Latest Odisha News

BREAKING NEWS

Yearly Archives

2023

ଭାରତ ଜିତିବା ପାଇଁ ରାହୁଲ କର୍ଣ୍ଣାଟକରେ ଦେଲେ ଗୃହଲକ୍ଷ୍ମୀ !

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଭିନ୍ନ ରଣନୀତି ଦେଖିବାକୁ ମିଳୁଛି। ଦେଶର ଚାରୋଟି ପ୍ରମୁଖ ରାଜ୍ୟର ନିର୍ବାଚନ ପାଇଁ ପ୍ରମୁଖ ଦଳର ବରିଷ୍ଠ ନେତାମାନେ ଜୋରଦାର ପ୍ରଚାର କରୁଥିବା ବେଳେ ରାହୁଲ କିନ୍ତୁ ଭିନ୍ନ ଷ୍ଟାଇଲରେ କାର୍ଯ୍ୟ କରୁଥିବା ଦେଖିବାକୁ…

ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କ ଅଧ୍ୟୟନ କାହିଁକି ଲେଗ୍ରେନଜିୟନ ବିନ୍ଦୁରୁ କରାଯାଇଥାଏ

ନୂଆଦିଲ୍ଲୀ: ଚନ୍ଦ୍ରାଯାନ ୩ର ଐତିହାସିକ ସଫଳତା ପରେ ଏବେ ଇସ୍ରୋ ଏବେ ସୂର୍ଯ୍ୟ ମିଶନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ସେପ୍ଟମ୍ବର ୨ରେ ଶ୍ରୀହରିକୋଟାରୁ ଆଦିତ୍ୟ-ଏଲ୧ ଲଂଚ କରାଯିବ । ସୂର୍ଯ୍ୟଙ୍କୁ ଅଧ୍ୟୟନ କରିବା ଏହି ମିଶନର ମୂଳ ଲକ୍ଷ୍ୟ ହେବ । ଏବେ ପ୍ରଶ୍ନ ଉଠେ ସୂର୍ଯ୍ୟଙ୍କ ନିକଟରୁ…

ବଢ଼ୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା, ୩୦ଟି ଜିଲ୍ଲାର ୪୦ଟି କେନ୍ଦ୍ରରେ ନମୁନା ପରୀକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ ରାଜ୍ୟରେ ଏବେ ସୁଦ୍ଧା ୪୯ ହଜାର ୪୮୮ ଜଣଙ୍କ ଡେଙ୍ଗୁ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ହଜାର ୩୨୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତବର୍ଷ ପ୍ରାୟ ୨୧ ହଜାର ନମୁନା ପରୀକ୍ଷା କରାଯାଇଥିଲା। ତେଣୁ…

ପ୍ରଦୂଷଣ ପାଇଁ ଦିଲ୍ଲୀରେ ରହୁଥିବା ନାଗରିକଙ୍କ ଆୟୂଷ ତୁଳନାତ୍ମକ ଭାବେ ଦ୍ରୁତ ଗତିରେ କମୁଛି !

ନୂଆଦିଲ୍ଲୀ: ଭାରତରେ ବାୟୁ ପ୍ରଦୂଷଣ ସ୍ବାସ୍ଥ୍ୟ ପାଇଁ ଏକ ବଡ଼ ବିପଦ। ଯାହା ହାରାହାରି ଭାରତୀୟଙ୍କ ଆୟୁଷକୁ ୫.୩ ବର୍ଷ କମାଇ ଦେଉଛି। ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ଦିଲ୍ଲୀରେ ବାୟୁ ପ୍ରଦୂଷଣ ଯୋଗୁଁ ୧୧.୯ ବର୍ଷ ଯାଏଁ ଆୟୁଷ କମିଯାଇପାରେ। ଚିକାଗୋ ବିଶ୍ବବିଦ୍ୟାଳୟ ଦ୍ବାରା ଜାରି ହୋଇଥିବା…

ମନୀଷ ଅଗ୍ରୱାଲଙ୍କୁ ଆଶ୍ୱସ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର: ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ଆଶ୍ୱସ୍ତି। ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାରେ ମନୀଷ ଅଗ୍ରୱାଲଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇଲେ ସୁପ୍ରିମକୋର୍ଟ। ହତ୍ୟା ଅଭିଯୋଗରୁ ମନୀଷଙ୍କୁ…

