Latest Odisha News

BREAKING NEWS

Yearly Archives

2024

ସୁରକ୍ଷା ବଳୟରେ ଛାଉଣି ହେବ ଜନତା ମଇଦାନ, ମୁତୟନ ହେବେ ୬୭ ପ୍ଲାଟୁନ ଫୋର୍ସ

ଭୁବନେଶ୍ବର: ଆସନ୍ତାକାଲି ଶପଥ ନେବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ । ସଜେଇ ହେଉଛି ଜନତା ମଇଦାନ । କଡା ସୁରକ୍ଷା ବଳୟରେ ଚାଲିବ ଶପଥ ଗ୍ରହଣ ସମାରୋହ । ଏଥିସହିତ ଗତକାଲି ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟ ମାନ୍ୟଗଣ ବ୍ୟକ୍ତି…

ଝାଡ଼ାବାନ୍ତି ଆତଙ୍କ: ଜଣେ ମୃତ ଓ ୩ ଆକ୍ରାନ୍ତ, ସଚେତନ କରାଇଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଡାଲିଆକୁଜି ପଞ୍ଚାୟତର ଗଇଲକଣା ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିଛି । ଏଥିରେ ବର୍ତ୍ତମାନ ସୁଦ୍ଧା ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ୩ ଜଣ ଚିକିତ୍ସାଧୀନ ଅଛନ୍ତି । ମୃତ ଯୁବକ ଜଣକ ହେଲେ ଗୋପାଳ କାଣ୍ଡାମାକା (୨୮) । ଅନ୍ୟପଟେ, ସେହି…

ପନ୍ତଙ୍କ ଦୁର୍ଘଟଣା ଖବର ଶୁଣି ଭାରତର ଏହି ପୂର୍ବତନ କୋଚ କାନ୍ଦି ପକାଇଥିଲେ

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପରେ ଭାରତର ଷ୍ଟାର ୱିକେଟ କିପର ରିଷଭ ପନ୍ତଙ୍କ ଭଲ ବ୍ୟାଟିଂ ପ୍ରଦର୍ଶନ ଯୋଗୁ ଭାରତ ବୋଲରଙ୍କୁ ସୁହାଉଥିବା ପିଚରେ ପାକିସ୍ତାନକୁ ହରାଇଥିଲେ । ପନ୍ତଙ୍କ ଏହି ପ୍ରଦର୍ଶନ ଭାରତର ପୂର୍ବତନ କୋଚ ରବି ଶାସ୍ତ୍ରୀଙ୍କୁ ଭାବପ୍ରବଣ କରାଯାଇଛି । ସେ କହିଛନ୍ତି ୨୦୨୨…

ମୋଦୀ ୩.୦: ଦାୟିତ୍ବ ଗ୍ରହଣ କଲେ ଗୃହମନ୍ତ୍ରୀ ଅମିତ୍ ଶାହା ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା

ନୂଆଦିଲ୍ଲୀ: ଗତକାଲି ପଦବୀ ପାଇବା ପରେ ଦାୟିତ୍ବ ଗ୍ରହଣ କରୁଛନ୍ତି କେନ୍ଦ୍ର ମନ୍ତ୍ରିମଣ୍ଡଳ । ଆଜି ଜଣଙ୍କ ପରେ ଜଣେ ନିଜ ନିଜ କାର୍ଯ୍ୟାଳୟ ଯାଇ ଦାହିତ୍ବ ଗ୍ରହଣ କରୁଛନ୍ତି । ଏହି କ୍ରମରେ ପୁଣି ଥରେ ଗୃହମନ୍ତ୍ରୀ ଭାବରେ ଗୃହ ମନ୍ତ୍ରାଳୟର ଦାୟିତ୍ବ ଗ୍ରହଣ କରିଛନ୍ତି ଅମିତ୍ ଶାହା ।…

ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ପାଇଁ ଟ୍ରାଫିକ୍ କଟକଣା, ୫ ଘଣ୍ଟା ପର୍ଯ୍ୟନ୍ତ ରାସ୍ତାରେ ଗାଡ଼ି ଚଳାଚଳ ମନା

ଭୁବନେଶ୍ୱର: ଆସନ୍ତାକାଲି ଶପଥ ନେବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ । ଏହା ସହିତ ଶପଥ ନେବେ ଓଡିଶାର ନୂଆ କ୍ୟାବିନେଟ ମନ୍ତ୍ରୀ । ଏଥିଲାଗି ଭୁବନେଶ୍ବର ସ୍ଥିତ ଜନତା ମଇଦାନରେ ଚାଲିଛି ବ୍ୟାପକ ପ୍ରସ୍ତୁତି । ୧୨ ତାରିଖ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ଦିନ ଭୁବନେଶ୍ୱରରେ ସୁରକ୍ଷା…

