Latest Odisha News

BREAKING NEWS

Yearly Archives

2023

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ବିଧି ଓ ମନ୍ତ୍ର

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦୈନନ୍ଦିନ ନୀତି ଓ ପୂଜା ବିଧି ଆଲୋଚନା ଭିତରେ ଆମେ ପ୍ରଥମେ ଦ୍ୱାରଫିଟା ନୀତି ଆଲୋଚନା କରିବା। ଅବଶ୍ୟ ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ନୀତି କାନ୍ତି ବିଷୟରେ ସମ୍ୟକ…

ଆଜି ପବିତ୍ର ଗୁରୁଦିବସ: କାହିଁକି ରାଧାକ୍ରିଷ୍ଣନଙ୍କ ଜନ୍ମଦିନରେ ପାଳନ ହୁଏ ଗୁରୁଦିବସ ?

ଭୁବନେଶ୍ଵର: ଆଜି ହେଉଛି ପବିତ୍ର ଗୁରୁଦିବସ। ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ଆମେ ପ୍ରତିବର୍ଷ ଗୁରୁଦିବସ ଭାବେ ପାଳନ କରିଥାଉ। ଜଣେ ଦାର୍ଶିନିକ ତଥା ଜଣେ କୁଶଳୀ ରାଷ୍ଟ୍ରନୀତିଜ୍ଞ ଓ ଜଣେ ଆଦର୍ଶ ଶିକ୍ଷକ ଭାବରେ ରାଧାକ୍ରିଷ୍ଣନ ବେଶ୍ ପରଚିତ।…

ସୋନପୁରରେ ତାମିଲନାଡୁ ମନ୍ତ୍ରୀ ଉଦୟନାଥ ଷ୍ଟାଲିନଙ୍କ ବିରୋଧରେ ଏତଲା

ସୋନପୁର: ସନାତନ ଧର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ମନ୍ତ୍ରୀ ତଥା ତାମିଲନାଡୁର ଡିଏମକେ ବିଧାୟକ ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ସୋନପୁର ଥାନାରେ ମାମଲା ରୁଜୁ ହୋଇଛି। ସୋମବାର ଅଭିଯୋଗ ଦାଖଲ କରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି, ବିଜେପିର ପୂର୍ବତନ ନେତା…

ରେଭେନ୍ସା ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସରେ ଆବଶ୍ୟକ ସୁବିଧା ନଥିବା ଦର୍ଶାଇ ଛାତ୍ରଛାତ୍ରୀଙ୍କ ପ୍ରତିବାଦ

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ମୌଳିକ ସୁବିଧା ନଥିବା ଅଭିଯୋଗ କରି ସୋମବାର ଦ୍ୱିତୀୟ କ୍ୟାମ୍ପସର ପ୍ରଶାସନିକ ବ୍ଲକରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେଲ୍ଫ ଫାଇନାନ୍ସ ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଅଣଦେଖା କରୁଥିବା…

ପାକିସ୍ତାନରେ ବିଜୁଳି, ପେଟ୍ରୋଲ ଓ ଚିନି ସମସ୍ୟା ପରେ ଏବେ ପାଣି ପାଇଁ ହାହାକାର

ନୂଆଦିଲ୍ଲୀ: ସାରା ବିଶ୍ବରେ ଚନ୍ଦ୍ରାଯାନ୍-୩, ଆଦିତ୍ୟ ଏଲ୍-୧, ଜି-୨୦ ସମ୍ମିଳନୀ ଓ ଗଦର-୨ ସିନେମା ଆଦି ଭାରତର ସଫଳତା ଓ ଉପଲବ୍ଦ୍ଧିକୁ ନେଇ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଭାରତରେ ମଧ୍ୟ ୨୦୨୪ ନିର୍ବାଚନକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। କିନ୍ତୁ ଆମ ପଡୋଶୀ ଦେଶ ପାକିସ୍ତାନ ବିଷୟରେ ଚର୍ଚ୍ଚାର…

