Latest Odisha News

BREAKING NEWS

Yearly Archives

2023

ପତ୍ରରେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରୀଷ୍ଣନ, ନିଆରା ଢଙ୍ଗରେ ଗୁରୁ ଦିବସ ପାଳିଲେ ଯୁବ ଚିତ୍ରଶିଳ୍ପୀ ସମରେନ୍ଦ୍ର

“ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର। ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ” ବାରିପଦା: ଆଜିହେଉଛି ପବିତ୍ର ଗୁରୁ ଦିବସ,ସମାଜ ରେ ଗୁରୁ ମାନଙ୍କ ସ୍ଥାନ ସର୍ବାଗ୍ରେ । ସମାଜ ଗଠନରେ ଗୁରୁର ଭୂମିକା ଅବର୍ଣ୍ଣନୀୟ । ତେବେ ଏଇ ପବିତ୍ର ଗୁରୁଦିବସ ଅବସରରେ ଶାଗୁଆନ…

ଇଏ ବି ଜଣେ ଗୁରୁ! ସମସ୍ତ ଦୁଃଖକୁ ଛାତିରେ ଚାପି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଲେ ଶିକ୍ଷୟତ୍ରୀ ରଶ୍ମିତା

ନବରଙ୍ଗପୁର: ମା’ ବାପାଙ୍କ ପରେ ଗୁରୁ ହିଁ ସାଜନ୍ତି ଆମର ମାର୍ଗଦର୍ଶକ । ଆମକୁ ଶିକ୍ଷା ଦିଅନ୍ତି, ମାର୍ଜିତ କରନ୍ତି, ବେଳେବେଳେ ଶୃଙ୍ଖଳିତ କରିବା ପାଇଁ କଠୋର ଅନୁଶାସନରେ ମଧ୍ୟ ରଖନ୍ତି । ଏହାଦ୍ୱାରା ଶିଷ୍ୟ ଦିନେ ସଫଳତା ପାଏ ଓ ଆଗକୁ ବଢ଼େ । କିନ୍ତୁ ସମାଜରେ ଏମିତି କିଛି ଗୁରୁ ଅଛନ୍ତି…

ଉଦୟନିଧିଙ୍କୁ ନେଇ ଧର୍ମ ସଙ୍କଟରେ ‘ଇଣ୍ଡିଆ’: ‘କହିଲେ ମଲ..ନ କହିଲେ ମଲ’ ସ୍ଥିତିରେ କଂଗ୍ରେସ

ନୂଆଦିଲ୍ଲୀ: ବିରୋଧୀଙ୍କ ମେଣ୍ଟ ଇଣ୍ଡିଆ ଗଠନ ପୂର୍ବରୁ ହିଁ ବିଜେପି ଟାର୍ଗେଟରେ ଥିଲା । ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧୀ ମେଣ୍ଟ ଉପରେ ଜୋରଦାର ଆକ୍ରମଣ ସମସ୍ତେ ଦେଖିଥିଲେ । ଗୃହମନ୍ତ୍ରୀ ଅମିତ ଶାହ ମେଣ୍ଟକୁ ପାଠ ପଢାଉଥିଲେ । ଆଉ ଏହର ଜବାବ ବି ମେଣ୍ଟ ଇଣ୍ଡିଆ ଦେଉଥିଲା ।  ହେଲେ ଏବେ…

୩୫୩ ଜାତୀୟ ରାଜପଥର ମର୍ମନ୍ତୁଦ ସଡକ ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ

ନୂଆପଡା: ଖଡିଆଳରୁ ନୂଆପଡାକୁ ସଂଯୋଗ କରୁଥିବା ୩୫୩ ଜାତୀୟ ରାଜପଥର ବଡ଼ମହେଶ୍ବର ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ସେହିପରି ଅନ୍ୟ ଜଣେ ଗୁରୁତରଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଦୁଇ ମୃତକ ହେଲେ ଗୋବିନ୍ଦ ନାଗ ଓ…

୬ ରାଜ୍ୟର ୭ ବିଧାନସଭା ସିଟ ପାଇଁ ଚାଲିଛି ମତଦାନ, ୮ରେ ଆସିବ ଫଳାଫଳ

ନୂଆଦିଲ୍ଲୀ: ସାରା ରାଜ୍ୟରେ ଏବେ ନିର୍ବାଚନୀ ଋତୁ ଚାଲିଛି । ଆଜି ୬ଟି ରାଜ୍ୟର ୭ ବିଧାନସଭା ସିଟ ପାଇଁ ଚାଲିଛି ମତଦାନ । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, କେରଳ, ତ୍ରିପୁରା, ପଶ୍ଚିମବଙ୍ଗ ଓ ଝାଡଖଣ୍ଡର ୭ ବିଧାନସଭା ସିଟପାଇଁ ଆଜି ଉପନିର୍ବାଚନ ହେଉଛି । ଏହି ୭ଟି ସିଟରେ ଥିବା ୫ଜଣ ବିଧାୟକଙ୍କର…

