ମୋଦୀଙ୍କ ପାଇଁ ଚିଙ୍ଗୁଡି ମସଲା ରାନ୍ଧିବେ ମାଷ୍ଟର ସେଫ୍ ମମତା
କୋଲକାତା: ଢୋକଲା, ଦୋସା, ଇଡଲି, ପରଟା, ରୁଟି, ଭାତ, ବିରିୟାନୀ, ପୋଟଳରସା, ମାଛ ତରକାରୀ, ଚିଙ୍ଗୁଡି ମସଲା…..
ପ୍ରଥମେ ମାଛ ତରକାରୀ ଆଉ ଏବେ ଚିଙ୍ଗୁଡି ମସଲା । ବିହାର ରାଜନୀତିରେ ମାଛକୁ ନେଇ ହୋଇଥିବା ମହାଭାରତ ବର୍ତ୍ତମାନ ପଶ୍ଚିମବଙ୍ଗରେ ପାଦ ଥାପିଛି । ଟିଏମସି ସୁପ୍ରିମୋ ତଥା…