ସ୍ୱଳ୍ପ ଗଳ୍ପ : ଫଲନ୍ ଆଷ୍ଟ୍ରୋନଟ୍
ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୯
"ଫଲନ୍ ଆଷ୍ଟ୍ରୋନଟ୍" ର ଗୋଟିଏ ଶୁଦ୍ଧ ଓଡିଆ ଭାଷାନ୍ତର ଟିକିଏ ଜଗି ରଖି ମୂଳଶବ୍ଦକୁ ସେମିତି ଅସମ୍ମାନ ନ କରି ଭାଷାର ସଂଭ୍ରମତା ରକ୍ଷାକରି ସାହିତ୍ୟ ସାହିତ୍ୟ ଲାଗିବା ଭଳି, ଏହିପରି କରାଯାଇପାରେ, ଅର୍ଥାତ୍, "ଅବନତ ନଭଚାରୀ"…