ଧୀରେ ଧୀରେ ସୂର୍ଯ୍ୟଙ୍କ ନିକଟତର ହେଉଛି ଆଦିତ୍ୟ L1, ୨ୟ କକ୍ଷପଥ ସଫଳତାର ସହ କଲା ପାର

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ସଫଳତା ପରେ ଏବେ ନଜର ଭାରତର ସୂର୍ଯ୍ୟ ମିଶନ ଆଦିତ୍ୟ L1 ଉପରେ ରହିଛି । ସେପ୍ଟେମ୍ବର ୨ତାରିଖରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଏହାକୁ ଉତକ୍ଷେପଣ କରାଯାଇଥିଲା। ପ୍ରାୟ ଚାରି ମାସର ଯାତ୍ରା ପରେ, ଏହା ସୂର୍ଯ୍ୟ ଏବଂ ପୃଥିବୀର ଅକ୍ଷରେ ଅବସ୍ଥିତ…

ଗୁରୁ ଦିବସରେ ପୁରସ୍କୃତ ହେବେ ୭୫ ଶିକ୍ଷକ: ଦେଶର ଭାଗ୍ୟ ନିର୍ଦ୍ଧାରକ କହି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:ଦେଶର ଯୁବ ମସ୍ତିଷ୍କର ବିକାଶରେ ଶିକ୍ଷକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଦେଶର ଭାଗ୍ୟ ନିର୍ଦ୍ଧାରଣ କରିବାରେ ଜଣେ ଭଲ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏମିତି କହି ଶିକ୍ଷକମାନଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଗୁରୁ ଦିବସ ଅବ୍ୟବହିତ ପୂର୍ବରୁ ୭ ଲୋକ…

କବିତା : ମୋ ଗୁରୁ

ଶୁଭ୍ରାଂଶୁ ଶେଖର ମାହୁନ୍ତ ଚିର ବନ୍ଦନୀୟ ଚିର ପୂଜନୀୟ ଚିର ନମସ୍ୟ ଯେ ଗୁରୁ, ଚିର ଭାସ୍ବର ସେ ଚିର ଅମଳିନ ଚିରକାଳ ପାଇଁ ସ୍ମରୁ । ବିରଳ ବ୍ୟକ୍ତିତ୍ବ ସବୁ ଗୁରୁ ମୋର ଗାଉଅଛି ଯଶ ଗାଥା, ଗୁଣଗାରିମାର ଅମୂଲ୍ୟ ପସରା ସ୍ନେହବୋଳା ତାଙ୍କ କଥା । ଶିକ୍ଷାର ଅମ୍ଳାନ ଜ୍ୟୋତି ସାଜି…

ଭାଷା ଭାଗବତ : ହେବାନି ବିଚାରକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଷା ସହିତ ଲାଖିଥାଏଁ ଶବ୍ଦ ଅକ୍ଷର ଦେଖାଯାଏ କ୍ଷଣ କ୍ଷଣକେ ନୂଆ ରୂପ ଅଗଣନୀୟ ବର୍ଣସ୍ତୂପ ମନରେ ହୋଇ ଆତଯାତ କରଂତି ସର୍ବଦା ଚକିତ ଏତେ ସମୃଦ୍ଧିଶାଳୀ ହୋଇ କିପାଁ ନିଷ୍କ୍ରିୟ ହେବି ମୁହିଁ ? ଏ ପ୍ରଶ୍ନ ଉଠେ ବାରଂବାର…

ଦୁଇ ଦିନିଆ ଭାରତ ଗସ୍ତରେ ଆସିବା ପୂର୍ବରୁ କୋଭିଡ ଆକ୍ରାନ୍ତ ହେଲେ ଆମେରିକାର ଫାଷ୍ଟ ଲେଡି ଜିଲ ବାଇଡେନ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଫାଷ୍ଟଲେଡି ଜିଲ ବାଇଡେନ ଦୁଇଦିନ ପରେ ଆସିଥାନ୍ତେ ଭାରତ ।ସାମିଲ ହୋଇଥାନ୍ତେ ଜି-୨୦ ସମ୍ମିଳନୀରେ । ଏହା ପୂର୍ବରୁ ଉଭୟଙ୍କର କୋଭିଡ ଟେଷ୍ଟ କରାଯାଇଥିଲା । ରିପୋର୍ଟ ଆସିବା ପରେ ଜଣାପଡିଛି ଜିଲ ବାଇଡେନ କରୋନା ସଂକ୍ରମିତ ହୋଇଛନ୍ତି ।…