ବାଲିମେଳା ଜଳଭଣ୍ଡାରରେ ଅଘଟଣ, ଡଙ୍ଗା ବୁଡି ଜଣେ ନିଖୋଜ
କାଲିମେଳା: ବୁଡ଼ିଗଲା ଦେଶୀ ଡଙ୍ଗା, ଜଣେ ନିଖୋଜ। ବାଲିମେଳା ଜଳଭଣ୍ଡାରରେ ଅଘଟଣ । ଦେଶୀ ଡଙ୍ଗା ବୁଡି ଜଣେ ନିଖୋଜ । ନିଖୋଜ ବ୍ୟକ୍ତି ଜଣଙ୍କ ହେଲେ ରାମଗୁଡା ଗାଁର ୪୭ ବର୍ଷିୟ ରାମଚନ୍ଦ୍ର ମୁଦୁଲି ।
ସୂଚନା ଅନୁସାରେ, ଗତକାଲି ରାମଚନ୍ଦ୍ର ଗାଁକୁ ଦେଶୀ ଡଙ୍ଗା ସାହାଯ୍ୟରେ ଫେରୁଥିବାବେଳେ…