Latest Odisha News

BREAKING NEWS

Yearly Archives

2023

ପଡିଆକୁ ଫେରିଲେ ରିଷଭ ପନ୍ତ:ପ୍ରଦର୍ଶନୀ ମ୍ୟାଚରେ ମାରିଲେ ଚୌକା, ଛକା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ଷ୍ଟାର ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ସୁସ୍ଥ ହେବା ସହ ପଡିଆକୁ ଫେରିଛନ୍ତି । ସ୍ଥାନୀୟ ଏକ ପ୍ରଦର୍ଶନୀ ମ୍ୟାଚରେ ପନ୍ତ ବ୍ୟାଟିଂ କରିଥିଲେ । ସେ ଯେତେବେଳେ ପଡିଆରେ ପ୍ରବେଶ କଲେ ଉପସ୍ଥିତ ଦର୍ଶକ ତାଙ୍କୁ କରତାଳି ଦେଇ…

‘୨୫ ବିଧାୟକ ଦଳ ଛାଡିବେ, କର୍ଣ୍ଣାଟକରେ ଭାଙ୍ଗିଯିବ କଂଗ୍ରେସ ସରକାର’

ଭୁବନେଶ୍ୱର: ଆସନ୍ତା ଲୋକସଭା ନିର୍ବାଚନ ପୁର୍ବରୁ କର୍ଣ୍ଣାଟକର କଂଗ୍ରେସ ସରକାର ଭାଙ୍ଗିଯିବ। ଏଭଳି ଦାବି ରଖିଛନ୍ତି କର୍ଣ୍ଣାଟକର ବରିଷ୍ଠ ବିଜେପି ବିଧାୟକ ବାସନାଗୌଡା ପାଟିଲ ୟାତନାଲ। ଶାସକ ଦଳ କଂଗ୍ରେସର ୨୫ ରୁ ଅଧିକ ବିଧାୟକ ଦଳ ଛାଡିବାକୁ ପ୍ରସ୍ତୁତ ହୋଇ ରହିଥିବା ସେ କହିଛନ୍ତି।…

କୋର୍ଟର ବିନା ଅନୁମତିରେ ବିଦେଶ ଯାତ୍ରା କରିପାରିବେନି ଜ୍ୟାକଲିନ

ମୁମ୍ବାଇ: କୋର୍ଟର ବିନା ଅନୁମତିରେ ବିଦେଶ ଯାତ୍ରା କରିପାରିବେନି ବଲିଉନ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ । ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ କୋର୍ଟଏହି ରାୟ ଦେଇଛନ୍ତିି । ପଟିଆଲା ହାଉସ କୋର୍ଟ ଜ୍ୟାକଲିନଙ୍କ…

ଶରଦ ପାୱାରଙ୍କ ଖେଳ ବୁଝିହେଉନି, ପ୍ଲାନ ‘ବି’ ପ୍ରସ୍ତୁତ କଲେ ସହଯୋଗୀ !

ଭୁବନେଶ୍ୱର: ପୁଣିଥରେ ମହାରାଷ୍ଟ୍ର ରାଜନୀତିକୁ ନେଇ ଚର୍ଚ୍ଚା ଜୋର ଧରିଲାଣି। ଗୋଟିଏ ପଟେ ଶରଦ ପାୱାରଙ୍କ ଆଭିମୁଖ୍ୟକୁ ନେଇ ଏମଭିଏ ମେଣ୍ଟ ଦ୍ବନ୍ଦ୍ୱରେ ଥିବା ବେଳେ ଆଉ ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଭବିଷ୍ୟତକୁ ନେଇ ନାନା କଳ୍ପନା କଳ୍ପନା ପ୍ରକାଶ ପାଉଛି। ଏଭଳି…

ଗୀତା ଗୋବିନ୍ଦଙ୍କୁ ପୂରିଲା ୫ ବର୍ଷ, ରଶ୍ମିକାଙ୍କ ସହ ଫଟୋ ସେୟାର କରି ଶୁଭେଚ୍ଛା ଜଣାଇଲେ ବିଜୟ

ମୁମ୍ବାଇ: ସାଉଥ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଯୋଡି ହେଉଛନ୍ତି ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ ଅଭିନେତା ବିଜୟ ଦେବରକୋଣ୍ଡା । ଏମାନଙ୍କ ଯୋଡ଼ିକୁ ଲୋକେ ଖୁବ୍ ପସନ୍ଦ କରନ୍ତି । ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଜୋର ଧରିଥିଲା । ହେଲେ କିଛି ଦିନ ତଳେ…

