ବାଣୀବିହାରରେ ହଷ୍ଟେଲ ଆବଣ୍ଟନରେ ବିଳମ୍ବ: ତିନି ଦିନରେ ସମସ୍ଯାର ସମାଧାନ କରିବାକୁ ଗୁରୁତ୍ୱ
ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟରେ ନୂଆ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ରୁମ୍ ଆବଣ୍ଟନରେ ବିଳମ୍ବକୁ ନେଇ ସୋମବାର ଶତାଧିକ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ମୁଖ୍ୟତଃ ପ୍ରଥମ ଓ ଦ୍ୱିତୀୟ ବର୍ଷର ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ପିଜି କାଉନସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ଏକାଠି…