Latest Odisha News

BREAKING NEWS

Yearly Archives

2023

ବେଙ୍ଗାଲୁରୁରୁ ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ, କିଛି ସପ୍ତାହ ପୂର୍ବରୁ ଧରାପଡିଥିଲେ ୫ ସନ୍ଦିଗ୍ଧ

ବେଙ୍ଗାଲୁରୁ: ବେଙ୍ଗାଲୁରୁରୁ ଧରାପଡ଼ିଛି ଜଣେ ସନ୍ଦିଗ୍ଧ ଆତଙ୍କବାଦୀ । ବେଙ୍ଗାଲୁରୁ ପୋଲିସ ଆରଟି ନଗର ଥାନା ଅଞ୍ଚଳରୁ ଆତଙ୍କୀ ଲିଙ୍କ୍‌ ଘଟଣାରେ ଜଣଙ୍କୁ ଗିରଫ କରିଛି । ସନ୍ଦିଗ୍ଧର ନାମ ହେଉଛି ଅରସାଦ ଖାନ । ତା' ବିରୋଧରେ ପୂର୍ବରୁ ଲୁକଆଉଟ୍ ନୋଟିସ୍ ଜାରି କରିଥିଲା ପୋଲିସ । ପ୍ରାପ୍ତ…

ପାଣ୍ଡିଆନଙ୍କ ବିରୋଧରେ ତାତିଲା କଂଗ୍ରେସ: କଳାଶାଢୀ ପିନ୍ଧି ଗର୍ଜିଲେ ମହିଳା

ଯାଜପୁର: ୫ଟି ସଚିବଙ୍କୁ ଜୋରଦାର ବିରୋଧ । ପାଣ୍ଡିଆନ ଗୋ ବ୍ୟାକ ନାରା ଦେଇ ମାଡ଼ି ଆସିଲେ କହିଳା କଂଗ୍ରେସ କର୍ମୀ । କଳାଶାଢୀ ପିନ୍ଧି ପାଣ୍ଡିଆନଙ୍କ ସଭାସ୍ଥଳକୁ ଯିବା ପାଇଁ ଅଡି ବସିଥିଲେ ।  ଆଜି ଯାଜପୁରରେ ୫ଟି ସଚିବ ଭି.କେ.ପାଣ୍ଡିଆନଙ୍କୁ ଜୋରଦାର ବିରୋଧ କରାଯାଇଥିବା ଦେଖିବାକୁ…

ବିହାରରେ ନକ୍ସଲ ଆକ୍ରମଣ ଉଦ୍ୟମ ପଣ୍ଡ, ପାଣ୍ଡ୍ରା ପାହାଡ଼ରୁ ଜବତ ହେଲା ବିପୁଳ ଅସ୍ତ୍ରଶସ୍ତ୍ର

ପାଟନା: ନକ୍ସଲଙ୍କ ଆକ୍ରମଣ ଉଦ୍ୟମ ପଣ୍ଡ କଲେ ସୁରକ୍ଷା ବାହିନୀ । ବିହାରର ଗୟାରେ ସୁରକ୍ଷା ବାହିନୀକୁ ମିଳିଛି ବଡ ସଫଳତା । ସର୍ଚ୍ଚ ଅପରେସନ ସମୟରେ ବିପୁଳ ପରିମାଣର ଗୁଳିଗୋଳା ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ନକ୍ସଲ ସଂଗଠନଗୁଡ଼ିକ ସୁରକ୍ଷା ବାହିନୀ ବିରୋଧରେ ଏକ ବଡ଼ ଷଡ଼ଯନ୍ତ୍ର…

କୁକୁଡା ଜାଲିରୁ ବାହାରିଲା ୫ଫୁଟ ଲମ୍ବର ଅଜଗର, ଉଦ୍ଧାର କଲା ସ୍ନେକ ହେଲପ୍ ଲାଇନ୍

ବାଲେଶ୍ଵର :  କୁକୁଡାଙ୍କ ସୁରକ୍ଷା ପାଇଁ ଘେରାଯାଇଥିଲା ଜାଲ , ହେଲେ ବାହାରିଲା ଅଜଗର ସାପ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ବାଙ୍କୀପଦା ଗାଁରେ । ଗାଁର ପ୍ରତାପ ରାଉତ ନିଜ କୁକୁଡାଙ୍କୁ ବାହାର ଜନ୍ତୁଙ୍କ ଠାରୁ ସୁରକ୍ଷା ଦେବାପାଇଁ ଜାଲ…

