ବିଜେଡିକୁ ବିଜୟଙ୍କ ପ୍ରଶ୍ନ: ୨୪ ବର୍ଷର ଭିତରେ ମହାନଦୀରେ ଆନିକଟ କରିପାରିଲନି, ୩୫ ପ୍ରତିଶତ ଜମି ଜଳସେଚିତ କରିବ…
ଭୁବନେଶ୍ୱର: କଂଗ୍ରେସ ବର୍ଷିଲା ବିଜେଡି ଉପରେ | ପ୍ରଶ୍ନ ବାଣରେ ଘାଇଲା କଲା ନବୀନ ସରକାରଙ୍କୁ । ୨୪ ବର୍ଷର ଶାସନ କାଳରେ ବିଜେଡି କରିଛି କଣ ? ଏମିତି ପ୍ରଶ୍ନ ପରେ ପ୍ରଶ୍ନ ବାଣ ବିନ୍ଧି ଚାଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ । ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ…