ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ ଓ ସରୋଜ ପାଣିଗ୍ରାହୀ
ଭୁବନେଶ୍ଵର: ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ । ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ସ୍ଵାମୀ ସରୋଜ ପାଣିଗ୍ରାହୀଙ୍କ ସହ ଆସି ବିଜେପିରେ ସାମିଲ ହେଲେ । ଗତ ୪ ଦିନ ତଳେ ବିଜେଡି ଛାଡିଥିଲେ ଜ୍ୟୋତି ।
ବିଜେଡି ଆଉ ପୂର୍ବଭଳି ବିଜେଡି ହୋଇ ରହିନାହିଁ । ଆଗ ଭଳି ଆଉ…