ଏହି ଦିନ ରିଲିଜ୍ ହେବ ଫିଲ୍ମ ‘ଆନିମଲ’,ଭିନ୍ନ ଚରିତ୍ରରେ ନଜର ଆସିବେ ରଣବୀର
ମୁମ୍ବାଇ: ଦୀର୍ଘ ଦିନ ହେଲା ବଲିଉଡ ଅଭିନେତା ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆନିମଲ’ର ରିଲିଜ୍କୁ ନେଇ ଚର୍ଚ୍ଚା ହେଉଛି । ନିର୍ମାତା ଅନେକ ଥର ଫିଲ୍ମର ରିଲିଜ୍ ତାରିଖ ଆଗକୁ ବଢାଇଉନ୍ତି । ଶେଷରେ ଫିଲ୍ମର ନିର୍ମାତା ଏହାର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଏହି ଫିଲ୍ମ…