Latest Odisha News

BREAKING NEWS

Yearly Archives

2024

ରମଜାନ ପୂର୍ବରୁ ପାକିସ୍ତାନରେ ମହଙ୍ଗାମାଡ, ଆକାଶଛୁଆଁ ପରିବା ଦର

ନୂଆଦିଲ୍ଲୀ: ପବିତ୍ର ଇସଲାମ ମାସ ରମଜାନ ଆରମ୍ଭ ପୂର୍ବରୁ ପାକିସ୍ତାନର ସାଧାରଣ ଲୋକଙ୍କୁ ଲାଗିଛି ମହଙ୍ଗା ମାଡ । ଆର୍ଥିକ ସଙ୍କଟ ମଧ୍ୟରେ ମହଙ୍ଗାମାଡ ସାଧାରଣ ଲୋକଙ୍କ ଅଣ୍ଟା ଭାଙ୍ଗି ଦେଇଛି। ଦେଶରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ । ଏଭଳି ପରିସ୍ଥିତିରେ ଲୋକଙ୍କ ମୁଣ୍ଡରେ ରମଜାନକୁ ନେଇ…

ଦରମା ବୃଦ୍ଧି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ସଫେଇ କର୍ମଚାରୀ, ସଫେଇ କାମ ଠପ୍

ଭୁବନେଶ୍ବର: ରାଜଧାନୀରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ । ୧୫ ହଜାର ଟଙ୍କା ଦରମା ବୃଦ୍ଧି ସହ ବିଭିନ୍ନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସଫେଇ କର୍ମଚାରୀ । ଏନେଇ ରାଜମହଲ ଛକରେ ଧାରଣାରେ ବସିଛନ୍ତି ସଫେଇ କର୍ମଚାରୀ । ଏହି ଆନ୍ଦୋଳନ ଯୋଗୁଁ ଉଠିପାରୁନି ଅଳିଆ । ରାଜଧାନୀର ପ୍ରାୟ ୫୩ଟି…

ଲୋକସଭା ନିର୍ବାଚନ ପାଇଁ ୨୦୦୪ ଫର୍ମୁଲା ଆପଣେଇବ କଂଗ୍ରେସ: ଜୟରାମ ରମେଶ

ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ଲୋକସଭା ନିର୍ବାଚନ ପାଇଁ ହେବ ତାରିଖ ଘୋଷଣା । ଏଥିପାଇଁ ଶାସକ, ବିରୋଧୀ ଦଳ ପ୍ରସ୍ତୁତ ହୋଇସାରିଲେଣି । ଜନତାଙ୍କ ବହୁମତକୁ ନିଜ ସପକ୍ଷରେ ଆଣିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିସାରିଲେଣି ପ୍ରତି ଦଳ । ଲୋକସଭା ନିର୍ବାଚନରେ ବିରୋଧୀ ଦଳ କଂଗ୍ରେସ…

ରାମେଶ୍ଵରମ୍ କେଫ୍ ବିସ୍ଫୋରଣ ମାମଲା, ଏନଆଇଏ ହାତରେ ଲାଗିଲା ବଡ ତଥ୍ୟ

ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ଅଭିଯୁକ୍ତର ମୁହଁ । କିଛି ଦିନ ପୂର୍ବରୁ କର୍ଣ୍ଣାଟକର ବେଙ୍ଗାଲୁରୁର ପ୍ରସିଦ୍ଧ ରମେଶ୍ୱରମ୍ କାଫେରେ ଘଟିଥିବା ବିସ୍ଫୋରଣ ମାମଲାରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ହାତରେ ଲାଗିଛି ବଡ ତଥ୍ୟ । ଏହି ମାମଲାରେ ସନ୍ଦିଗ୍ଧଙ୍କ ଚେହେରା ଏବେ ସମସ୍ତଙ୍କ…

ମୁଖ୍ୟମନ୍ତ୍ରୀଙ୍କ ହୋଲି ଭେଟି; ସରକାରୀ କର୍ମଚାରୀଙ୍କ ବଢ଼ାଇଲେ ୪% ମହଙ୍ଗା ଭତ୍ତା

ଲକ୍ଷ୍ନୌ: ହୋଲି ପୂର୍ବରୁ ୟୁପି ମୁଖ୍ୟମନ୍ତ୍ରୀଙ୍କ ବଡ ଉପହାର । କେନ୍ଦ୍ର ସରକାରଙ୍କ ପରେ ବର୍ତ୍ତମାନ ଯୋଗୀ ସରକାର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିଛନ୍ତି । ଏହା ଜାନୁୟାରୀ ପହିଲା ୨୦୨୪ରୁ ପିଚ୍ଛିଲା ଭାବରେ ଲାଗୁ ହେବ। ଏ ସମ୍ପର୍କରେ ଖୁବ…

