କଥା କଟାକଟିରୁ ହତ୍ୟା, ପ୍ରେମିକ ଛାତିରେ ଛୁରୀ ଭୁଶିଲା ପ୍ରେମିକା
ବେଙ୍ଗାଲୁରୁ: ମଙ୍ଗଳବାର ବେଙ୍ଗାଲୁରୁର ଏକ ଫ୍ଲାଟରେ ଝଗଡ଼ାକୁ କେନ୍ଦ୍ର କରି ଜଣେ 34 ବର୍ଷୀୟ ମହିଳା ତାଙ୍କ ଲିଭ୍ ଇନ୍ ପାର୍ଟନରଙ୍କୁ ଛୁରୀ ଭୁଷି ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି।
ପୁଲିସ ସୂଚନା ମୁତାବକ, କର୍ଣ୍ଣାଟକର ବେଲଗଭି ଜିଲ୍ଲାର 34 ବର୍ଷୀୟା ରେଣୁକା ଗତ ସାଢ଼େ ତିନି…