କଲେଜ ପରିସରରେ ଝୁଲି ପଡ଼ିଲେ ଯୁକ୍ତ ଦୁଇ ଛାତ୍ର
ବାରିପଦା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଯୁକ୍ତ-୨ ଦ୍ୱିତୀୟ ବର୍ଷର ଜଣେ ଛାତ୍ର କଲେଜ ନିକଟରେ ଥିବା ଏକ ଗଛରେ ଝୁଲି ପଡିଥିବା ଦେଖିବାକୁ ମିଳିଛି।
ମୃତକ ହେଲେ ବେତନଟୀ ଥାନା ଅନ୍ତର୍ଗତ କେସିପୁର ଗାଁ ନିକଟସ୍ଥ ରାଗଧା ଗାଁର ହାଡିବନ୍ଧୁ ସିଂଙ୍କ ପୁଅ…