Latest Odisha News

BREAKING NEWS

Yearly Archives

2023

ଭାରତର ଜି ୨୦ ଅଧ୍ୟକ୍ଷତା ଉପରେ ଇ-ପୁସ୍ତକ ‘ପିପୁଲ୍ସ ଜି-୨୦’ କୁ ଉନ୍ମୋଚନ କଲେ ଅପୂର୍ବ ଚନ୍ଦ୍ର

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅପୂର୍ବ ଚନ୍ଦ୍ର ଆଜି ନୂଆଦିଲ୍ଲୀଠାରେ ଭାରତର ଜି-୨୦ ଅଧ୍ୟକ୍ଷତା ଉପରେ ଏକ ଇ-ପୁସ୍ତକ 'ପିପୁଲ୍ସ ଜି-୨୦'କୁ ଉନ୍ମୋଚନ କରିଛନ୍ତି। ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ମନୀଷ ଦେଶାଇ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ପିଆଇବିର ଅନ୍ୟ…

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ୨ ମ୍ୟାଚରେ ରାହୁଲ ଅଧିନାୟକ: ବିରାଟ, ରୋହିତଙ୍କୁ ବିଶ୍ରାମ

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ପାଇଁ ସୋମବାର ଭାରତୀୟ ଦଳ ଘୋଷଣା କରାଯାଇଛି । ଅଧିନାୟକ ରୋହିତ ଶର୍ମା ଓ ଚୟନ କମିିଟି ମୂଖ୍ୟ ଅଜିତ ଅଗରକର ପ୍ରଥମ ୨ଟି ଦିନିକିଆ ପାଇଁ ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲଙ୍କୁ ବିଶ୍ରାମ ଦେଇଛନ୍ତି…

ସମ୍ବାଦ ଅଫିସରୁ ଜବତ ଦସ୍ତାବିଜ ଖୋଲିବ ଦୁର୍ନୀତିର ଗୁମର!

ଭୁବନେଶ୍ୱର: ସମ୍ବାଦ ଅଫିସରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁର ଯାଞ୍ଚ। କର୍ମଚାରୀଙ୍କ ନାଁରେ ଋଣ ମାମଲାରେ ଆଜି ସମ୍ବାଦ ଖବରକାଗଜ ଅଫିସରେ ଚାଲିଛି ଯାଞ୍ଚ। ଯାଞ୍ଚ ବେଳେ ଜବତ ହୋଇଛି କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଏବଂ ଦସ୍ତାବିଜ। ବର୍ତ୍ତମାନ ସୁଦ୍ଧା କିଛି ପ୍ରମୁଖ ସାକ୍ଷୀଙ୍କୁ ପଚରାଉଚରା…

ଦୁନିଆର ସବୁଠାରୁ ଦାମୀ ଶାଢି: ଦାମ ଶୁଣିଲେ ହେବେ ଚକିତ

ଚେନ୍ନାଇ: ଭାରତୀୟ ସଂସ୍କୃତିରେ ଶାଢିର ବ୍ୟବହାର ଧାରା ବହୁ ପୁରୁଣା । ମହାଭାରତ ଓ ରାମାୟଣଠାରୁ ଆରମ୍ଭ କରି ସବୁଠି ଶାଢିର ପ୍ରସଙ୍ଗ ଉଲ୍ଲେଖ ଅଛି । ସମୟକ୍ରମେ ଶାଢି ବ୍ୟବହାରର ଧାରା ବଢିବା ସହିତ ଏଥିରେ ନୂଆ ନୂଆ ପ୍ରୟୋଗ ମଧ୍ୟ ଦେଖିବାକୁ ମିଳୁଛି । ତେବେ ଦୁନିଆର ସବୁଠୁ ଦାମୀ ଶାଢୀ ବିଷୟରେ…

କୋବ୍ରାକୁ ଚୁମ୍ବନ ଦେବା ପଡ଼ିଲା ମହଙ୍ଗା : ଓଠକୁ କାମୁଡ଼ି ଧରିଲା କୋବ୍ରା

ସାପ ଏପରି ଏକ ପ୍ରାଣୀ, ଯାହାକୁ ଦୂରରୁ ଦେଖିଲେ ମଧ୍ୟ ସମସ୍ତେ ଭୟଭୀତ ହୋଇପଡ଼ନ୍ତି । କେବଳ ମଣିଷ ନୁହଁନ୍ତି, ଅନେକ ପଶୁ ମଧ୍ୟ ଦେଖିବା ପରେ ସେମାନଙ୍କ ପଥ ପରିବର୍ତ୍ତନ କରି ନିଅନ୍ତି । କାରଣ ସାପ କାମୁଡ଼ିବା ଦ୍ୱାରା ମୃତ୍ୟୁ ହୋଇପାରେ । ସେଥିପାଇଁ ସମସ୍ତେ ସେମାନଙ୍କଠାରୁ ଦୂରେଇ ରହିବାକୁ…

