ଶିଳ୍ପ ସମୃଦ୍ଧ ପାଇଁ ମୋଦି ଓ ନବୀନଙ୍କ ଆନ୍ତରିକତା ନାହିଁ: କଂଗ୍ରେସ
ଭୁବନେଶ୍ୱର: ଦେଶ ଏବଂ ଓଡ଼ିଶା ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବାକୁ ମୋଦୀ ଓ ନବୀନ ସରକାରଙ୍କର ଆନ୍ତରିକତା ନାହିଁ । କଂଗ୍ରେସ ସମୟରେ ଦେଶକୁ ଶିଳ୍ପ ସମୃଦ୍ଧ କରିବାକୁ ୨୦୧୧ ଅକ୍ଟୋବର ମାସରେ ତତ୍କାଳୀନ କଂଗ୍ରେସ ସରକାର ଜାତୀୟ ଉତ୍ପାଦ ନୀତି ପ୍ରଣୟନ କଲେ । ମୋଦି ସରକାର ଜାତୀୟ ଶିଳ୍ପନୀତିକୁ…