ଥାନାରୁ ଅଭିଯୁକ୍ତ ଖସି ପଳାଇବା ମାମଲା, ଏଏସ୍ଆଇ ଓ କନେଷ୍ଟବଳ ନିଲମ୍ବିତ
କଟକ: ବୋମାମାଡ଼ ଘଟଣାରେ ଜଣେ ଅଭିଯୁକ୍ତ ପୁଲିସ ହେପାଜତରୁ ଖସି ପଳାଇବାର ଦୁଇ ଦିନ ପରେ ସୋମବାର ଏହି ଘଟଣାରେ ଜଣେ ଏଏସ୍ଆଇ ଓ ଜଣେ କନେଷ୍ଟବଳଙ୍କୁ ନିଲମ୍ବିତ କରାଯାଇଛି।
କାର୍ଯ୍ୟରେ ଅବହେଳା ପାଇଁ ଏଏସ୍ଆଇ ରଞ୍ଜନ ସାହୁ ଓ କନେଷ୍ଟବଳ କ୍ଷୀରୋଦ ବେହେରାଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବନ…