ବିଶ୍ୱର ଧନୀ ବ୍ୟକ୍ତିଙ୍କୁ ବଡ ଝଟକା: ଟୁଇଟର ହେଡକ୍ୱାର୍ଟରରୁ ହଟାଇ ଦିଆଗଲା ‘X’ ଲୋଗୋ
ସାନ ଫ୍ରାନସିସ୍କୋ : ପୁଣି ଚର୍ଚ୍ଚାରେ ଟୁଇଟର । ଟୁଇଟର ମାଲିକ ଏଲନ ମସ୍କ କିଛି ଦିନ ଦଳେ ଟୁଇଟରରୁ ଏହାର ଲୋଗୋ ନୀଳ ଚଢେଇକୁ ହଟାଇ X ରଖିଥିଲେ । ଏହା ପରଠାରୁ କମ୍ପାନୀର ପ୍ରତି ଜାଗାରେ X ଲୋଗୋ ଲଗାଇବା ପାଇଁ ପ୍ରୋସେସିଂ ଜାରି ରହିଥିଲା । ଏହି ପ୍ରୟାସ ଭିତରେ ଟୁଇଟରର ପୂର୍ବ ହେଡ…