Latest Odisha News

BREAKING NEWS

Yearly Archives

2024

ପୁରୁଣା ଦାୟିତ୍ବକୁ ଫେରିଲେ ଅରବିନ୍ଦ ପାଢୀ, କିନ୍ତୁ ସୀମିତ ସମୟ ପାଇଁ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ଅରବିନ୍ଦ ପାଢ଼ୀଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏହାପୂର୍ବରୁ ୨୦୧୪ରେ ଅରବିନ୍ଦ ପାଢୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ରହିଥିଲେ। ଏଥର କିନ୍ତୁ ସମାନ ଦାୟିତ୍ବ ମିଳିଥିଲେ ମଧ୍ୟ ଏହାର ଅବଧି…

ବରଗଡ଼ରେ ମତଦାନ ବେଳେ ଅଟୋ ଚାଳକଙ୍କୁ ହତ୍ୟା ଘଟଣା, ଦୁଇ ପୁଲିସ ଅଧିକାରୀଙ୍କ ବଦଳି

ଭୁବନେଶ୍ୱର: ବରଗଡ଼ ମତଦାନ କେନ୍ଦ୍ର ନିକଟରେ ଜଣେ ଅଟୋ ଚାଳକଙ୍କୁ ଛୁରୀ ଭୁସି ହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ହତ୍ୟା ଘଟଣାର ୪ ଦିନ ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଦୁଇ ଜଣ ପୁଲିସ ଅଧିକାରୀଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହତ୍ୟାକାଣ୍ଡରେ ସମ୍ପୃକ୍ତ…

ବିଜେପିରେ କେନ୍ଦ୍ରୀୟ ନେତାଙ୍କ ଘନ ଘନ ଓଡ଼ିଶା ଗସ୍ତ, ପାଣ୍ଡିଆନ୍ କହିଲେ ବିଜେଡି ସହଜରେ ହାସଲ କରିବ ସଂଖ୍ୟା ଗରିଷ୍ଠତା

ଭୁବନେଶ୍ୱର: ଓଡ଼ିଶାରେ ଶେଷ ପର୍ଯ୍ୟାୟ ମତଦାନ ପାଇଁ କେନ୍ଦ୍ରୀୟ ନେତାଙ୍କ ଘନ ଘନ ଗସ୍ତ ରାଜ୍ୟ ବିଜେପିର ଜୋଶ ବଢ଼ାଇଛି। ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ବିଜେପି ୭୫ ବିଧାନସଭା ଆସନ ଜତିବ ସେହିପରି ୧୫ଟି ଲୋକସଭା ଆସନ ଜିତିବ। ଏହାରି ଭିତରେ ଗତକାଲି ବିଜେପି ଅଧ୍ୟକ୍ଷ ଜଗତ ପ୍ରକାଶ…

ଗ୍ରୀଷ୍ମ ଋତୁରେ ଖାଆନ୍ତୁ ଏହି ଫଳ କମିଯିବ କୋଲେଷ୍ଟ୍ରଲ

କୋଲେଷ୍ଟ୍ରଲ ଆମ ହୃଦୟର ସ୍ୱାସ୍ଥ୍ୟ ବଜାୟ ରଖିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ତେବେ ଆଜିକାଲିର ପ୍ରଭାବିତ ଜୀବନଶୈଳୀ ସହ ଏହା ବର୍ତ୍ତମାନର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ସମସ୍ୟାରେ ପରିଣତ କରିଛି। କୋଲେଷ୍ଟ୍ରଲ ଦ୍ୱାରା କେବଳ ବୟସ୍କମାନେ ପୀଡିତ ହେଉ ନାହାନ୍ତି ଯୁବକମାନେ ମଧ୍ୟ ଅନେକ…

ଘଟିଯାଇଥାନ୍ତା ବଡ ଅଘଟଣ, ରକ୍ଷା କଲେ ବାବା କେଦାରନାଥ

ରୁଦ୍ରପ୍ରୟାଗ: ଚାଲିଛି ଚାରିଧାମ ଯାତ୍ରା । ଚାରିଆଡୁ ଛୁଟୁଛି ଭକ୍ତଙ୍କ ସୁଅ ।  ଏଥିପାଇଁ ଭକ୍ତଙ୍କ ସହଜ ସୁବିଧା ଯାତ୍ରା ନିମନ୍ତେ ବିମାନ ସେବା ମଧ୍ୟ ଯୋଗାଇ ଦିଆଯାଇଛି । ଆଜି ବିମାନ ଯୋଗେ କିଛି ଭକ୍ତ ବାବା କେଦାରନାଥଙ୍କୁ ଦର୍ଶନ କରିବାକୁ ଯାଉଥିବା ବେଳେ ଘଟିଛି ଏକ ବଡ ଅଘଟଣ ।…

