Latest Odisha News

BREAKING NEWS

Yearly Archives

2024

କେନ୍ଦ୍ରମନ୍ତ୍ରୀ ଭାବେ ଧର୍ମେନ୍ଦ୍ରଙ୍କ ବିଫଳତା ସମସ୍ତେ ଜାଣିଛନ୍ତି: ବିଜେଡି

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଫଳତାକୁ ସମସ୍ତେ ଜାଣିଛନ୍ତି । ଢେଙ୍କାନାଳ, ଅନୁଗୁଳ ଓ ଦେବଗଡ଼ ଜିଲ୍ଲାରେ ସେ ଗୋଟିଏ ବି ଜାତୀୟ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରିନାହାନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସୋସିଆଲ ମିଡିଆ ପୋଷ୍ଟ ଉପରେ ଗଣମାଧ୍ୟମରେ ମତ ରଖି…

କାହାକୁ ନେତା ବାଛିବ ନୂଆପଡା?

ନୂଆପଡା: ନୂଆପଡା ଦେଖିବ ବଡ ଲଢେଇ । ବସନ୍ତଙ୍କ ବିଦାୟ, ଶରତଙ୍କ ଏଣ୍ଟ୍ରି । ଭେଟେରାନ୍ ବନାମ ଯୁବ ଚେହେରା । ପିସିସି ସଭାପତି ଶରତ ପଟ୍ଟନାୟକ କଂଗ୍ରେସକୁ ଦେବେ କି ବିଜୟ ଉପହାର? ବସନ୍ତ ପଣ୍ଡାଙ୍କ ଗଡ ଦଖଲ କରିବେ କି ପୁଅ ଅଭିନନ୍ଦନ? ବିଜେଡିର ଭେଟେରାନ ରାଜେନ୍ଦ୍ର ଢୋଲକିଆ ପୁଣି କରିବେ କି…

ନୂତନ ରୂପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବ୍‌ସାଇଟ୍‌ ଲୋକାର୍ପିତ

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ୱେବ୍‌ସାଇଟ୍‌ ନୂତନ ରୂପରେ ଲୋକାର୍ପିତ ହୋଇଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମଳନୀ କକ୍ଷରେ ନୂତନ ରୂପ ପାଇଥିବା ଏହି ୱେବ୍‌ସାଇଟ୍‌କୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ମାଉସ୍‌ ସ୍ୱିଚ୍‌ ଟିପି କମ୍ପୁଟରରେ ଲୋକାର୍ପଣ…

ଗୁଣିଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତ୍ତିଙ୍କୁ କରିଥିଲା ହତ୍ୟା, ଦୋଷୀକୁ ମିଳିଲା ଆଜୀବନ କାରାଦଣ୍ଡ

ରାଉରକେଲା: ଡାହାଣୀ ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ଘଟଣାରେ ଦୋଷୀକୁ ଆଜୀବନ କାରାଦଣ୍ଡ । ଦୋଷୀ ରାଜୁ ପାନ୍ନାକୁ ଆଜୀବନ ଦଣ୍ଡାଦେଶ ଦେଲେ ରାଉରକେଲା ଦ୍ଵିତୀୟ ଅତିରିକ୍ତ ଜିଲ୍ଳା ଏବଂ ଦୈରାଜଜ ଅଦାଲତ । ୧୦ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଓ ପାରିପାଶ୍ୱିକ ସ୍ଥିତିକୁ ନେଇ କୋର୍ଟ ଏହି ଶୁଣାଣି…

ଆଇପିଏଲ: ବିସିସିଆଇ ଜାରି କଲା ନିର୍ଦ୍ଦେଶନାମା, ଷ୍ଟାଡିୟମର ଫଟୋ ଓ ଭିଡିଓ ମନଇଚ୍ଛା ଶେୟାର କରିପାରିବେନି

ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ଖେଳାଳି, ଭାଷ୍ୟକାର ଓ ଅନ୍ୟମାନେ ମନଇଚ୍ଛା ଷ୍ଟାଡିୟମର ଫଟୋ ଓ ଭିଡିଓ ଶେୟାର ନ କରିବା ପାଇଁ ବିସିିସିଆଇ ନିର୍ଦ୍ଦେଶନାମା ଜାରର କରିଛି । ଏ ପର୍ଯ୍ୟନ୍ତ ଆଇପିଏଲରେ ୨୯ ମ୍ୟାଚ ଖେଳା ଯାଇ ସାରିଛି । ଏଥର ଖେଳାଳିଙ୍କଠାରୁ ଆରମ୍ଭ କରି ଭାଷ୍ୟକାରମାନେ…