୫ ଶହ ଟଙ୍କା ବଢିଲା ମିଶନ ଶକ୍ତି କର୍ମକର୍ତ୍ତାଙ୍କ ବୈଠକ ଦେୟ, ୨୦୨୩ ଅକ୍ଟୋବରରୁ ପିଛିଲା ଭାବେ ହେବ ଲାଗୁ

ଭୁବନେଶ୍ବର: ମିଶନ ଶକ୍ତି କର୍ମକର୍ତ୍ତାମାନଙ୍କର ଦେୟ ପରିମାଣରେ ବୃଦ୍ଧି । ଗ୍ରାମପଞ୍ଚାୟତ ଓ ବ୍ଲକସ୍ତରୀୟ ଫେଡେରେସନ କର୍ମକର୍ତ୍ତାଙ୍କ ବୈଠକ ଦେୟ ପରିମାଣରେ ୫୦୦ ଟଙ୍କାକୁ ବୃଦ୍ଧି କରାଯିବ । ଏଥିରେ ଉପକୃତ ହେବେ ୧ ଲକ୍ଷ ୨୬ ହଜାର ୧୦ ଜଣ କର୍ମକର୍ତ୍ତା । ୨୦୨୩ ଅକ୍ଟୋବର ମାସରୁ ପିଛିଲା…

ରାମଲାଲାଙ୍କ ଦର୍ଶନ ପଇଁ ଅଯୋଧ୍ୟାରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା

ଲକ୍ଷ୍ନୌ: ସକାଳୁ ସକାଳୁ ଅଯୋଧ୍ୟା ଗସ୍ତରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା । ରାମନଗରୀ ଅଯୋଧ୍ୟାରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା। ଲୋକସଭା ବାଚସ୍ପତି ତାଙ୍କ ପୁରା ପରିବାର ସହିତ ଅଯୋଧ୍ୟାରେ ପହଞ୍ଚିଛନ୍ତି । ଅଯୋଧ୍ୟା ଷ୍ଟେସନରେ ବିଧାୟକ ବେଦ ପ୍ରକାଶ ଗୁପ୍ତା,…

ଚଳନ୍ତା ସ୍କୁଟିରେ ମହିଳାଙ୍କ ସହ ଅଶ୍ଲୀଳତା କରୁଥିବା ଯୁବକଙ୍କ ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହେଉଛି । କିଛି ଭିଡିଓ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଉଥିବାବେଳେ କିଛି ଭିଡିଓ ଲୋକଙ୍କୁ ହସାଇଥାଏ । କିନ୍ତୁ ବେଳେବେଳେ ସୋସିଆଲ ମିଡିଆରେ ଏପରି କିଛି ଦେଖିବାକୁ ମିଳେ, ଯାଏ ଯାହା ଲୋକଙ୍କୁ ଲଜ୍ଜିତ କରିଥାଏ ।…

ପାଗଳ ଶଦ୍ଦ ଶୁଣି ମାଆକୁ ଛୁରୀ ଭୂଷିଲା ପୁଅ; ଘରେ ଲଗାଇ ଦେଲା ନିଆଁ

ଗୁରୁଗ୍ରାମ: ହରିୟାଣାର ଗୁରୁଗ୍ରାମରେ ମାନସିକ ବିକୃତ ଯୁବକ ‘ପାଗଳ’ ଶଦ୍ଦ ଶୁଣି ନିଜ ମାଆଙ୍କୁ ଛୁରୀରେ ଭୂଷିବା ସହ ଘରେ ନିଆଁ ଲଗାଇ ଦେଇଛି । ଏହି ଘଟଣାରେ ମାଆ ରାନୁ ଶାହା (୫୯)ଙ୍କ ମୃତ୍ୟୁ ଘଟିଛି । ତାଙ୍କୁ ଗୁରୁତର ଅବସ୍ଥାରେ  ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ…

ଜଙ୍ଗଲ ଭିତରେ ଚାଲିଥିଲା ଗଞ୍ଜେଇ ଚାଷ, ମାଡି ବସିଲା ବନବିଭାଗ

ବାରିପଦା: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳରେ ପୁଣି ବେଆଇନ ଅଫିମ ଚାଷ ଜମିରେ ମିଳିତ ଚଢ଼ାଉ କରିଛି ଅବକାରି ବିଭାଗ । ଜଙ୍ଗଲର ଆଭ୍ୟନ୍ତରୀଣ ଅଞ୍ଚଳର ୩ଟି ସ୍ଥାନରେ ଚଢାଉକରି ୯ଲକ୍ଷ ୧୦ହଜାର ଅଫିମ ଗଛକୁ ଜାଳି ନଷ୍ଟ କରିଦେଇଛି ବନ ବିଭାଗ । ନଷ୍ଟ ହୋଇଥିବା ଗଞ୍ଜେଇର ଆନୁମାନିକ…