ବିଜେପିର ଚିଠି ଉପରେ ଜବାବ ରଖିଲେ ମୁଖ୍ୟମନ୍ତ୍ରୀ, କହିଲେ ‘ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି’

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଉପରେ ବାରମ୍ବାର ପ୍ରଶ୍ନ ଉଠାଉଛି ବିଜେପି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ଆଉ ଶାସନ ଭାର ନାହିଁ ବୋଲି ବାରମ୍ବାର ଅଙ୍ଗୁଳି ଉଠାଇଛି । ‘ମୁଖ୍ୟମନ୍ତ୍ରୀଙ୍କୁ ବନ୍ଦୀ କରି ରଖାଯାଇଛି । ଓଡିଶାରେ ଆଉଟସୋର୍ସ ସରକାର ଚାଲିଛି । ଜଣେ ଅଫିସର ଓଡିଶାର…

ରାସାୟନିକ କାରଖାନାରେ ଭୟଙ୍କର ବିସ୍ଫୋରଣ, ୬ ଆହତ

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମରେ ଥିବା ଏକ ରାସାୟନିକ କାରଖାନାରେ ଭୟଙ୍କର ବିସ୍ଫୋରଣ। ଏହି ବିସ୍ଫୋରଣରେ ୬ଜଣ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ତିନିଜଣଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି। ସୂଚନାନୁସାରେ, ଗଞ୍ଜାମର ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ରାସାୟନିକ…

ଭୋଟ୍ ତଥ୍ୟ ଉପରେ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି, ୪୮ ଘଣ୍ଟାର ସମୟସୀମାକୁ ନେଇ ଏଡିଆରକୁ ଝଟକା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ସମୟରେ ଭୋଟ୍ ପ୍ରତିଶତ ସଂଖ୍ୟାକୁ ନିଜ ୱେବସାଇଟରେ ଅପଲୋଡ୍ କରିବା ନେଇ ନିର୍ବାଚନ ଆୟୋଗଙ୍କୁ କୌଣସି ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଭୋଟ୍ ଶେଷ ହେବାର ୪୮ ଘଣ୍ଟା ମଧ୍ୟରେ ଭୋଟ୍ ତଥ୍ୟ ସାର୍ବଜନୀନ କରାଯିବାକୁ ଦାବି କରି ଆଜି…

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୨୬ ବର୍ଷ ପରେ ବିନା ହିଂସାରେ ନକ୍ସଲ ଅଞ୍ଚଳରେ ଭୋଟ ଗ୍ରହଣ

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ଏନେଇ ସମସ୍ତ ପ୍ରସ୍ତୁତି ଉପରେ ସୂଚନା ଦେଇଛନ୍ତି ଡିଜିପି ଅରୁଣ ଷଡଙ୍ଗୀ । ସେ କହିଛନ୍ତି, ସୁରକ୍ଷା ବ୍ୟବସ୍ଥା ପାଇଁ ମୁତୟନ ହୋଇଛନ୍ତି ମୋଟ ୩୫ ହଜାର ପୋଲିସ ।  ସେମାନଙ୍କ ଭିତରେ ୨ ହଜାର ୧୬୦ ଜଣ ଏସଆଇ ଓ ଏଏସଆଇ…

ଝାଡ଼ଖଣ୍ଡ ପରେ ଏବେ କେରଳରେ ଡରାଉଛି ବାର୍ଡ ଫ୍ଲୁ

ଥିରୁଅନନ୍ତପୁରମ୍: ଝାଡଖଣ୍ଡ ପରେ ଏବେ କେରଳରେ ବାର୍ଡ ଫ୍ଲୁ ଆତଙ୍କ। ମନାରକାଡରେ ସରକାରୀ ଚାଳିତ ଆଞ୍ଚଳିକ କୁକୁଡ଼ା ଫାର୍ମରେ ଆଭିଆନ ଇନଫ୍ଲୁଏଞ୍ଜା ବା ବାର୍ଡ ଫ୍ଲୁ (H5N1) ସଂକ୍ରମଣ ଜିଲ୍ଲା ପ୍ରଶାସନ ଦ୍ୱାରା ଚିହ୍ନଟ ହୋଇଛି। ଏହା ବ୍ୟାପିବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଇଛି ।…