ରାଜଧାନୀରେ ଭଙ୍ଗାରୁଜା ଓ ପୁଲିସକୁ ଆକ୍ରମଣ କରି ୧୬ ପିନ୍ଧିଲେ ହାତକଡି
ଭୁବନେଶ୍ୱର: ରାଜଧାନୀରେ ଦୁଇଟି ପୃଥକ ଘଟଣାରେ ପୁଲିସ ଆକ୍ରମଣ ଓ ଭଙ୍ଗାରୁଜା ଅଭିଯୋଗରେ ୧୬ ଜଣଙ୍କୁ ଗିରଫ କରିଛି।
କମିସନରେଟ୍ ପୁଲିସର ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୧ ଓ ୨ ତାରିଖରେ ଅଭିଯୁକ୍ତମାନେ ସହରର ପଦ୍ମକେଶରୀପୁରରେ ଦୁଇଟି ଘର ଭାଙ୍ଗିଥିଲେ। ଉଭୟଙ୍କ ଘରୁ ଜିନିଷପତ୍ର ବାହାରକୁ…