ରିଲିଜ୍ ହେଲା ଫିଲ୍ମ ‘ଖୁଫିୟା’ର ଟିଜର, ନଜର ଆସିଲେ ତବ୍ୱୁ
ମୁମ୍ବାଇ: ରିଲିଜ୍ ହେଲା ବିଶାଲ ଭରଦ୍ୱାଜଙ୍କ ଆଗାମୀ ସ୍ପାଇ ଥ୍ରୀଲର ‘ଖୁଫିୟା’ର ଟିଜର । ଏଥିରେ ମୁଖ୍ୟ ଭୂମିକାରେ ବଲିଉଡ଼ ଅଭିନେତ୍ରୀ ତବୁ ନଜର ଆସିଛନ୍ତି । ଖୁବ୍ଶୀଘ୍ର ଏହା ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହେବାକୁ ଯାଉଛି । ନିକଟରେ ଏହି ଫିଲ୍ମର ଘୋଷଣା ସହ ଅଭିନୟ କରିଥିବା…