ଆମେରିକାର ଏଫ ୩୫ ଯୁଦ୍ଧ ବିମାନ ନିଖୋଜ

ୱାଶିଂଟନ: ଆମେରିକା ଏଫ ୩୫ ଯୁଦ୍ଧ ବିମାନ ନିଖୋଜ ହୋଇଯାଇଛି । ମରୀନ କୋରର ଏହି ବିମାନକୁ ଶତ୍ରୁ ପକ୍ଷ ଠାବ କରିବା କଷ୍ଟକର । ଗୁରୁତ୍ୱପୂର୍ଣ୍ଣ ମିଶନରେ ଏହାକୁ କାର୍ଯ୍ୟରେ ଲଗା ଯାଇଥାଏ । ନର୍ଥ ଚାର୍ଲସଟନ ଏୟାରବେସକୁ ଏହା ଟେକଅଫ କରିବା କିଛି ସମୟ ପରେ ଗାଏବ ହୋଇ ଯାଇଥିଲା । ମରୀନ କୋର ଏବେ…

ଗଣେଶ ପୂଜା ପୂର୍ବରୁ ଅଘଟଣ: ଟ୍ରାକ୍ଟରରେ ବିଦ୍ୟୁତ ତାର ଲାଗି ଜଣେ ମୃତ, ୨ ଗୁରୁତର

ଯାଜପୁର: ଗଣେଶ ପୂଜା ପୂର୍ବେ ଅଘଟଣା। ପୂଜା ପାଇଁ ଗଣେଶ ମୂର୍ତ୍ତି ନେବା ବେଳେ ଟ୍ରାକ୍ଟରରେ ଲାଗିଗଲା ବିଦ୍ୟୁତ ତାର। ଟ୍ରାକ୍ଟରରେ ବିଦ୍ୟୁତ ତାର ଲାଗି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ ବ୍ଲକ ବାଲିବିଲି ଗାଁରେ।…

ଅକ୍ଟୋବର ୨୦ରେ ଡ଼ବଲ ଧମାକା: ଏହି ଦିନ ରିଲିଜ୍ ହେବ ଫିଲ୍ମ ଗଣପତ ପାର୍ଟ-୧, ତେଜସ୍

ମୁମ୍ବାଇ : ଅକ୍ଟୋବର ୨୦ ତାରିଖରେ ବଲିଉଡରେ ହେବ ଡ଼ବଲ ଧମାକା । ଏହି ଦିନ ବଲିଉଡ଼ ଅଭିନେତା ଟାଇଗର ଶ୍ରଫ ଗଣପତ ପାର୍ଟ-୧ ଏବଂ କଙ୍ଗନା ରାଣାୱତଙ୍କ ଅଭିନୀତ ଫିଲ୍ମ ତେଜସ୍ ରିଲିଜ୍ ହେବାକୁ ଯାଉଛି । ଗୋଟିଏ ଦିନରେ ଦୁଇଟି ଫିଲ୍ମ ରିଲିଜ୍ ହେବାକୁ ଥିବାରୁ ଦର୍ଶକ ଖୁବ୍ ଉତ୍ସାହିତ ଅଛନ୍ତି ।…

ଭିଡ଼ ହିଂସାରେ ସାମିଲ ବ୍ୟକ୍ତିଙ୍କୁ ଆଇନ ଅନୁଯାୟୀ ମିଳିବ କଠୋର ଦଣ୍ଡ: ଓଡିଶା ପୋଲିସ

ଭୁବନେଶ୍ୱର: ଭିଡ ହିଂସା ଏକ ଅପରାଧ ଏବଂ ସେଥିରେ ଯେଉଁ ବ୍ୟକ୍ତି ଭାଗ ନିଅନ୍ତି ତାହା ମଧ୍ୟ ବଡ଼ ଅପରାଧ। ଜଣେ ବ୍ୟକ୍ତି ଯଦି କୌଣସି ପ୍ରକାରର ଭିଡ ହିଂସାରେ ଭାଗ ନିଏ ତେବେ ତାକୁ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ ହେବ ବୋଲି ଓଡିଶା ପୋଲିସ ପକ୍ଷରୁ କୁହାଯାଇଛି। ସର୍ବୋଚ୍ଚ ନ୍ୟାୟାଳୟ ତେହେସିନ…

୬୯ କିଲୋଗ୍ରାମ ସୁନା, ୩୩୬ କିଲୋଗ୍ରାମ ରୁପାରେ ନିର୍ମିତ ହେଲା ଗଣେଶ ମୂର୍ତ୍ତି

ମୁମ୍ବାଇ: ରାତି ପାହିଲେ ଗଣେଶ ଚତୁର୍ଥୀ । ଏନେଇ ସବୁଆଡ଼େ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେହିପରି ମହାରାଷ୍ଟ୍ରରେ ମଧ୍ୟ ଗଣେଶ ପୂଜା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ବିଭିନ୍ନ ରାସ୍ତାଘାଟଠାରୁ ଆରମ୍ଭ କରି ପୂଜା ମଣ୍ଡପଗୁଡ଼ିକ ଆଲୋକମାଳାରେ ଝଲସୁଛି । ଆଖି ଝଲସିଲା ପରି ତୋରଣ…