ନିକଟ ଭବିଷ୍ୟତରେ ଭାରତ ବିଶ୍ୱର ଶ୍ରେଷ୍ଠ ୩ଟି ଅର୍ଥ ବ୍ୟବସ୍ଥାରେ ସାମିଲ ହେବ: ମୋଦୀ
ନୂଆଦିଲ୍ଲୀ: କଶ୍ମୀର ଏବଂ ଅରୁଣାଚଳ ପ୍ରଦେଶରେ ଜି-୨୦ ବୈଠକ ଆୟୋଜିତ ହେବା ନେଇ ପାକିସ୍ତାନ ଏବଂ ଚୀନ୍ର ଆପତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତ୍ୟାଖ୍ୟାନ କରିଛନ୍ତି। ମେଦୀ କହିଛନ୍ତି, ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ବୈଠକ ଆୟୋଜିତ କରିବା ସ୍ୱାଭାବିକ ଏବଂ ଏହା ଆମର ଅଧିକାର।…