ବଜାରକୁ ଆସିଲା କିବୋର୍ଡ଼ ଜ୍ୟାକେଟ୍‌, ଏହାର ମୂଲ୍ୟ ଜାଣିଲେ ହୋସ ଉଡ଼ିଯିବ

ଆପଣ ବିଭିନ୍ନ ପ୍ରକାରର ଜ୍ୟାକେଟ ଦେଖିଥିବେ । ସେ ଦାମୀ ହେଉ ବା ଶସ୍ତା । କିନ୍ତୁ ଆଜିକାଲି ଏକ ଜ୍ୟାକେଟ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ଅଛି । ଏହି ଜ୍ୟାକେଟ୍‌ଟି ଦେଖିବାକୁ ଠିକ୍ କମ୍ପ୍ୟୁଟର କିବୋର୍ଡ୍ ପରି । ଏଥିରେ କିବୋର୍ଡ୍ ପରି ବଟନ୍ ସବୁ ରହିଛି । କିନ୍ତୁ ଏହାର ମୂଲ୍ୟ ଜାଣିଲେ…

ଆମ ପାଖରେ ପ୍ରଧାନମନ୍ତ୍ରୀ ଚେହେରା ଅନେକ, ବିଜେପି ପାଖରେ କେବଳ ଜଣେ: ବିରୋଧୀ

ନୂଆଦିଲ୍ଲୀ: ବିରୋଧୀଙ୍କ ଇଣ୍ଡିଆ (ଇଣ୍ଡିଆନ୍ ନ୍ୟାଶନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ୍ ଆଲାଏନ୍ସ)ର ନେତାମାନେ ବୁଧବାର ଦିନ କହିଛନ୍ତି ଯେ ବିଜେପି ତୁଳନାରେ ପ୍ରଧାନମନ୍ତ୍ରୀ ଚେହେରା ପାଇଁ ସେମାନଙ୍କ ପାଖରେ ଅନେକ ବିକଳ୍ପ ରହିଛି। ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବା ଦୁଇ ଦିନିଆ ମୁମ୍ବାଇ…

ଲୋକସଭା: ଅଧୀରଙ୍କ ବିରୋଧରେ ନିଲମ୍ବନ ଆଦେଶ ପ୍ରତ୍ୟାହାର ହେବ !

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ଉପରୁ ଲୋକସଭାରୁ ନିଲମ୍ବନ ପ୍ରତ୍ୟାହାର ହେବ ବୋଲି ଆଶା କରାଯାଉଛି। ଅଧୀରଙ୍କ ନିଲମ୍ବନ ପ୍ରତ୍ୟାହାର ପାଇଁ ସୁପାରିସ କରି ଗୃହର ବିଶେଷାଧିକାର କମିଟି ଏକ ପ୍ରସ୍ତାବ ଗ୍ରହଣ କରିଛି। ଏହି ମାମଲାର ସମାଧାନ ପାଇଁ ଅଧୀର ବୁଧବାର…

୬ ବର୍ଷ ହେବ ପାକିସ୍ତାନଠାରୁ ଦିନିକିଆ କ୍ରିକେଟରେ ଭାରତ ହୋଇନି ପରାଜିତ

ମୁମ୍ବାଇ: ଏସିଆ କପ କ୍ରିକେଟ ଆରମ୍ଭ ହୋଇଯାଇଛି । ଏବେ ଭାରତ-ପାକିସ୍ତାନ ମ୍ୟାଚ ଉପରେ ସମସ୍ତ କ୍ରିକେଟପ୍ରେମୀଙ୍କ ନଜର ରହିଛି । ସେପ୍ଟମ୍ବର ୨ରେ ଉଭୟ ଦେଶ ମଧ୍ୟରେ ହାଇ ଭୋଲଟେଜ ମୁକାବିଲା ହେବ । ୪ ବର୍ଷ ପରେ ଉଭୟ ଦେଶ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି । ୨୦୧୯ ବିଶ୍ୱକପରେ ଭାରତ…

ପୁଣି ଚର୍ଚ୍ଚାରେ ରିୟା ଚକ୍ରବର୍ତ୍ତୀ, ବ୍ୟବସାୟୀଙ୍କୁ କରୁଛନ୍ତି ଡେଟ୍ !

ମୁମ୍ବାଇ: ବ୍ୟବସାୟୀଙ୍କ ପ୍ରେମରେ ପଡିଲେ ରିୟା ଚକ୍ରବର୍ତ୍ତୀ।। ରିୟା ଚକ୍ରବର୍ତ୍ତୀଙ୍କ ବଏଫ୍ରେଣ୍ଡ ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ସେ ସବୁବେଳେ ଚର୍ଚ୍ଚାରେ ରହିଆସିଥିଲେ। ଏହା ପରେ ରିୟା ବଣ୍ଟି ସାଜଦେହଙ୍କ ସହ ରିଲେସନସିପରେ ଥିବା ନେଇ ଚର୍ଚ୍ଚା ହୋଇଥିଲା। ବର୍ତ୍ତମାନ ରିୟା ଅନ୍ୟ ଜଣେ…