ଗେଷ୍ଟ ହାଉସରେ ଯୁବକଙ୍କ ଆତ୍ମହତ୍ୟା, ପ୍ରେମିକାକୁ ଅଟକ ରଖିଲା ପୋଲିସ

ଭଦ୍ରକ: ଏକ ଗେଷ୍ଟ ହାଉସରେ ସୋମବାର ପ୍ରେମିକ ଆତ୍ମହତ୍ୟା କରିବା ପରେ ପୁଲିସ ଜଣେ ଯୁବତୀଙ୍କୁ ଅଟକ ରଖିଛି। ତେବେ ଆତ୍ମହତ୍ୟାର କାରଣ ଏଯାବତ ଅସ୍ପଷ୍ଟ ରହିଛି। ସୂଚନା ଅନୁଯାୟୀ, ଜିଲ୍ଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଜଳାହରି ଗ୍ରାମର ଦେବରାଜ ସାମଲ (୨୩) ଚରମ୍ପା ରେଳ ଷ୍ଟେସନ ନିକଟରେ…

ସରକାରୀ ହସ୍ପିଟାଲରେ ନିଯୁକ୍ତି ଦାବିରେ ଆୟୁଷ ଡାକ୍ତରଙ୍କ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର: ସରକାରୀ ଡାକ୍ତରଖାନାରେ ନିଯୁକ୍ତି ଦାବିରେ ଆୟୁଷ ଡାକ୍ତରମାନେ ସୋମବାର ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅଲ୍ ଓଡ଼ିଶା ଆୟୁଷ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ ବ୍ୟାନରରେ ଶତାଧିକ ଆୟୁଷ ଡାକ୍ତରମାନେ ସେମାନଙ୍କ ଦାବି ପ୍ରତି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ…

ଟ୍ରାଫିକ ସମସ୍ୟା: ଟୁଇନ୍ ସିଟିରେ ସଂଧ୍ୟାରେ ମାଲବାହୀ ଟ୍ରକ ପ୍ରବେଶ କରିପାରିବ ନାହିଁ

ଭୁବନେଶ୍ୱର: ସଂଧ୍ୟା ହେଲେ ରାଜଧାନୀ ଓ କଟକ ଭିତରେ ଯିବା ଆସିବା କରିବା କାଠିକର। ଯାହା ଦୁଇ ସହର ଭୁବନେଶ୍ୱର ଓ କଟକରେ ଟ୍ରାଫିକ୍ ସମସ୍ୟାର ପ୍ରମୁଖ କାରଣ ବୋଲି କୁହାଯାଉଛି। ଏବେ ଏହାର ସମାଧାନ ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ସନ୍ଧ୍ୟାରେ ଦୁଇ ସହରରେ ମାଲବାହୀ ଗାଡ଼ି ଚଳାଚଳ ଉପରେ କଟକଣା…

ଦୁନିଆର ସବୁଠୁ ଛୋଟ ସହରଛ ଯେଉଁଠି ରୁହନ୍ତି ମାତ୍ର ୫୮ ଲୋକ, ସମସ୍ତେ କୋଟିପତି

ନ୍ୟୁୟର୍କ: ଦୁନିଆରେ ଅନେକ ସ୍ଥାନ ଅଛି ଯେଉଁଠାରେ ଏବେ ବି ମଣିଷ ବସବାସ କରନ୍ତି ନାହିଁ । ସେହି କାରଣରୁ ଆଜି ବି ଲୋକମାନେ ଏହି ସ୍ଥାନଗୁଡ଼ିକ ବିଷୟରେ ଅଜ୍ଞ । କିନ୍ତୁ ଏହି ସ୍ଥାନଗୁଡିକ ବିଷୟରେ ଲୋକେ ଯେତେବେଳେ ଜାଣିବାକୁ ପାଆନ୍ତି, ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଆମେ ଆପଣଙ୍କୁ ଆମେରିକାର ଏପରି…

ଏକ୍ସ ବୟଫ୍ରେଣ୍ଡଙ୍କୁ ଆଲିଙ୍ଗନ କଲେ ସାରା

ମୁମ୍ବାଇ: ବଲିଉଡ଼ ଅଭିନେତା ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ‘ଗଦର ୨’ ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମ ବକ୍ସ ଅଫିସରେ ନୂଆ ରେକର୍ଡ କରୁଛି । ଏହା ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୫୦୦ କୋଟି ବ୍ୟବସାୟ କରିସାରିଲାଣି । ପ୍ରଶଂସକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ଏହି ଫିଲ୍ମକୁ…