କୁକୁର, କୋକିଶିଆଳିର ମିଶ୍ରଣ ‘ଡଗ୍ସ୍କିିମ୍’
ବ୍ରାଜିଲ: ଦୁନିଆରେ ବିଭିନ୍ନ ପ୍ରକାରର ପ୍ରଜାତିର ଜୀବ ଦେଖିବାକୁ ମିଳେ । ସମାନ ପ୍ରାଣୀର ଅନେକ ପ୍ରଜାତି ମଧ୍ୟ ଅଛନ୍ତି । ଯେପରି ଆମେ ମଣିଷ, କିନ୍ତୁ ପ୍ରତ୍ୟେକ ଦେଶରେ, ଆମର ରଙ୍ଗ, ଭାଷା ଏବଂ ଜୀବନ ଶୈଳୀ ବଦଳିଥାଏ । ଅନେକ ପ୍ରଜାତିର ପ୍ରାଣୀ ଥିଲେ ମଧ୍ୟ ମଣିଷ ସେମାନଙ୍କ ଉପରେ ଅନ୍ୟାନ୍ୟ…