ଦକ୍ଷିଣ କୋରିଆ ସୀମାର ୫୦ ମିଟର ଭିତରକୁ ପ୍ରବେଶ କଲା ଉତର କୋରିଆ ସେନା

ସିଓଲ: ଉତର କୋରିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ବିବାଦ ଏବେ ତୀବ୍ର ରୂପ ନେଇଛି । ଉତର କୋରିଆର ୨୦ରୁ ୩୦ ସୈନିକ ଦକ୍ଷିଣ କୋରିଆ ସୀମାର ୫୦ ମିଟର ଭିତରକୁ ପ୍ରବେଶ କରିଛି । ଏହାର ଜବାବରେ ଦକ୍ଷିଣ କୋରିଆ ପକ୍ଷରୁ ଗୁଳିମାଡ କରାଯାଇଥିଲା । କିଛି ସମୟ ପରେ ଅବଶ୍ୟ ଉତର କୋରିଆ ସେନା ଫେରି ଯାଇଥିଲେ…

ରେଳ ଧାରଣାରୁ ଉଦ୍ଧାର ହେଲା ଯବାନଙ୍କ ମୃତ ଦେହ, ହତ୍ୟା ସନ୍ଦେହ

କୋରାପୁଟ: ଟ୍ରେନ୍ ଲାଇନରୁ ମିଳିଲା ଯବାନଙ୍କ ମୃତ ଦେହ । କେରାପୁଟ ଲାଣ୍ଡିଗୁଡା ନିକଟ ନୂଆ କଲୋନୀ ରେଳ ଲାଇନରୁ ଜଣେ ଯବାନଙ୍କ ମୃତ ଦେହ ମିଳିଛି । ତେବେ ମୃତକ ଯବାନ ଜଣକ ବିଏସଏଫ ଯବାନ ଧ୍ରୁବରାଜ ପ୍ରଧାନ ବୋଲି ଜଣା ପଡିଛି । ସେ ସ୍ଥାନୀୟ ବିଏସଏଫ କ୍ୟାମ୍ପରେ ଡ୍ୟୁଟିରେ ରହିଥିଲେ ।…

ବଡଦାଣ୍ଡରୁ ହଟିଲା ବ୍ୟାରିକେଡ୍ ଓ ଏସି ଟନେଲ୍

ପୁରୀ: ରଥଯାତ୍ରାକୁ ନଜରରେ ରଖି ବଡଦାଣ୍ଡରୁ ଖୋଲାଯାଉଛି ସମସ୍ତ ବ୍ୟାରିକେଡ୍। ଆଗାମୀ ଦୁଇ ତିନି ମଧ୍ୟରେ ଭକ୍ତଙ୍କ ପାଇଁ ଖୋଲିବ ଚାରି ଦ୍ୱାର। ଏନେଇ ଆରମ୍ଭ ହୋଇଛି ପ୍ରସ୍ତୁତି। ସେହିପରି ବଡ଼ଦାଣ୍ଡରେ ଭକ୍ତଙ୍କ ସୁବିଧା ପାଇଁ ଲଗାଯାଇଥିବା ଏସି ଟନେଲକୁ ହଟାଯାଉଛି। ରଥଯାତ୍ରା ପାଇଁ…

ଭୁଲିଗଲା ସମ୍ପର୍କର ମୂଲ୍ୟ, ଟାଙ୍ଗିଆରେ ହାଣି ମା’କୁ ହତ୍ୟା କଲା ନୃଶଂସ ପୁଅ

ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ କତରାପାଲି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଜନ୍ମ କଲା ମା'କୁ ଟାଙ୍ଗିଆରେ ହାଣି ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ମହିଳା ଜଣଙ୍କ ହେଲେ କୁନ୍ତଳା କିଷାନ । ଖବର ମୁତାବକ, ଗତକାଲି ରାତିରେ ମା' କୁନ୍ତଳାଙ୍କ ସହ ପୁଅ ସୁରେଶର…

କାର୍ଯ୍ୟ ଆରମ୍ଭ କଲେ ଅଶ୍ୱିନୀ ବୈଷ୍ଣବ ଓ ଏସ୍. ଜୟଶଙ୍କର, କହିଲେ ଏପରି କିଛି…

ନୂଆଦିଲ୍ଲୀ: ମୋଦୀ କ୍ୟାବିନେଟ୍ ୩.୦ରେ ବିଭାଗ ମିଳିବା ପରେ ବର୍ତ୍ତମାନ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ଦାୟିତ୍ବ ଗ୍ରହଣ କରିବା ଆରମ୍ଭ କରିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ବୈଦେଶିକ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଥିବାବେଳେ, ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ଭାବରେ…