ରୁଷି ସୁନକଙ୍କୁ ଭାରତରେ ମିଳିଲାନି ଜ୍ୱାଇଁର ମର୍ଯ୍ୟଦା: ଅଭିଯୋଗ ଆଣିଲା ବ୍ରିଟିଶ ମିଡିଆ
ନୂଆଦିଲ୍ଲୀ: ଜି ୨୦ ସମ୍ମିଳନୀରେ ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକଙ୍କୁ ଜ୍ୱାଇଁର ମର୍ଯ୍ୟଦା ମିଳିଲାନି । ଏମିତି ଅଭିଯୋଗ ଆଣିଛି ବ୍ରିଟେନ ମିଡିଆ । ଦ ଗାର୍ଜିୟାନରେ ଏକ ଆର୍ଟିକିଲ ପ୍ରକାଶ ପାଇଛି ଯାହାର ହେଡିଂରେ ଲେଖା ଯାଇଛି ରୁଷି କିଏ ?
ଏହି ଆଲେଖ୍ୟକୁ ପଢିଲେ ବ୍ରିଟେନବାସୀଙ୍କ…