୩ ବିପଜ୍ଜନକ କୀଟ, ଯାହାର ସଂସ୍ପର୍ଶରେ ଆସିଲେ ମୃତ୍ୟୁ ନିଶ୍ଚିତ

ଦୁନିଆରେ ଅନେକ ପ୍ରକାରର କୀଟପତଙ୍ଗ ରହିଛନ୍ତି । ଇକୋସିଷ୍ଟମ୍ ପାଇଁ ସେମାନଙ୍କର ଅସ୍ତିତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଇକୋସିଷ୍ଟମକୁ ସନ୍ତୁଳିତ ରକ୍ଷା ପାଇଁ କୀଟପତଙ୍ଗ ରହିବା ଜରୁରୀ । ଯଦି ଏହି କୀଟପତଙ୍ଗର ଅସ୍ଥିତ୍ୱ ଦୁନିଆରୁ ଲିଭିଯାଏ, ତେବେ ପ୍ରକୃତିରେ ଏକ ଅସନ୍ତୁଳନ ସୃଷ୍ଟି ହୁଏ ।…

ଡ଼େଙ୍ଗୁରେ ଆକ୍ରାନ୍ତ ହେଲେ ବଲିଉଡ ଅଭିନେତ୍ରୀ ଜରିନ୍ ଖାନ୍‌, ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ: ଡ଼େଙ୍ଗୁରେ ଆକ୍ରାନ୍ତ ହେଲେ ବଲିଉଡ଼ ଅଭିନେତ୍ରୀ ଜରିନ୍ ଖାନ୍ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ଦେହରେ ଜ୍ୱର ରହିଥିବା ବେଳେ ଯନ୍ତ୍ରଣା ଅଧିକ ହେଉଥିବା ନେଇ ଜରିନ୍ ଜଣାଇଛନ୍ତି । ଏନେଇ ସୋସିଆଲ ମିଡିଆରେ ଜରିନ୍ ଏହି ସୂଚନା…

ମଣିଷ ପରି କୁକୁର ମୁହଁ: ଲୋକେ ଦେଖି ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆରେ ଆମକୁ ଅଜବ ଭିଡ଼ିଓ ସବୁ ଦେଖିବାକୁ ମିଳିଥାଏ, ଯାହାକୁ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଯାଉ । ଏବେ ଏମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଗୋଟେ କୁକୁରର ମୁହଁ ଦେଖିବାକୁ ଠିକ୍ ମଣିଷ ପରି । ଯାହା ସମସ୍ତଙ୍କୁ ଚକିତ କରିଛି । ପ୍ରକୃତରେ ଏହା ଅସଲି ନା ନକଲି ନେଇ…

‘ଇଣ୍ଡିଆ’ ମେଣ୍ଟରେ ଫାଟ: ଦିଲ୍ଲୀର ସମସ୍ତ ଲୋକସଭା ଆସନରେ ପ୍ରାର୍ଥୀ ଦେବ କଂଗ୍ରେସ; ଜବାବ ଦେଲା ଆପ୍

ନୂଆଦିଲ୍ଲୀ: ‘ଇଣ୍ଡିଆ’  ମେଣ୍ଟରେ ଫାଟ । ୨୦୨୪ ନିର୍ବାଚନରେ ବିଜେପି ମେଣ୍ଟ ଏନଡିଏକୁ ଟକ୍କର ଦେବା ପାଇଁ ୨୬ ବିରୋଧୀ ଦଳ ଏକାଠି ହୋଇ ନୂଆ ମେଣ୍ଟ ‘ଇଣ୍ଡିଆ’ ଗଢିଛନ୍ତି । ପଣ କରିଛନ୍ତି ବିଜେପିକୁ ହରାଇବେ । ହେଲେ ଘରେ ନ ପଶୁଣୁ ଚାଳ ବାଜିଲାଣି । କାରଣ ନିର୍ବାଚନ ପାଇଁ ଆସନ ବୁଝାମଣାକୁ…

ଅବସରରୁ ଓହରିଲେ ଷ୍ଟୋକ୍ସ, ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଇଂଲଣ୍ଡ ଦଳରେ ସାମିଲ

ଲଣ୍ଡନ: ଇଂଲଣ୍ଡକୁ ବିଶ୍ୱକପ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବେନ ଷ୍ଟୋକ୍ସ ଅବସରରୁ ପ୍ରତ୍ୟାବର୍ତନ କରିଛନ୍ତି । ତାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଦଳରେ ସାମିଲ କରାଯାଇଛି । ତାମିମ ଇକବାଲ, ମୋଇନ ଅଲୀଙ୍କ ପରେ ତୃତୀୟ କ୍ରିକେଟର ଭାବେ ସେ ଅବସରରୁ…