ସଲମାନ ଖାନଙ୍କ ଘର ବାହାରେ ଫାୟାରିଂ ମାମଲା, ଆତ୍ମହତ୍ୟା କଲା ମୁଖ୍ୟ ଅଭିଯୁକ୍ତ
ମୁମ୍ବାଇ: ବଲିଉଡ ତାରକା ସଲମାନ ଖାନଙ୍କ ଘର ବାହାରେ ଗୁଳି ମାଡ ଘଟଣାରେ ସାମ୍ନାକୁ ଆସିଛି ଏକ ବଡ ଖବର । ପୋଲିସ କଷ୍ଟଡି ଭିତରେ ଆତ୍ମହତ୍ୟା କରିଛନ୍ତି ଫାୟାରିଂ କେସ୍ରେ ଧରାପଡିଥିବା ଜଣେ ଅଭିଯୁକ୍ତ । ଆତ୍ମହତ୍ୟା କରିଥିବା ଅଭିଯୁକ୍ତର ନାମ ଅନୁଜ ଥାପନ ବୋଲି ଜଣାପଡିଛି । ଅଭିଯୁକ୍ତ ଅନୁଜ…