ଉପକୂଳ ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ସାମାନ୍ୟ ଆଶ୍ୱସ୍ତି, ସେପଟେ ୪୫ ଡିଗ୍ରୀ ସହ ତାଳଚେର ଉତ୍ତପ୍ତ ସହର
ଭୁବନେଶ୍ବର: ରାଜ୍ୟରେ ପାଣିପାଗରେ ସମ୍ୟକ ପରିବର୍ତ୍ତନ ହୋଇଛି । କାଳବୈଶାଖୀର ପ୍ରଭାବରେ ଆଜି ସନ୍ଧ୍ୟାରେ ଭୁବନେଶ୍ୱର କଟକ ସହ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଏଥିପାଇଁ ଅସହ୍ୟ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଆସନ୍ତାକାଲି ଠାରୁ କିଛି ଦିନ ପାଇଁ ତାପମାତ୍ରା ହ୍ରାସ…