି। ଛାତ୍ର କଂଗ୍ରେସକୁ କେବଳ ଉପ ସଭାପତି ପଦରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସଭାପତି ଭାବେ ଏବିଭିପିର ତୁଷାର ଡେଢ଼ା, ସମ୍ପାଦକ…

ରୋଜଗାର ତୁଳନାରେ ରାଘବଙ୍କଠାରୁ ପରିଣୀତି ଢେର ଆଗରେ

ମୁମ୍ବାଇ: ରାତି ପାହିଲେ ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢ଼ା । ଆଜି ମେହେନ୍ଦୀ କାର୍ଯ୍ୟକ୍ରମ ଧୂମ୍‌ଧାମ୍‌ରେ ଆୟୋଜନ ହୋଇଥିବା ବେଳେ ଆସନ୍ତାକାଲି ହେବ ବାହାଘର । ରାଜସ୍ଥାନର ଉଦୟପୁରରେ ଥିବା ‘ଦି ଲୀଲା ପ୍ୟାଲେସ’ରେ ଉଭୟଙ୍କ ବିବାହ ପୂର୍ବ…

ଛେଳି ପାଇଁ ଟିକେଟ କାଟି ଟ୍ରେନ୍‌ରେ ଯାତ୍ରା କଲେ ମହିଳା, ଭିଡ଼ିଓ ଭାଇରାଲ

ଅଧିକାଂଶ ଲୋକ ଘରେ ଗୃହପାଳିତ ପଶୁ ରଖିବାକୁ ପସନ୍ଦ କରିଥାନ୍ତି । କେହି ଘରେ କୁକୁର, ବିଲେଇ ରଖୁଥିବା ବେଳେ ଆଉ କିଏ ଗାଈ, ଛେଳି ବି ରଖିଥାନ୍ତି । ନିଜ ପରିବାର ସଦସ୍ୟଙ୍କ ଭଳି ସେମାନଙ୍କର ଯତ୍ନ ବି ନିଅନ୍ତି । ଯୁଆଡ଼େ ଯାଆନ୍ତି ସାଙ୍ଗରେ ମଧ୍ୟ ନେଇକି ଯାଇଥାନ୍ତି । ଏବେ ସେମିତି ଏକ ଭିଡ଼ିଓ…

ଶେଷରେ ଡେରାସ କେନାଲରୁ ହଟିଲା ଜବରଦଖଲ; ସ୍ଥିତି ଅନୁଧ୍ୟାନ କଲେ ସାଂସଦ ଅପରାଜିତା

ଭୁବନେଶ୍ୱର:ଶେଷରେ ହଟିଲା କେନାଲ ଜବରଦଖଲ । ପାଣି ଯିବାକୁ ଫିଟିଲା ବାଟ । ଦୁଇ ବର୍ଷର ସଂଘର୍ଷର ହେଲା ଅନ୍ତ । ଚାଷୀଙ୍କୁ ମିଳିଲା ସେମାନଙ୍କର ହକ ।   ଭୁବନେଶ୍ୱର ଉପକଣ୍ଠ ଡେରାସ ଡ୍ୟାମର କ୍ଷୁଦ୍ର ଜଳସେଚନ କେନାଲରେ ଗତ ଦୁଇ ବର୍ଷ ହେବ ଥିବା ଅବରୋଧ ହଟିଛି । ଏହି ଖବର ସାମ୍ନାକୁ ଆସିବା ପରେ…

୧୭ ବର୍ଷ ହେଲା ଇନ୍ଦୋରରେ ହାରିନି ଟିମ ଇଣ୍ଡିଆ

ଇନ୍ଦୋର: ଭାରତ-ଅଷ୍ଟ୍ରେଲିଆ ଦିନିକିଆ କ୍ରିକେଟ ସିରିଜର ଦ୍ୱିତୀୟ ମ୍ୟାଚ ଇନ୍ଦୋରରେ ୨୪ ସେପ୍ଟମ୍ବରରେ ଖେଳାଯିବ । ପ୍ରଥମ ଦିନିକିଆ ଜିତିଥିବା ଭାରତ ଏହି ମ୍ୟାଚକୁ ଜିତି ସିରିଜ ବିଜୟ ଲକ୍ଷ୍ୟରେ ରହିବ । ଇନ୍ଦୋର ପିଚ ସର୍ବଦା ଭାରତ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛି । ୧୭ ବର୍ଷ ହେଲା ଟିମ…

ଭୟଙ୍କର ଷ୍ଟଣ୍ଟ୍‌: ଯୁବତୀଙ୍କ ପିଠି ଉପରେ ସାଇକେଲ ପାର କଲେ ଯୁବକ

ମୁମ୍ବାଇ: ସୋସିଆଲ ମିଡ଼ିଆରେ ଆମକୁ ଅଜବ ଅଜବ ଭିଡ଼ିଓ ଦେଖିବାକୁ ମିଳିଥାଏ । ଯାହାକୁ ଦେଖିଲେ ବି ଆମେ ବିଶ୍ୱାସ କରି ପାରନ୍ତି ନାହିଁ । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିିଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଯେଉଁଥିରେ ଜଣେ ଯୁବତୀ ରାସ୍ତାରେ ଭୟଙ୍କର ଷ୍ଟଣ୍ଟ୍…

ବିପଦ ଯଦି ବିଶ୍ଵବ୍ୟାପୀ ହୁଏ, ମୁକାବିଲାର ଉପାୟ ମଧ୍ୟ ବିଶ୍ୱସ୍ତରୀୟ ହେବା ଉଚିତ୍: ଅନ୍ତର୍ଜାତୀୟ ଆଇନଜୀବୀ ସମ୍ମିଳନୀ…

ନୂଆଦିଲ୍ଲୀ: ଆଇନ ବୃତ୍ତିର ଅଭିଜ୍ଞତା ସ୍ୱାଧୀନ ଭାରତର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ କାମ କରିଛି  ।  ଆଜିର ନିରପେକ୍ଷ ନ୍ୟାୟିକ ବ୍ୟବସ୍ଥା ମଧ୍ୟ ଭାରତ ପ୍ରତି ବିଶ୍ୱର ବିଶ୍ୱାସକୁ ସୁଦୃଢ଼ କରିବାରେ ସହାୟକ ହୋଇଛି । ନାରୀ ଶକ୍ତି ବନ୍ଦନ ଅଧିନିୟମ ଭାରତରେ ମହିଳାଙ୍କ ନେତୃତ୍ବାଧୀନ…