ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : କେନ୍ଦ୍ରପୁରୁଷ ଶ୍ରୀଜଗନ୍ନାଥ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ କୃଷ୍ଣ ରୂପରେ ପରିକଳ୍ପନା କରି ଓ ବ୍ରହ୍ମାଣ୍ଡ ତତ୍ତ୍ୱରେ ତାହାଙ୍କୁ ବର୍ଣ୍ଣନା କରିବାକୁ ଯାଇ ସାଧକ ବଳରାମ ଦାସଙ୍କ ରଚିତ “ବ୍ରହ୍ମାଣ୍ଡ ଭୂଗୋଳ “ଗ୍ରନ୍ଥକୁ…