ଦିନ ୧୧ ରୁ ୩ଟା ମଧ୍ୟରେ ବାହାରେ କାମ କରିବେନି ଶ୍ରମିକ, ଚିଠି ଲେଖି ନିର୍ଦ୍ଦେଶ ଦେଲେ ଏସଆରସି

ଭୁବନେଶ୍ବର: ପ୍ରଚଣ୍ଡ ଖରା ତାତିରେ ସିଜୁଛନ୍ତି ରାଜ୍ୟବାସୀ । ସକାଳ ୮ଟାରୁ ଖରାର ପ୍ରକୋପ ଏତେ ଅଧିକ ରହୁଛି ଯେ, ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଏହାକୁ ନଜରରେ ରଖି ଶ୍ରମିକଙ୍କୁ ଖରାରେ କାମ କରାଇବାକୁ କଡାକଡି ଭାବେ ବାରଣ କରାଯାଇଛି । ଖରାରେ ଶ୍ରମିକଙ୍କୁ କାମ କରାଇଲେ ମିଳିବ ଦଣ୍ଡ ।…

ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଶୁଣାଣି ଏପ୍ରିଲ ୨୦ ପର୍ଯ୍ୟନ୍ତ ସ୍ଥଗିତ ରଖିଲା ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ୍ ମନୀଷ ସିସୋଦିଆଙ୍କ ଚତୁର୍ଥ ଥର ପାଇଁ ଦାଖଲ ହୋଇଥିବା ଜାମିନ ଆବେଦନ ଶୁଣାଣି ଏପ୍ରିଲ ୨୦ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ  ନିଷ୍ପତ୍ତି ନେଇଛି ଦିଲ୍ଲୀ କୋର୍ଟ । ସୋମବାର ଦିନ ଶୁଣାଣି ସମାପ୍ତ ହୋଇସାରିଛି । ସ୍ପେଶାଲ ଜଜ କାଭେରୀ ବାବେଜା ଏହି…

“ବିଜେପିର ସଂକଳ୍ପ ପତ୍ର-୨୦୨୪, ମୋଦିଙ୍କ ଗ୍ୟାରେଂଟି” ପ୍ରସଙ୍ଗରେ ସର୍ବାଧିକ ଲାଭାନ୍ୱିତ ହେବ ଓଡିଶା: ରାଜ୍ୟ ସଭାପତି

ଭୁବନେଶ୍ୱର: ୨୦୦୧୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିବା ପରେ ଦେଶବାସୀଙ୍କୁ ଦିଆଯାଇଥିବା ଅଧିକାଂଶ ପ୍ରତିଶୃତି ପୂରଣ କରାଯାଇଛି । ଏହା ପରେ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ଦିଆଯାଇଥିବା ସମସ୍ତ ପ୍ରତିଶୃତିକୁ ପାଳନ…

୬ବର୍ଷ ପାଇଁ କଂଗ୍ରେସରୁ ବହିଷ୍କୃତ ହେଲେ ବିଧାୟକ ସୁର ରାଉତରାୟ

ଭୁବନେଶ୍ବର: ବିଧାୟକ ସୁର ରାଉତରାୟଙ୍କୁ ଦଳରୁ ୬ବର୍ଷ ପାଇଁ ବହିଷ୍କାର କରିଛି କଂଗ୍ରେସ। ପୁଅ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରୁଥିଲେ ସୁର । କଂଗ୍ରେସରେ ରହି ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ନେଇ ଅଭିଯୋଗ ପରେ ସୁରଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛି ଦଳ। ଏନେଇ…

ଭାରତରେ ଦୁଇ ଲକ୍ଷ ଆକାଉଣ୍ଟକୁ ବ୍ୟାନ୍ କଲା ଏଲନ ମସ୍କ କମ୍ପାନୀ ଏକ୍ସ

ନୂଆଦିଲ୍ଲୀ: ଏଲନ ମସ୍କଙ୍କ କମ୍ପାନୀ ଏକ୍ସ ଜାରି କଲା ମାସିକ କାର୍ଯ୍ୟାନୁଷ୍ଠାନ ରିପୋର୍ଟ । ଯାହା ସୂଚନା ରହିଛି ଭାରତରେ ୨୧୩୦୦୦ରୁ ଅଧିକ ଆକାଉଣ୍ଟକୁ ବ୍ୟାନ୍ କରିଦେଇଛି କମ୍ପାନୀ । ଫେବୃଆରୀ ୨୬ ରୁ ମାର୍ଚ୍ଚ ୨୫ ମଧ୍ୟରେ ଭାରତରେ ୨,୧୨,୬୨୭ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି । କମ୍ପାନୀ…