୧୨ ଜଣଙ୍କ ଉପରେ ମାଡିଗଲା କାର, ୩ ଜଣଙ୍କର ମୃତ୍ୟୁ

ରାଞ୍ଚି: ଝାଡ଼ଖଣ୍ଡ ପାଲାମୁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ୧୨ ଜଣଙ୍କ ଉପରେ ମାଡ଼ିଗଲା ଦ୍ରୁତଗାମୀ କାର । ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏପରି ଘଟଣା ଘଟିଛି ଝାଡ଼ଖଣ୍ଡର ଚେନପୁର ଥାନା ଅଞ୍ଚଳର ବାରାଓରେ । ପୋଲିସ…

ପାକିସ୍ଥାନରେ ଭାରତର ନବନିଯୁକ୍ତ କୂଟନୀତିଜ୍ଞ ଗୀତିକା ଶ୍ରୀବାସ୍ତବ

ଇସଲାମାବାଦ: ୨୦୦୫ ବ୍ୟାଚର IFS ଅଫିସର ଗୀତିକା ଶ୍ରୀବାସ୍ତବ । ଗୀତିକାଙ୍କୁ ମିଳିଛି ଗୁରୁ ଦାୟିତ୍ବ । ଇସଲାମାବାଦସ୍ଥିତ ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟରେ ବରିଷ୍ଠତମ କୂଟନୀତିଜ୍ଞ ହେବେ ଦାୟିତ୍ବ ତୁଲାଇବେ ଗୀତିକା ଶ୍ରୀବାସ୍ତବ । ପ୍ରଥମ ମହିଳା କୂଟନୀତିଜ୍ଞ ଭାବେ ସେ…

ରକ୍ଷାବନ୍ଧନରେ ଭଉଣୀଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ:ଆସନ୍ତାକାଲି ରକ୍ଷାବନ୍ଧନ । ଭାଇ ହାତରେ ରାଖି ବାନ୍ଧିବ ଭଉଣୀ ।  ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ମା’ ଓ ଭଉଣୀଙ୍କୁ ସରକାରଙ୍କ ପକ୍ଷରୁ ଶୁଭ ଉପହାର ଦେଇଛନ୍ତି ।  ଭାଇ ହାତରେ ରାକ୍ଷୀ ବନ୍ଧିବା ପାଇଁ ଭଉଣୀମାନେ ଯେପରି ଅସୁବିଧାର ସମ୍ମୁଖୀନ…

ଆସନ୍ତାକାଲି ପବିତ୍ର ରାକ୍ଷୀ ପୂର୍ଣ୍ଣିମା: ଜଗା-ବଳିଆଙ୍କୁ ପାଟ ରାକ୍ଷୀ ବାନ୍ଧିବେ ଗେହ୍ଲି ଭଉଣୀ ସୁଭଦ୍ରା

ପୁରୀ: ଆସନ୍ତାକାଲି ସ୍ନେହ ଓ ବନ୍ଧନର ପର୍ବ ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଜୀବନ ସାରା ନିଜର ସୁରକ୍ଷା ପାଇଁ ଭାଇ ହାତରେ ଭଉଣୀ ବାନ୍ଧିବ ସେହ୍ନର ଡ଼ୋରି । ସେପଟେ ରାକ୍ଷୀ ବାନ୍ଧି ଜୀବନସାରା ଭଉଣୀକୁ ସୁରକ୍ଷାର ପ୍ରତିଶ୍ରୃତି ଦେବ ଭାଇ । ଏନେଇ ସବୁଆଡ଼େ ଚାଲିଛି ଜୋରଦାର ପ୍ରସ୍ତୁତି।…

ବଗିଚାରେ କାମ କଲାବେଳେ ଦଳିଦେଲା ଦନ୍ତା: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ଅନୁଗୁଳ : ଥମୁନି ହାତୀ ଆତଙ୍କ  । ଦିନକୁ ଦିନ ହାତୀଙ୍କ ଉପଦ୍ରବ ବଢିବାରେ ଲାଗିଛି  । କେତେବେଳେ ହାତୀପଲ ଗାଁ ମୁହାଁ ହେଉଛନ୍ତି ତ ଆଉ କେତେବେଳେ ହାତୀ ଆକ୍ରମଣରେ ବହୁମୂଲ୍ୟ ଜୀବନ ଚାଲିଯାଉଛି  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ବନଖଣ୍ଡ ତଳଗଡ଼ ଗାଁରେ  ।  ବଗିଚାରେ କାମ…